Daily Archives

December 8, 2021

ଓମିକ୍ରନର ଭୟ ଭିତରେ ଆସିଲା ଆଶ୍ୱସ୍ତିକର ଖବର । ମାରାତ୍ମକ ନୁହେଁ କରୋନାର ନୂଆ ପ୍ରଜାତି, ଜୁନ ସୁଦ୍ଧା ସ୍ୱାଭାବିକ…

କନକ ବ୍ୟୁରୋ : କରୋନା ଭୂତାଣୁର ନୂଆ ପ୍ରଜାତି ଓମିକ୍ରନକୁ ନେଇ ସାରା ବିଶ୍ୱରେ ଏକ ପ୍ରକାର ଭୟ ବଢ଼ି ଯାଇଥିଲାବେଳେ ନୂଆ ଆଶା ସୃଷ୍ଟି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବ ପରାମର୍ଶଦାତାଙ୍କ ବୟାନ । ଡାକ୍ତର ସୁବାସ ସାଲୁଙ୍କେ କହିଛନ୍ତି, ଓମିକ୍ରନକୁ ନେଇ ଅତ୍ୟଧିକ ଭୟ କରିବାର ଆବଶ୍ୟକତା…

ଲ୍ୟାଣ୍ଡିଂ କରିବାର ୧୦ କିଲୋମିଟର ପୂର୍ବରୁ କ୍ରାସ୍ ହୋଇଥିଲା ବିମାନ । କ’ଣ ହୋଇପାରେ ଦୁର୍ଘଟଣାର କାରଣ?

କନକ ବ୍ୟୁରୋ : ତାମିଲନାଡୁର କୁନ୍ନୁର ଅଞ୍ଚଳରେ ଥିବା ୱେଲିଙ୍ଗଟନ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜକୁ ଲେକଚର ଦେବାକୁ ଯାଉଥିଲେ ଜେନେରାଲ ରାୱତ । ଆଉ ମାତ୍ର ୧୦ କିଲୋମିଟର ଥିଲା । କିନ୍ତୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଗଲା । ତାମିଲନାଡୁ ସୁଲୁର ଏୟାରବେସରୁ ସିଡିଏସ ବିପିନ୍ ରାୱତ,…

ରାସ୍ତା ମଝିରେ ଛଟପଟ ହୋଇ ପ୍ରାଣ ହରାଇଲେ ବ୍ୟକ୍ତି । ଦେଖଣାହାରି ସାଜିଲେ ଶହ ଶହ ଲୋକ, କେହି କଲେନି ସାହାଯ୍ୟ ।

କନକ ବ୍ୟୁରୋ : ରାସ୍ତାକଡରେ ଯଦି କେହି ଦୁର୍ଘଟଣାର ଶିକାର ହୁଅନ୍ତ. ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଁଚାଉଥିବା ଲୋକ ଯେମିତି ତଦନ୍ତ ନାଁରେ ହଇରାଣ ନହେବେ ସେଥିପାଇଁ ସରକାର ଅନେକ ନିୟମ ଆଣିଛନ୍ତି । ଉଦ୍ଧାରକାରୀ ବ୍ୟକ୍ତିଙ୍କୁ ପୁରସ୍କାର ଦେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ସଡକ…

ଶକ୍ତିଶାଳୀ ଥିଲା ବିପିନ ରାୱତଙ୍କ ହେଲିକପ୍ଟର: କେମିତି ହେଲା ଦୁର୍ଘଟଣା? ଜାଣନ୍ତୁ, ହେଲିକପ୍ଟର ବିଶେଷତ୍ୱ

କନକ ବ୍ୟୁରୋ: ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବାୟୁସେନା ହେଲିକପ୍ଟର ଏମଆଇ-୧୭ଭି-୫ର ରହିଛି ଅନେକ ବିଶେଷତ୍ୱ । ଏହା ଭାରତୀୟ ବାୟୁସେନାର ଅତ୍ୟାଧୁନିକ ଟ୍ରାନ୍ସପୋର୍ଟ ହେଲିକପ୍ଟର । ବିଶେଷ କରି ଉଦ୍ଧାର କାର୍ଯ୍ୟ, ସେନା ପରିବହନ, ଅସ୍ତ୍ରଶସ୍ତ୍ର ସ୍ଥାନାନ୍ତରଣ, ଫାୟାର ସପୋର୍ଟ ଓ ପାଟ୍ରୋଲିଙ୍ଗ…