Daily Archives

December 1, 2021

କଲେଜରେ ବ୍ୟାପିଲା କରୋନା । ଢେଙ୍କାନାଳର ଏକ ଘରୋଇ କଲେଜରୁ ୩୩ ଜଣ ଛାତ୍ର ପଜିଟିଭ୍ ।

କନକ ବ୍ୟୁରୋ: ଢେଙ୍କାନାଳର ଏକ ଘରୋଇ କଲେଜରେ କରୋନା ବିସ୍ଫୋରଣ । ସାଇକ୍ରୁପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର ୩୩ ଜଣ ଛାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପରେ ସଂପୃକ୍ତ ମହାବିଦ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ମୋଟ୍ ୨୮୦…

ସମ୍ଭାବ୍ୟ ବାତ୍ୟା ଜିୱାଦକୁ ଦୃଷ୍ଟିରେ ରଖି ୯୫ଟି ଟ୍ରେନ୍ ବାତିଲ

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ବାତିଲ ହେଲା ଟ୍ରେନ୍ । ରେଳ ବିଭାଗ ବାତ୍ୟା ଜିୱାଦ ପାଇଁ ମୋଟ ୯୫ଟି ଟ୍ରେନ୍ ବାତିଲ କରିଦେଇଛି । ଆସନ୍ତା ୩ ଓ ୪ ତାରିଖରେ ଏହି ଟ୍ରେନ୍ ସବୁ ଚାଲିବାକୁ ଥିଲା, ହେଲେ ବାତ୍ୟା କାରଣରୁ ଏହାକୁ ଏବେ ବାତିଲ କରିଦିଆଯାଇଛି ।…

ପେଟ ପୋଷିବାକୁ ଲୋକ ଯାଉଛନ୍ତି ଦାଦନ, ହେଲେ ମାଲାମାଲ ହେଉଛି ପୋଲିସ । ଭିଜିଲାନ୍ସ ଜାଲରେ ଆଇଆଇସି ଧରାପଡିବା ପରେ ଆସିଲା…

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଦାଦନ ଇଲାକାର ମାଲାମାଲ ପୁଲିସ । ଥାନା ବାବୁଙ୍କ ହାତରେ ହାତକଡି ପକାଇଛନ୍ତି ଭିଜିଲାନ୍ସ ଅଧିକାରୀ । ଗରିବ ପେଟକୁ ଲାତ ମାରି ପକେଟ ଗରମ କରୁଥିବା ବଲାଙ୍ଗୀର ବୋଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ଗିରଫ ହୋଇଛନ୍ତି । ଥାନା ବାବୁଙ୍କ ହାତରେ…

ଜୁନିୟର ହକି ବିଶ୍ୱକପ୍ ସେମିଫାଇନାଲରେ ଟିମ୍ ଇଣ୍ଡିଆ । କ୍ୱାର୍ଟର ଫାଇନାଲରେ ବେଲଜିୟମକୁ ୧-୦ ଗୋଲରେ ହରାଇଲା ଭାରତ ।

କନକ ବ୍ୟୁରୋ : ଜୁନିୟର ହକି ବିଶ୍ୱକପର ସେମିଫାଇନାଲରେ ଭାରତ । କ୍ୱାର୍ଟର ଫାଇନାଲରେ ବେଲଜିୟମକୁ ୧-୦ ଗୋଲରେ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ମ୍ୟାଚର ପ୍ରଥମାର୍ଦ୍ଧ ୨୦ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲା ଭାରତ । ଭାରତ ପକ୍ଷରୁ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ…

ଗୃହ ଭିତରେ ବିରୋଧୀ, ରାଜ ରାସ୍ତାରେ ଶାସକ । ଆବାସ ଯୋଗାଇବାରେ ପାତରଅନ୍ତରକୁ ନେଇ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡି…

କନକ ବ୍ୟୁରୋ : ମମିତା ମେହେର ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ବିରୋଧୀ ଯୋଜନା କରିଥିବାବେଳେ କାଉଣ୍ଟର କରିବାକୁ ପଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ଅବହେଳା ଅଭିଯୋଗ ଆଣି ପ୍ରତିବାଦ କରିଛି ବିଜେଡ଼ି । ବିଧାନସଭାରୁ ରାଜଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା, ବିକ୍ଷୋଭ କରି କେନ୍ଦ୍ର ବିରୋଧରେ…

ଲୋକଙ୍କ ମନରୁ ଲୋଭ ହଟୁନି । କମ ସମୟରେ ଅଧିକ ଲାଭ ପାଇଁ ଚିଟଫଣ୍ଡରେ ଲଗାଇଥିବା ଟଙ୍କା ବୁଡିଗଲା ।

କନକ ବ୍ୟୁରୋ : ଚିଟଫଣ୍ଡ ଠକେଇକୁ ନେଇ ଏତେ ଘଣ୍ଟାଚକଟା ପରେ ବି ପୁଣି ଚିଟଫଣ୍ଡ । ଆପଣଙ୍କ ସ୍ୱପ୍ନକୁ ବାସ୍ତବ ରୁପ ଦେବ ନେଟୱାର୍କ ବିଜନେସ । ମାତ୍ର କେଇ ଦିନରେ ଗଢିପାରିବେ ସ୍ୱପ୍ନର ଘର, ମିଳିବ ଦାମୀ କାର ଓ କରିପାରିବେ ବିଦେଶ ଯାତ୍ରା । ଏଭଳି ଲୋଭନୀୟ ଅଫର ଦେଖାଇ କରୋନା କାଳରେ କୋଟି କୋଟି…