Daily Archives

December 21, 2021

ଗୁଗୁଲରେ ଭୁଲରେ ବି କରନ୍ତୁନି ଏମିତି ସର୍ଚ୍ଚ । ନହେଲେ ଯିବାକୁ ପଡ଼ିବ ଜେଲ୍ ।

କନକ ବ୍ୟୁରୋ : ଗୁଗୁଲରେ ଭୁଲରେ ବି କରନ୍ତୁନି ଏମିତି ସର୍ଚ୍ଚ । ନହେଲେ ଯିବାକୁ ପଡ଼ିବ ଜେଲ୍ । ଯେକୌଣସି ପ୍ରଶ୍ନର ଉତର ଜାଣିବା ପାଇଁ ଆମେ ଗୁଗୁଲର ସହାୟତା ନେଇଥାଉ । ଆଉ ଗୋଟିଏ କ୍ଲିକରେ ଆମକୁ ସବୁ ପ୍ରଶ୍ନର ଉତର ଦେଇଥାଏ ଗୁଗୁଲ । ବିଭିନ୍ନ ରୋଗଠାରୁ ଆରମ୍ଭ କରି ରୋଷେଇ ରେସିପି ପର୍ଯ୍ୟନ୍ତ,…

ଦେଶରେ କାୟା ବିସ୍ତାର କରୁଛି ଓମିକ୍ରନ: କରୋନାର ନୂଆ ପ୍ରଜାତିରେ ସଂକ୍ରମଣ ସଂଖ୍ୟା ୨ଶହ ଟପିଲା 

କନକ ବ୍ୟୁରୋ: କରୋନାର ନୂଆ ଭାରିଆଂଟ ଓମିକ୍ରନ୍ ଭାରତରେ ଧିରେ ଧିରେ କାୟା ବିସ୍ତାର ଆରମ୍ଭ କଲାଣି । କରୋନାର ଏହି ନୁଆ ଭୁତାଣୁ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି । ବର୍ତମାନ ସୁଦ୍ଧା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ପାର କରିଛି । ଯାହା ସରକାରଙ୍କ ଚିନ୍ତାର କାରଣ ପାଲଟିଛି ।…

ଗୋଆ କଂଗ୍ରେସକୁ ବଡ ଝଟକା: କଂଗ୍ରେସ ଛାଡି ଟିଏମସିରେ ଯୋଗଦେଲେ ବିଧାୟକ ଆଲେକ୍ସୋ ରିଜିନାଲ୍ଡୋ

କନକ ବ୍ୟୁରୋ: ଗୋଆରେ କଂଗ୍ରେସ କୁ ଆଉ ଏକ ଝଟକା । ତୃଣମୁଳ କଂଗ୍ରେସରେ ଯୋଗ ଦେଲେ କଂଗ୍ରେସର ଗୋଆ ପ୍ରଦେଶ କାର୍ଯ୍ୟକାରୀ ସଭାପତି ଆଲେକ୍ସୋ ରେଜିନାଲ୍ଡୋ ଲୋରେଙ୍କୋ । ସୋମବାର ସେ କଂଗ୍ରେସରୁ ଇସ୍ତଫା ନେଇଥିଲେ । କୁର୍ଟୋରିମର ବିଧାୟକ ଭାବରେ ସେ ୨୦୧୭ ରେ କଂଗ୍ରେସ ଦଳରୁ ନିର୍ବାଚିତ ହେଇଥିଲେ…

ଜାଡରେ ଥରୁଛି ସାରା ରାଜ୍ୟ । ପ୍ରବଳ ଶୀତ ଲହରୀକୁ ଆଖି ଆଗରେ ରଖି ଭାରତୀୟ ପାଣିପାଗ କରାଇଲା ସତର୍କ

କନକ ବ୍ୟୁରୋ: ସାରା ଓଡ଼ିଶା ଏବେ ଶୀତେଇ ଯାଉଛି । ଦିନ ବଢ଼ିଲେ ବି ଶୀତର ପ୍ରକୋପ ଅତୁଟ ରହୁଛି । ଉପାନ୍ତରୁ ଉପକୂଳ ସବୁଠି ପାରଦ ଖସିବାରେ ଲାଗିଛି । ଶୀତର ପ୍ରକୋପ ବଢ଼ୁଥିବା ବେଳେ ରାଜ୍ୟର କିଛି ସ୍ଥାନରେ ତୁଷାରପାତ ହୋଇଛି । କନ୍ଧମାଳ ଜିଲ୍ଲାରେ ପୁଣି ଦ୍ୱିତୀୟ ଦିନରେ ତୁଷାରପାତ ଦୃଶ୍ୟ…

ନିର୍ବାଚନ ପୂର୍ବରୁ ମୋଦୀଙ୍କ ମାରାଥନ ଉତରପ୍ରଦେଶ ଗସ୍ତ: ଆଜି ପ୍ରୟାଗରାଜରେ କନ୍ୟା ସୁମଙ୍ଗଳ ଯୋଜନାର କଲେ ଘୋଷଣା 

କନକ ବ୍ୟୁରୋ: ୟୁପି ବିଧାନସଭା ନିର୍ବାଚନ ପାଇଁ ଏବେ ସବୁ ରାଜନୈତିକ ଦଳର ପ୍ରମୁଖ ନେତା ମାନେ ପ୍ରଚାରରେ ଲାଗି ପଡିଛନ୍ତି । ଏହା ଭିତରେ ରାଜ୍ୟରେ ପୁଣିଥରେ ସତା ହାତେଇବାକୁ ପ୍ରୟାସ ଜାରି ରଖିଛି ଭାରତୀୟ ଜନତା ପାର୍ଟି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୟୁପିକୁ ମାରାଥନ ଗସ୍ତ…