Daily Archives

December 18, 2021

ଦେଶରେ ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ଚିହ୍ନଟ ହେଲେଣି ୩୦ ଆକ୍ରାନ୍ତ

କନକ ବ୍ୟୁରୋ: ଦିନକରେ ଦେଶରୁ ଚିହ୍ନଟ ହେଲେଣି ୩୦ ଓମିକ୍ରନ ଆକ୍ରାନ୍ତ । ଆଜି ତେଲେଙ୍ଗାନାରୁ ୧୨ , ମହାରାଷ୍ଟ୍ରରୁ ୮, କର୍ଣ୍ଣାଟକରୁ ୬ ଓ କେରଳରୁ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଁଚିଛି । ତେଲେଙ୍ଗାନାରୁ ଚିହ୍ନଟ…

ଦେଶରେ ୧୩୧ ପହଁଚିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳରୁ ଆସିଲା ଆଉ ୧୮ ମାମଲା

କନକ ବ୍ୟୁରୋ: ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୧୮ ଓମିକ୍ରନ ନୂଆ ଆକ୍ରାନ୍ତ । ମହାରାଷ୍ଟ୍ରରୁ ୮, କର୍ଣ୍ଣାଟକରୁ ୬ ଓ କେରଳରୁ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧ରେ ପହଁଚିଛି । ଆଜି ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ୮ଜଣଙ୍କ…

୧୦ ମାସରେ ଭୁବନେଶ୍ୱରରୁ ୬ କୋଟି ଟଙ୍କା ଲୁଟିଛନ୍ତି ସାଇବର୍ ଠକ । ପଞ୍ଜାବ, ରାଜସ୍ଥାନ, ବାଙ୍ଗାଲୋରରୁ ଆସୁଛି ଅଧିକ…

କନକ ବ୍ୟୁରୋ: ଭୁବନେଶ୍ୱରରେ ଗୋଟିଏ ପରେ ଗୋଟିଏ ସାଇବର ଠକେଇ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏନେଇ ତଥ୍ୟ ଦେଇଛି କମିଶନରରେଟ୍ ପୋଲିସ୍ । ଚଳିତବର୍ଷ ଫେବ୍ରୁଆରୀ ୧ରୁ ଡିସେମ୍ବର ୧୬ ଭିତରେ ସାଇବର ଠକ, ୬ କୋଟି ୭୯ ଲକ୍ଷ ୮୫ ହଜାର ଟଙ୍କା ଲୁଟିନେଇଛନ୍ତି । ତେବେ ଏହା ଭିତରୁ ହେଲ୍ପଲାଇନ…

ଜନ୍ମ ପରେ ଆଉ ତୃତୀୟ ଲିଙ୍ଗୀ ପିଲାଙ୍କୁ ଘରୁ ତଡି ପାରିବେନି ବାପାମାଆ । କିନ୍ନରଙ୍କ ପାରିବାରିକ ଅଧିକାର ଉପରେ ଖସଡା…

କନକ ବ୍ୟୁରୋ: ସତ୍ୟ ସୁନ୍ଦରରୁ ସାଧନା, ମାୟାଧରରୁ ମୀରା । ବଦଳିଗଲା ନାଁ, ବଦଳିଗଲା ପରିଚୟ । ଦିନେ ଯେଉଁ ପିଲା ଜନ୍ମହେବା ପରେ ବାପା ମାଆ ଖୁସିରେ ଫାଟିପଡୁଥିଲେ । କିଛିଦିନ ପରେ ସେହି ପିଲାଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡିଗଲେ ବାପାମାଆ । ତୃତୀୟ ଲିଙ୍ଗୀ ବୋଲି ସନ୍ଦେହ କରି ଅବହେଳା କଲା ପରିବାର…

ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ଟ୍ରାଏଲ୍ ପାଇଁ ଡାକିଲା ଚେନ୍ନାଇ ସୁପର କିଙ୍ଗସ୍ । ଆଇପିଏଲରେ ସାମିଲ…

କନକ ବ୍ୟୁରୋ: ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇପାରନ୍ତି ଓଡିଆ ଖେଳାଳି । ବିଜୟ ହଜାରେ ଟ୍ରଫିରେ ଓଡିଶା ଟିମର କ୍ୟାପଟେନ୍ ଥିବା ଶୁଭ୍ରାଂଶୁ ସେନାପତି ସିଏସକେ ଟିମର ସଦସ୍ୟ ହେବାର ସୁଯୋଗ ଆସିଛି । ଦଳ ତାଙ୍କୁ ଆଗାମୀ ଆଇପିଏଲ ପୂର୍ବରୁ ଟ୍ରାଏଲ ପାଇଁ ଡାକିଛି । ଏନେଇ ଓଡିଶା କ୍ରିକେଟ୍…