Daily Archives

December 5, 2021

ବୁଢା ବୟସରେ ବି କମିନି ପ୍ରେମ । ସାଙ୍ଗ ହୋଇ ଛାଣୁଛନ୍ତି, ମସଲା ବରା ଦେଇ ମନ ଜିଣୁଛନ୍ତି ମଉସା-ମାଉସୀ…

କନକ ବ୍ୟୁରୋ: ମେଘୁଆ ପାଗ, ଶୀତୁଆ ସଞ୍ଜ ଆଉ ଓଦା ଓଦା ଅପରାହ୍ଣରେ ମନ ଯେବେ ରୋମାଣ୍ଟିକ ହୋଇଯାଏ... ସେବେ ଓଠ ଖୋଜେ ଉଷୁମ ଚା, ପାଟି ଖୋଜେ ଗରମ ଗରମ ପକୁଡି... ଠିକ ସେତିକି ବେଳେ ମାଟିକାନ୍ଥର ଏ ଆଜବେଷ୍ଟ ଘରୁ ମହମହ ହୋଇ ଭାସିଆସେ ମସଲା ବରାର ବାସ୍ନା... ଯେଉଁଠି ତତଲା ତେଲରେ ମଉସା ଛାଣନ୍ତି…

ଗ୍ରୀଲ ତାଡିଲେ, ସଟର କାଟିଲେ… ସୁନାରୁପା ନେଇ ଚମ୍ପଟ୍ ମାରିଲେ… ରାତିରେ ରାଜଧାନୀରେ ଲୁଟ୍

କନକ ବ୍ୟୁରୋ: ରାଜଧାନୀରେ ଚାଞ୍ଚଲ୍ୟ । ଗ୍ରୀଲ ତାଡି, ସଟର କାଟି ସୁନା ଗହଣା ଲୁଟ । ଭୁବନେଶ୍ୱରରେ କୋଟିଏ ଟଙ୍କାରୁ ଅଧିକ ଗହଣା ଲୁଟ ଅଭିଯୋଗ । ଡେଲ୍ଟା ଛକ ସ୍ଥିତ ଲକ୍ଷ୍ମୀନାରାୟଣ ଗହଣା ଦୋକାନରୁ ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ । ତେବେ ଗହଣା ଦୋକାନରୁ ପାଖାପାଖି ୧ କେଜି ସୁନା, ୧୦ କେଜି…

ଜୁନିୟର ହକି ବିଶ୍ୱକପ୍ ଚାମ୍ପିୟନ ହେଲା ଆର୍ଜେଣ୍ଟିନା । ଜର୍ମାନୀକୁ ୪-୨ ଗୋଲରେ ହରାଇ ବିଶ୍ୱ ବିଜେତା ।

କନକ ବ୍ୟୁରୋ: ଜୁନିୟର ହକି ବିଶ୍ୱକପ୍ ଚାମ୍ପିୟନ୍ ହେଲା ଆର୍ଜେଣ୍ଟିନା । ରବିବାର ଜର୍ମାନୀକୁ ୪-୨ ଗୋଲରେ ହରାଇ ଜୁନିୟର ହକି ବିଶ୍ୱକପ୍ ଚାମ୍ପିୟନ ହୋଇଛି ଆର୍ଜେଣ୍ଟିନା । ଆଜି ଦୁଇ ଦଳ ଚାମ୍ପିୟନ ହେବା ପାଇଁ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ବାଜି ମାରିିଛି…

ଭୁଲ ସୂଚନାରୁ ସୃଷ୍ଟି ହେଲା ଭୟଙ୍କର ପରିଣତି । ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଶ

କନକ ବ୍ୟୁରୋ: ଭୁଲ ସୂଚନାର ଭୟଙ୍କର ପରିଣତି । ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାରେ ଏସଆଇଟି ତଦନ୍ତ ହେବ । ନାଗାଲାଣ୍ଡ ମ୍ରୁଖ୍ୟମନ୍ତ୍ରୀ ନେଇଫିଉ ରିଓ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସେନା ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ କୋର୍ଟ ଅଫ୍ ଇନକ୍ୟୁରି ଅର୍ଡର ଦେଇଛି ।…

କୋରାପୁଟର କାଜୁକୁ ମିଳିବ ନୂଆ ପରିଚୟ । କଫି ପରି କାଜୁୁର ହେବ ସ୍ୱତନ୍ତ୍ର ବ୍ରାଣ୍ଡ । ପ୍ରତିବର୍ଷ ଜିଲ୍ଳାରେ ୧୦୦୦…

କନକ ବ୍ୟୁରୋ: ଦେଶରେ କାଜୁୁ ଚାଷରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିବା ବେଳେ କୋରାପୁଟର କାଜୁ ନିଜର ସ୍ୱାଦ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଜିଲ୍ଳାର ଜଳବାୟୁ ଓ ମାଟି ଅନୁକୂଳ ହୋଇଥିବାରୁ ଏଠାରେ ବର୍ଷ ବର୍ଷ ଧରି କାଜୁ ଚାଷ ହୋଇ ଆସୁଛି । ତେବେ ଚାଷୀ ଯେତିକି ଅମଳ ପାଇବା କଥା…

ରାଜସ୍ଥାନରେ ଚିହ୍ନଟ ହେଲେ ଆଉ ୯ ଓମିକ୍ରନ୍ ସଂକ୍ରମିତ । ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ।

କନକ ବ୍ୟୁରୋ: ମହାରାଷ୍ଟ୍ର ପରେ ରାଜସ୍ଥାନରୁ ଚିହ୍ନଟ ହେଲେ ୯ ଓମିକ୍ରନ୍ ସଂକ୍ରମିତ । ରାଜସ୍ଥାନର ଜୟପୁରରୁ ଏହି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନର ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛି । ଏହା ପୂର୍ବରୁ ମହାରାଷ୍ଟ୍ରରେ ମଧ୍ୟ ୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ…