Daily Archives

December 19, 2021

ଭାରତରେ ବଢୁଛି ସ୍ପାମ୍ କଲ ସଂଖ୍ୟା । ପ୍ରତିଦିନ ଆସୁଛି ୬.୬୪ ଲକ୍ଷ ମିଛ କଲ, ଟାର୍ଗେଟରେ ରହୁଛି ବ୍ୟାଙ୍କ ଠକେଇ ।

କନକ ବ୍ୟୁରୋ : ଭାରତରେ ସ୍ପାମ୍ କଲ୍ ସଂଖ୍ୟା ବଢ଼ୁଛି। ୨୦ଟି ଦେଶକୁ ନେଇ ହୋଇଥିବା ଏକ ସର୍ଭେରେ ଭାରତ ଚତୁର୍ଥ ସର୍ବାଧିକ ପ୍ରଭାବିତ ଦେଶ ସ୍ଥାନରେ ରହିଛି। ଗତବର୍ଷ ଭାରତ ଏହି ତାଲିକାରେ ନବମ ସ୍ଥାନରେ ଥିବାବେଳେ ଚଳିତବର୍ଷ ସ୍ଥିତି ଅଧିକ ଖରାପ ହୋଇଛି। ମୁଖ୍ୟତଃ ସେଲ୍ସ ଓ ଟେଲିମାର୍କେଟିଂ…

ମଦ୍ୟପ ସ୍ୱାମୀର ଉନ୍ମତକାଣ୍ଡ । ଚଳନ୍ତା ଅଟୋରୁ ସ୍ତ୍ରୀ ଓ ଶିଶୁକନ୍ୟାକୁ ଠେଲିଦେଲା ।

କନକ ବ୍ୟୁରୋ : ମଦ୍ୟପ ସ୍ୱାମୀର ଉନ୍ମତକାଣ୍ଡ । ଚଳନ୍ତା ଅଟୋରୁ ସ୍ତ୍ରୀ ଓ ନବଜାତକଙ୍କୁ ଠେଲିଦେଲେ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ । ସୂଚନା ଅନୁସାରେ ଔପଦା ବ୍ଲକ କମାରପାଳ ଗରୁଡ଼ହତା ଅଂଚଳର ପ୍ରଦୀପ ଗିରି ଓ କେନ୍ଦ୍ରାପଡ଼ା ରାଜକନିକାର ସଙ୍ଗୀତାଙ୍କ…

ଟଙ୍କା ଧରି ଯାଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ସରକାରୀ ବାବୁ । ବ୍ୟାଗରୁ ମିଳିଲା ୨ ଲକ୍ଷରୁ ଅଧିକ ଟଙ୍କା,…

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ନୂଆପଡା ଯୋଗାଣ ବିଭାଗର ଜୁନିଅର ଆକାଉଣ୍ଟାଟ ତାରାଚାନ୍ଦ ପଣ୍ଡା ।  ୨ ଲକ୍ଷ ୧୬ ହଜାର ଟଙ୍କା ନେଇ ଯାଉଥିବା ବେଳେ ତାରାଚନ୍ଦଙ୍କୁ  ଧରିଛି ଭିଜିଲାନ୍ସ ଟିମ୍ । ଆଜି ଅପରାହ୍ନରେ  ତାରାଚାନ୍ଦ ଏକ ବ୍ୟାଗ ଧରି  ରାସ୍ତାରେ ଚାଲି ଚାଲି ଯାଉଥିଲେ ।  ଏହି ସମୟରେ…

ହେମାମାଳିନୀଙ୍କ ଗାଲକୁ ରାସ୍ତା ସହ ତୁଳନା କଲେ ମହାରାଷ୍ଟ୍ର ମନ୍ତ୍ରୀ । କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ମହିଳା ଆୟୋଗ…

କନକ ବ୍ୟୁରୋ : ମହାରାଷ୍ଟ୍ରର ମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ଗୁଲାବରାଓ ପାଟିଲ ଏକ ବିବାଦୀୟ ବୟାନ ଦେଇଛନ୍ତି ଜ୍ଝ ମନ୍ତ୍ରୀ ଜଲଗାଓଁ ଜିଲ୍ଲାର ରାସ୍ତାକୁ ଅଭିନେତ୍ରୀ ହେମା ମାଳିନୀଙ୍କ ଗାଲକୁ ତୁଳନା କରିବା ପରେ ବିବାଦ ଦେଖାଦେଇଛି। ଆଉ ଏହା ପରେ ରାଜ୍ୟ ମହିଳା ଆୟୋଗ ମନ୍ତ୍ରୀଙ୍କୁ…

ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବାହାଘରରେ ନାଚିଲେ ଦବଙ୍ଗ ଷ୍ଟାର ସଲମାନ୍ ଖାନ୍ । ସାଥ୍ ଦେଲେ ଅନୀଲ କପୁର ।

କନକ ବ୍ୟୁରୋ : ଏନସିପି ନେତା ତଥା ରାଜ୍ୟସଭା ସାଂସଦ ପ୍ରଫୁଲ୍ଲ ପଟେଲଙ୍କ ପୁଅ ଜୟପୁରରେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଅନେକ ବଲିଉଡ ଷ୍ଟାରଙ୍କ ସହ ଶିଳ୍ପପତିମାନେ ଯୋଗ ଦେଇଛନ୍ତି । ତେବେ ଏହି ଉତ୍ସବରେ ଦବଙ୍ଗ ଷ୍ଟାର ସଲମାନ ଖାନ ‘ଜୁମ୍ମେ କି ରାତ’ ଗୀତରେ ନାଚୁଥିବା ଏକ ଭିଡିଓ…

ସିଦ୍ଧୁ ବିତର୍କ ପାଇଁ ଦେଲେ ଆହ୍ୱାନ । କେଜ୍ରିୱାଲ କହିଲେ, ସ୍ଥାନ ଓ ସମୟ ଠିକ୍ କରି କୁହ । 

କନକ ବ୍ୟୁରୋ : ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆଉ ଏଥିପାଇଁ ଏବେଠୁ ସରଗରମ ହେଲାଣି ପଞ୍ଜାବ ରାଜନୀତି । ଗୋଟିଏ ପଟେ କଂଗ୍ରେସରେ କନ୍ଦଳ ଲାଗି ରହିଥିବା ବେଳେ ଅନ୍ୟପଟେ କ୍ୟାପଟେନ ପଦ୍ମକୁ ସାଥୀ କରି ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ସେହିଭଳି…