Daily Archives

December 22, 2021

ତପସ୍ୱିନୀଙ୍କ ଧାରଣାକୁ ପୂରିଲା ମାସେ । ସେପଟେ ଅସୁରକ୍ଷିତ ମନେ କରି ଅଡିଓ ବାର୍ତ୍ତା ଜାରି କଲେ ଶ୍ୱଶୁର

କନକ ବ୍ୟୁରୋ: ବ୍ରହ୍ନପୁରର ଡାକ୍ତର ସୁମିତଙ୍କ ଘର ଆଗରେ ସ୍ତ୍ରୀ ତପସ୍ୱିନୀଙ୍କ ଧାରଣାକୁ ମାସେ ପୂରିଛି । ମାମଲାର ସମାଧାନ ହୋଇନପାରିବାରୁ ତପସ୍ୱିନୀଙ୍କ ଓକିଲ ୨୦ ତାରିଖର ରାୟକୁ ଚ୍ୟାଲେଞ୍ଜ କରି ଉପର କୋର୍ଟକୁ ଯାଇଛନ୍ତି । ଅନ୍ୟପଟେ ସୁମିତଙ୍କ ଘରେ ଥିବା ସିସିଟିଭିକୁ ତପସ୍ୱିନୀ ଘୋଡାଇ…

ଦେଶରେ ଓମିକ୍ରନ୍ ଆଣିପାରେ ତୃତୀୟ ଲହର । ନ୍ୟୁଜ୍ ମେକର କାର୍ଯ୍ୟକ୍ରମରେ ମତ ରଖିଲେ ଦେଶର ଦୁଇ ଖ୍ୟାତନାମା ଡାକ୍ତର

କନକ ବ୍ୟୁରୋ: କରୋନାର ନୂଆ ଭୂତାଣୁ ଓମିକ୍ରନ ଏବେ ସାରାବିଶ୍ୱ ପାଇଁ ଚିନ୍ତା ବଢାଇ ଦେଇଥିବାବେଳେ ଭାରତରେ ତୃତୀୟ ଲହର ଆସିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ ଡାକ୍ତର ଦିଗମ୍ବର ମିଶ୍ର । ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ହେଲେ…

କୃଷକ ଆନ୍ଦୋଳନ ଥିଲା ଟ୍ରେନିଂ । ଫସଲ ଉପରେ ଏମଏସପି ପାଇଁ ଆଇନ ନହେଲେ ଆନ୍ଦୋଳନ ହେବ ଜୋରଦାର

କନକ ବ୍ୟୁରୋ: ଦିଲ୍ଲୀ ସୀମାରେ କୃଷକଙ୍କ ୧୩ ମାସର ଆନ୍ଦୋଳନ କେବଳ ଟ୍ରେନିଂ ଥିଲା । ଚାଷୀଙ୍କ ଚାପରେ ମୋଦୀ ସରକାର ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିନେବା ପରେ ଚାଷୀ ଆନ୍ଦୋଳନରୁ ଓହରି ଯାଇଛନ୍ତି । ହେଲେ ଏମଏସପିକୁ ନେଇ ଆଇନ ନଆଣିଲେ ପୁଣି ଚାଷୀ ରାସ୍ତାକୁ ଓହ୍ଲାଇବେ ବୋଲି ସ୍ପଷ୍ଟ…

ଅଳିଆ ଉଠାଉଛନ୍ତି, ପରିବେଶର ଯତ୍ନ ନେଉଛନ୍ତି । ମହିଳାମାନେ ସାଜିଛନ୍ତି ସ୍ୱଚ୍ଛତାର ସାକ୍ଷାତ ଦେବୀ, ସ୍ୱଚ୍ଛ ସବାରୀର…

କନକ ବ୍ୟୁରୋ: ପରିବେଶ ପ୍ରଦୂଷଣ ଏବେ ସବୁଠି ସାରା ବିଶ୍ୱର ଚିନ୍ତାର କାରଣ ପାଲଟିଛି । ପ୍ରକୃତି, ପରିବେଶ ସନ୍ତୁଳନ ହରାଇଲେ ତାର ସିଧାସଳଖ ପ୍ରଭାବ ପଡୁଛି ମଣିଷ ସମାଜ ଉପରେ ଆଉ ପ୍ରାକୃତିକ ବିପର୍ଯ୍ୟୟର ସଜା ଭୋଗୁଛି ମଣିଷ । ଯେତେ ସଚେତନତା ସୃଷ୍ଟି କଲେ ବି ସୁଧୁରୁ ନାହାନ୍ତି କେହି । ତେଣୁ…

ଭୋଟ ପୂର୍ବରୁ ଭଣ୍ଡାର ଖୋଲିଲେ ସରକାର । ୯୬ ଲକ୍ଷ ପରିବାରକୁ ୯୬୦ କୋଟି ଟଙ୍କା

କନକ ବ୍ୟୁରୋ: ନିର୍ବାଚନ ମୁଡରେ ରାଜ୍ୟ ସରକାର । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭଣ୍ଡାର ଖୋଲି ଦେଇଛନ୍ତି ସରକାର । କରୋନା ସହାୟତା ପାଇଁ ଆର୍ଥିକ ସହାୟତା, ବିଜୁ ପକ୍କା ଘର ଓ ଘର ପାଇନଥିବା ହିତାଧିକାରୀଙ୍କୁ ଘର ମରାମତି ପାଇଁ ସହାୟତା ପରେ ମିଶନ ଶକ୍ତି ପାଇଁ ବି ଘୋଷଣା କରିଛନ୍ତି…

ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍ । କସମପଲ୍ଲୀ ଆପାର୍ଟମେଣ୍ଟର ୪ଟି ଫ୍ଲାଟ୍ ସିଲ୍ ।

କନକ ବ୍ୟୁରୋ: ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍ । ଗତକାଲି ବମିଖାଲ ଏବଂ ଭିଏସଏସ ନଗରର କିଛି  ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ପରେ ବୁଧବାର କସମପଲ୍ଲୀ ଆପାର୍ଟମେଣ୍ଟର ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ସମ୍ପୃକ୍ତ ଆପାର୍ଟମେଣ୍ଟର ଫ୍ଲାଟରୁ ୮…