Daily Archives

December 30, 2021

ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଡି’କକ୍ । ଟୁଇଟ୍ କରି ସୂଚନା ଦେଲା କ୍ରିକେଟ୍ ଦକ୍ଷିଣ ଆଫ୍ରିକା

କନକ ବ୍ୟୁରୋ: ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଦକ୍ଷିଣ ଆଫ୍ରିକାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ । ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ନିଜ ପରିବାର ସହିତ ଅଧିକ ସମୟ ବିତାଇବା ପାଇଁ ଡି କକ୍ ଏଭଳି ନିଷ୍ପତ୍ତି ନେଇଥିବା…

ଚୀନଠାରୁ ୨୫ଟି ଲଢୁଆ ବିମାନ କିଣିଲା ପାକିସ୍ତାନ । ରାଫେଲର ମୁକାବିଲା କରିପାରିବ ତ ?

କନକ ବ୍ୟୁରୋ : ଭାରତର ରାଫେଲ ଲଢୁଆ ବିମାନ କିଣା ଜବାବରେ ପାକିସ୍ତାନ ଚୀନଠାରୁ ୨୫ଟି ଜେ-୧୦ସି ଲଢୁଆ ବିମାନ କିଣିଛି । ଆସନ୍ତା ମାର୍ଚ୍ଚ ୨୩ ପାକିସ୍ତାନର ଜାତୀୟ ଦିବସ ଅବସରରେ ଏସବୁ ଲଢୁଆ ବିମାନର ପ୍ରଦର୍ଶନ କରାଯିବ ବୋଲି ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଶେଖ୍ ରସିଦ…

ବେଜିଂକୁ ବିପଦ କରୋନା: ସଂକ୍ରମଣ ରୋକିବାକୁ କଡା କଟକଣା ଲଗାଇଲେ ଜିନ୍ ପିଙ୍ଗ୍ ସରକାର 

କନକ ବ୍ୟୁରୋ: ବଡ ବିପଦରେ ବେଜିଂବାସୀ । କରୋନା ସଂକ୍ରମଣ ହଠାତ୍ ବଢିବା ପରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ କଡା କଟକଣା ଲଗାଇଛନ୍ତି । ଗୋଟିଏ ଘରୁ ଜଣେ ବାହାରିବାକୁ ଅନୁମତି । ନିୟମ ଭାଙ୍ଗିଲେ ଦଣ୍ଡାଦେଶ ଘୋଷଣା କରିଛି ବେଜିଂ ପ୍ରଶାସନ । ଯାହାକୁ ବିରୋଧ କରି ଲୋକେ ଏବେ ରାସ୍ତାକୁ…

କରୋନା ଭୟ ଭିତରେ ୫ ରାଜ୍ୟର ହେବ ବିଧାନସଭା ନିର୍ବାଚନ: ନିର୍ବାଚନ କମିଶନର କହିଲେ ଘୁଂଚାଇବାକୁ ଚାହୁଁନାହାନ୍ତି…

କନକ ବ୍ୟୁରୋ: ନିର୍ଦ୍ଧାରିତ ସମୟରେ ହେବ ନିର୍ବାଚନ । କରୋନା କଟକଣା ମଧ୍ୟରେ ଉତରପ୍ରଦେଶ ନିର୍ବାଚନ ହେବା ନେଇ ସବୁଜ ସଂକେତ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୁଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିସନର ସୁଶିଲ ଚନ୍ଦ୍ରା । ୟୁପିରେ ହେବାକୁ ଥିବା…

ଏସପ୍ଲାନେଡ୍ ଫୁଡ୍ ଜୋନ୍ ସିଲ୍ କଲା ବିଏମସି । କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ କରୁଥିବାରୁ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ସିଲ୍ ହେଲା ଏସପ୍ଲାନେଡ୍ ମଲର ଫୁଡ୍ ଜୋନ୍ । କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ କରିଥିବା କାରଣରୁ ଫୁଡ ଜୋନକୁ ସିଲ୍ କରିଛି ବିଏମସି । ତେବେ ଆଜି ବିଏମସି ଓ କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇଥିଲା । ଏହି ଛଢାଉରେ ବିଏମସି ଓ ପୋଲିସ ବିଭାଗର…

ବଢୁଛି କରୋନା ସଂକ୍ରମଣ: ସତର୍କ ରହିବାକୁ ୮ ରାଜ୍ୟକୁ କହିଲା କେନ୍ଦ୍ର 

କନକ ବ୍ୟୁରୋ: କରୋନା ସଂକ୍ରମଣ ବଢିବା ପରେ ୮ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର । କରୋନାର ଓମିକ୍ରନ ଭ୍ୟାରିଆଂଟ ତୃତୟ ଲହର ଆଣିବ ବୋଲି ଆକଳନ ହେଉଛି । ତେଣୁ ଏପରି ସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କଡା ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର କହିଛନ୍ତି । ମୁଖ୍ୟତଃ ଏହି ୮…