Daily Archives

December 4, 2021

ଶିକାରୀଙ୍କ ଗୁଳିମାଡରେ ମହିଳା ଗୁରୁତର । କାଠ ଆଣିବାକୁ ଯାଇଥିବାବେଳେ ଦେହରେ ବାଜିଲା ଗୁଳି ।

କନକ ବ୍ୟୁରୋ: ଶିକାରୀ ଗୁଳିମାଡ଼ରେ ଜଣେ ମହିଳା ଗୁରୁତର ହୋଇଥିବା ଅଭିଯୋଗ । ଜଙ୍ଗଲକୁ ଜାଲେଣି କାଠ ଆଣିବାକୁ ଯାଇଥିବା ବେଳେ ମହିଳାଙ୍କ ଦେହରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା…

ଓମିକ୍ରନ୍ ସଂକ୍ରମିତ ଭାବି ପତ୍ନୀ ଓ ଦୁଇ ପୁଅଙ୍କୁ ହତ୍ୟା କଲେ ଡାକ୍ତର । ମାରିବା ପରେ ହ୍ୱାଟ୍ସଆପରେ ଭାଇକୁ ସୂଚନା ।

କନକ ବ୍ୟୁରୋ : ଓମିକ୍ରନ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ପରିବାର ସଦସ୍ୟକୁ ହାଣିଲେ ଡାକ୍ତର । ନିଜ ପତ୍ନୀଙ୍କ ସମେତ ଦୁଇଜଣ ପୁଅକୁ ମଧ୍ୟ ଅତି ନୃସଂଶ ଭାବେ ହତ୍ୟା କଲେ । ଡାକ୍ତର ଜଣକ ମାନସିକ ରୂପେ ଅସୁସ୍ଥ ହୋଇ ଏଭଳି କରିଥିବା ଜଣାପଡିଛି । ଉତ୍ତରପ୍ରଦେଶ କାନୁପରରୁ ଆସିଥିବା ଏ…

ରାଜଧାନୀରେ ଚୋରି କରି ଚର୍ଚ୍ଚାରେ ଚୋର । ଦୁଃଖ ପ୍ରକାଶ କଲେ ଦୁଇ ହଜାର ଫେରାଇଲେ

କନକ ବ୍ୟୁରୋ: ଡକାୟତି ପାଇଁ ଆସିଲେ ହେଲେ ଫସର ଫାଟିଗଲା ଯୋଜନା । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଟାଙ୍ଗୀବନ୍ତରେ ରହୁଥିବା ବିଜୟ ମିଶ୍ରଙ୍କ ଘରକୁ ଗୁରୁବାର ରାତି ଦୁଇଟା ବେଳେ କବାଟ ଭାଙ୍ଗି ପଶିଥିଲେ ଚାରି ଜଣ ଚୋର । ହେଲେ ବଡ ଧରଣର ଡକାୟତି କରିବାକୁ ଆସି ହଟହଟା ହୋଇଛନ୍ତି ଏହି ଚୋର । ଅନେକ…

ଲଗାଣବର୍ଷାରେ ପୁଣି ବେହାଲ ତାମିଲନାଡୁ । ଚେନ୍ନାଇ ସମେତ ବିଭିନ୍ନ ସହରରେ ବନ୍ୟା ପରିସ୍ଥିତି ।

କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ହେଲା ତାମିଲନାଡୁ । ରାଜଧାନୀ ଚେନ୍ନାଇ ସହିତ ବିଭିନ୍ନ ସହରରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ରାମେଶ୍ୱରମରେ ଲଗାଣ ବର୍ଷା ଜାରି ରହିବା ଫଳରେ ବନ୍ୟା ପାଣି ରାସ୍ତାରେ ଭରି ରହିଛି । ସେହିପରି ମଦୁରାଇରେ ମଧ୍ୟ ପ୍ରବଳ ବର୍ଷା ହେବାରୁ ସହର ଜଳବନ୍ଦୀ…

ଦଶମ ସମ୍ମେଟିଭ-୧ ପରୀକ୍ଷା ବିଳମ୍ବକୁ ନେଇ ବଢିଲା ଚିନ୍ତା । ଯଦି ପରୀକ୍ଷା ନହେଲା କିଭଳି ହେବ ମୂଲ୍ୟାୟନ?

କନକ ବ୍ୟୁରୋ: ଓମିକ୍ରନର ଭୟ ଭିତରେ ଦଶମ ଶ୍ରେଣୀ ପରୀକ୍ଷାକୁ ନେଇ ଏକ ବଡ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ୨ଟି ପର୍ଯ୍ୟାୟରେ ପରୀକ୍ଷା କରି ପିଲାଙ୍କର ମାର୍କିଙ୍ଗ କରିବାକୁ ପଦକ୍ଷେପ ନେଇଥିବା ଗଣଶିକ୍ଷା ବିଭାଗର ଆଭିମୁଖ୍ୟ ବିବାଦ ତିଆରି କରିଛି । ମାଟ୍ରିକର ପ୍ରଥମ ପର୍ଯ୍ୟାୟ ପରୀକ୍ଷା କରିବା…