Daily Archives

December 12, 2021

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କାଶୀ ବିଶ୍ୱନାଥର ପ୍ରସ୍ତୁତି ତଦାରଖ: ମନ୍ଦିର ବୁଲି ତଦାରଖ କଲେ କେନ୍ଦ୍ରମନ୍ତ୍ରୀ…

କନକ ବ୍ୟୁରୋ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପର ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସନ୍ଧ୍ୟାରେ କାଶୀ ବିଶ୍ୱନାଥ…

ଉଚ୍ଚଶିକ୍ଷା ପରେ ଖୋଲିଲେ ପୋଷାକ ତିଆରି କମ୍ପାନୀ: ବର୍ଷକୁ ୫ ରୁ ୬ ଲକ୍ଷ ଟଙ୍କା କରୁଛନ୍ତି ଆୟ

କନକ ବ୍ୟୁରୋ: କିଛି ନୂଆ କରିବାର ଆଶା ସଫଳତା ଆଣିଦିଏ । ଆଗକୁ ବଢିବାକୁ ରାସ୍ତା ଦେଖାଏ । ଠିକ୍ ଯାହା ଘଟିଛି ଉଚ୍ଚ ଶିକ୍ଷିତ ଯୁବକ ଶ୍ରୀକାନ୍ତଙ୍କ କ୍ଷେତ୍ରରେ । ପାଠ ପଢିବା ପରେ ସରକାରୀ ଚାକିରି ପଛରେ ଗୋଡାଇ ନାହାନ୍ତି, କି ବାହାର ରାଜ୍ୟରେ କରିଥିବା କମ୍ପାନୀ ଚାକିରି ତାଙ୍କୁ ବାନ୍ଧି ରଖି…

ମହିଳାଙ୍କୁ ମିଶନ ଶକ୍ତି ଦେଇଛି ନୂଆ ପରିଚୟ । ମେସିନ ସାହାଯ୍ୟରେ ମାଟିର ସାମଗ୍ରୀ ତିଆରି କରି ହୋଇଛନ୍ତି ସ୍ୱାବଲମ୍ବୀ

କନକ ବ୍ୟୁରାେ: ମହିଳାଙ୍କୁ ମିଶନ ଶକ୍ତି ଦେଇଛି ନୂଆ ପରିଚୟ । ଅବସର ସମୟକୁ ଅପଚୟ ନ କରି କିଛି ନୂଆ କରିବାର ଆଶା ଓ ପ୍ରୟାସ ଦେଇଛି ସଫଳତା । ଘରେ ବସି ସମୟକୁ ନଷ୍ଟ ନ କରି ବାଲେଶ୍ୱର ତାହାରାପୁର ଗାଁର ମହିଳାମାନେ ରୋଜଗାର କରିବାକୁ ଲାଗିପଡ଼ିଛନ୍ତି । ମେସିନ ସାହାଯ୍ୟରେ ମାଟିର ବିଭିନ୍ନ…

ଟେଲର ୟୁନିଟ କରଛିି ଆତ୍ମନିର୍ଭରଶୀଳ: ପୋଷାକ ତିଆରି ସହ ସ୍ଥାନୀୟ ଯୁବତୀଙ୍କୁ ଦେଉଛନ୍ତି ତାଲିମ

କନକ ବ୍ୟୁରୋ: ମହିଳାଙ୍କୁ ମିଶନ ଶକ୍ତି ଦେଇଛି ନୂଆ ପରିଚୟ । ଅବସର ସମୟକୁ ଅପଚୟ ନ କରି କିଛି ନୂଆ କରିବାର ଆଶା ଓ ପ୍ରୟାସ ଦେଇଛି ସଫଳତା । ଘରେ ବସି ସମୟକୁ ନଷ୍ଟ ନ କରି ବାଲେଶ୍ୱର ତାହାରାପୁର ଗାଁର ମହିଳାମାନେ ରୋଜଗାର କରିବାକୁ ଲାଗିପଡ଼ିଛନ୍ତି । ମେସିନ ସାହାଯ୍ୟରେ ମାଟିର ବିଭିନ୍ନ…

ଚା’ ପିଅନ୍ତୁ, ୱାଇଫାଇର ମଜା ନିଅନ୍ତୁ: ସୁନ୍ଦରଗଡ଼ରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଆଲୋକଙ୍କ ଅଭିନବ ପ୍ରୟାସ

କନକ ବ୍ୟୁରୋ: ଚା’ ପିଅନ୍ତୁ ୱାଇ ଫାଇର ମଜା ନିଅନ୍ତୁ । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଚା’ ବିକାଳିଙ୍କ ଏଭଳି ନିଆରା ପ୍ରୟାସ ଏବେ ସମସ୍ତଙ୍କୁ ଆକୃଷ୍ଟ କରିଛି । ବର୍ତମାନ ଇଂଟରନେଟ ଯୁଗରେ ହାଇସ୍ପିଡ ଇନ୍ଟରନେଟ୍ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡିଛି । ଛାତ୍ରଛାତ୍ରୀ ହୁଅନ୍ତୁ କି କର୍ମଜୀବୀ…

କରୋନା ବଦଳାଇ ଦେଲା ଜୀବନର ମୋଡ । ସୁରତରୁ ଫେରି ଗାଁରେ ଚାଷ କରି ସ୍ୱାବଲମ୍ବୀ ଶ୍ରୀଧର

କନକ ବ୍ୟୁରୋ: କରୋନା ବଦଳାଇଦେଲା ଜୀବନର ମୋଡ । ଦାଦନ ଶ୍ରମିକରୁ ପାଲଟିଗଲେ ଚାଷୀ । ପଡିଆ ପଡିଥିବା ଜମିକୁ କରିଛନ୍ତି ଶସ୍ୟ ଶାମଳା, ତାସହ କରିଛନ୍ତି କଡକନାଥ କୁକୁଡା ଚାଷ । ଯାହା ତାଙ୍କୁ ସ୍ୱାବଲମ୍ବୀ କରିବା ସହ ସ୍ତାନୀୟ ଅଞ୍ଚଳରେ ଯୁବ ଚାଷୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ।…