Daily Archives

December 26, 2021

ଆଦିବାସୀ ମହିଳାଙ୍କ ନୂଆ ପରିଚୟ । ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ।

କନକ ବ୍ୟୁରୋ : ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ନବରଙ୍ଗପୁର ଉମରକୋଟ ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀର ଆଦିବାସୀ ମହିଳା । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ବନବିଭାଗ, ଉଦ୍ୟାନ ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନର ଉଦ୍ୟମ…

ଜିତିଗଲା କ୍ୟାନସର, ହାରିଗଲା କୁନିଝିଅ । କର୍କଟ ସହ ଲଢି ଲଢି ସବୁଦିନ ପାଇଁ ଆଖି ବୁଜିଦେଲା ୬ ବର୍ଷର ଆୟେସା ।

କନକ ବ୍ୟୁରୋ: ତା ଆଖିର ଅସୁମାରୀ ଆଶା ସବୁଦିନ ପାଇଁ ଉଭେଇଗଲା । ତା ମନରେ ବସା ବାନ୍ଧିଥିବା ସୁନେଲୀ ଭବିଷ୍ୟତର ସ୍ୱପ୍ନ ସମାଧି ନେଇଗଲା । ଜୀବନ- ମୃତ୍ୟୁ ମଝିରେ ରହି ମୃତ୍ୟୁକୁ ଜିତିବାର ଯେଉଁ ଯୁଦ୍ଧ କରୁଥିଲା ସେହି ଯୁଦ୍ଧରେ ସେ ସବୁଦିନ ପାଇଁ ହାରିଗଲା । ଜିତିଗଲା କ୍ୟାନସର, ହାରିଗଲା…

ଦକ୍ଷିଣଆଫ୍ରିକାରେ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ । ପ୍ରଥମ ପାଳିରେ ହାସଲ କଲେ ଦମଦାର ଶତକ । 

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାର ସେଞ୍ଚୁରିଅନ୍‌ ସ୍ଥିତ ସୁପରସ୍ପୋଟ୍ସ ପାର୍କରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ଥିବା ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଓପନର ଲୋକେଶ ରାହୁଲ୍ ଶତକ ମାରିଛନ୍ତି । ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ରାହୁଲ୍ ୨୪୮ଟି ବଲ୍ ଖେଳି ୧୬ଟି ଚୌକା ଓ ଗୋଟିଏ ଛକା…

ଓଡ଼ିଶାରେ ଫଳିଛି ଥାଇଲାଣ୍ଡ କୋଳି । ଯୁବଚାଷୀ ଦିଲ୍ଲୀପଙ୍କ ନିଆରା ପ୍ରୟାସ ।

କନକ ବ୍ୟୁରୋ : ଦେଶ ବିଦେଶରୁ ହାଇବ୍ରିଡ୍ ପନିପରିବା ଚାରା ଆଣି ଓଡ଼ିଶା ମାଟିରେ ଚାଷ କରି ଅନେକ ଚାଷୀ ଲାଭବାନ ହେଉଛନ୍ତି । ଠିକ ସେହିପରି ଥାଇଲାଣ୍ଡର ବରକୋଳି ଚାଷ କରି ପୁରୀ ଜିଲ୍ଲା ବଳଙ୍ଗା ଉଛୁପୁର ନୂଆସାହିର  ଶିକ୍ଷିତ ଯୁବଚାଷୀ ଦିଲ୍ଲୀପ ବିଶ୍ୱାଳ ପ୍ରେରଣାର ଉତ୍ସ ପାଲଟିଛନ୍ତି । କରୋନା…

ଚାଷ କରି ଆତ୍ମନିର୍ଭର ହୋଇଛନ୍ତି ନିମାପଡ଼ାର ନିଧି ସ୍ୱାଇଁ । କୋବି ଚାଷୀ ଭାବେ ରହିଛି ଖ୍ୟାତି ।

କନକ ବ୍ୟୁରୋ : ଚାଷ ପାଇଁ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ନଦାତା ସାଜିଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଅଂଚଳର ଜଣେ ସଫଳ ଚାଷୀ । ଚାଷ ଯୋଗୁଁ ସିଏ ଆଜି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସଫଳ ଚାଷୀ ଜଣଙ୍କ ହେଉଛନ୍ତି ନିମାପଡ଼ା ବ୍ଲକ ଅଧିନ ଉଛୁପୁର ପଂଚାୟତ ଅନ୍ତର୍ଗତ ନରୁଡ଼ା ଗାଁର…