Daily Archives

December 27, 2021

ବିଟ୍ରେନ ମହାରାଣୀଙ୍କୁ କିଏ ଓ କାହିଁକି ଦେଲା ହତ୍ୟା ଧମକ? 

କନକ ବ୍ୟୁରୋ : ବ୍ରିଟେନର ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ରାଣୀ ଏଲିଜାବେଥ-୨ଙ୍କୁ ହତ୍ୟା କରିବା ନେଇ ଧମକ ଦେଉଥିବାର ଦେଖିବାକୁ ମିଳିଛି । ଏହି ବ୍ୟକ୍ତି ନିଜକୁ ଜଣେ ଭାରତୀୟ ଶିଖ୍ ଭାବରେ କହୁଥିବାବେଳେ ନିଜ ନାମ ଜସୱନ୍ତ ସିଂ ଛେଲ…

ନବୀନଙ୍କ ନିର୍ଦ୍ଦେଶ । ସପ୍ତାହେ ମଧ୍ୟରେ ସବୁ ହିତାଧିକାରୀଙ୍କୁ ଦିଅ ବିଜୁ ସ୍ମାର୍ଟ ହେଲଥ କାର୍ଡ ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ କୋଭିଡ ସମୀକ୍ଷା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟାନ୍ୱୟନ ବାବଦରେ ସମୀକ୍ଷା କରିଛନ୍ତି । ଆଉ ଏହାସହ ଅନୁବନ୍ଧିତ ବେସରକାରୀ ହସ୍ପିଟାଲ ଗୁଡିକରେ ଯୋଜନା ଠିକ ଢଙ୍ଗରେ ଚାଲିଛି କି ନାହିଁ ତାହାର ତଦାରଖ ପାଇଁ ଜିଲ୍ଲାପାଳ ଓ ଏସପି ମାନଙ୍କୁ…

କେମିତି ହେବ ଓମିକ୍ରନର ମୁକାବିଲା? ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ମନ୍ତ୍ର ।

କନକ ବ୍ୟୁରୋ :  ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲାଣି । ତେବେ ଓମିକ୍ରନ ଆହୁରି କାୟା ମେଲାଇବା ପୂର୍ବରୁ ଏହାର ମୁକାବିଲା ପାଇଁ ଚିକିତ୍ସା ବ୍ୟବସ୍ଥାକୁ କ୍ରୀୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଆହତ କାରଣରୁ ରୋହିତ ଦିନିକିଆ ସିରିଜରୁ ବାଦ୍ ପଡିଲେ ମଧ୍ୟ କୋହଲିଙ୍କୁ ମିଳିବନି କ୍ୟାପଟେନ ଦାୟିତ୍ୱ! ଜାଣନ୍ତୁ କେଉଁ…

କନକ ବ୍ୟୁରୋ : ବିରାଟଙ୍କ ନେତୃତ୍ୱରେ ଏବେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଖେଳୁଛି ଟିମ୍ ଇଣ୍ଡିଆ । ତେବେ ଏହି ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ରୋହିତ ଶର୍ମା ଆହତ ହୋଇ ସିରିଜରୁ ବାଦ୍ ପଡିଥିଲେ । ରୋହିତଙ୍କ ବଦଳରେ ରାହୁଲଙ୍କୁ ଟେଷ୍ଟ ଟିମର ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ତେବେ ଆହତ…

ତାଲିବାନୀ ସରକାରର ନୂଆ ନିୟମ । ଏକାକୀ ଦୂର ଜାଗାକୁ ଯାତ୍ରା କରିପାରିବେନି ମହିଳା । ଦୂରଯାତ୍ରା ପାଇଁ ସାଙ୍ଗରେ ପୁରୁଷ…

କନକ ବ୍ୟୁରୋ: ମହିଳାଙ୍କ ପାଇଁ ପୁଣି ନୂଆ ନିୟମ ଆଣିଲା ତାଲିବାନ । ଏଣିକି ଆଫଗାନିସ୍ତାନରେ ରହୁଥିବା ମହିଳାମାନେ କୌଣସି ଦୂର ଜାଗାକୁ ଏକାକୀ ଯାତ୍ରା କରିପାରିବେ ନାହିଁ । ଦୂର ଜାଗାକୁ ଯାତ୍ରା କରିବାକୁ ହେଲେ ମହିଳାଙ୍କୁ କୌଣସି ପୁରୁଷଙ୍କ ସହିତ ଯିବାକୁ ପଡିବ ବୋଲି ନୂଆ ନିୟମ ଜାରି କରିଛି…

୫ ବର୍ଷ ହେବ ରିକ୍ସା ଚଳାଇ ପରିବାର ପୋଷୁଛନ୍ତି ଦିବ୍ୟାଙ୍ଗ । ଭିଡ଼ିଓ ସେୟାର କଲେ ଆନନ୍ଦ ମହିନ୍ଦ୍ରା, ଦେଲେ କିଛି ଏମିତି…

କନକ ବ୍ୟୁରୋ : କଥାରେ ଅଛି ମଣିଷ ପରିସ୍ଥିତି ସହିତ ଯୁଦ୍ଧ କରି ବଞ୍ଚିବା ଶିଖିଥାଏ। ଆଉ ଯିଏ ପରିସ୍ଥିତି ଆଗରେ ହାର ମାନି ଯାଇଥାଏ ସେ ଜୀବନରେ ଆଗକୁ ବଢ଼ି ପାରି ନଥାଏ। ଏମିତି ଜଣେ ରିକ୍ସା ଚାଳକଙ୍କ କାହାଣୀ ସୋସିଆଲ ମିଡିଆ‌ରେ ଭାଇରାଲ ହେଉଛି। ତାଙ୍କର ହାତ ନାହିଁ କି ଗୋଡ଼ ନାହିଁ। ସେ ଏଭଳି…