Daily Archives

December 24, 2021

ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପ୍ରକାଶ ପାଇଲା ସାନି ବିଜ୍ଞପ୍ତି । ମହିଳାଙ୍କ ଭାଗରେ ୧୫ ଜିଲ୍ଲା । ଜାଣନ୍ତୁ ଆପଣଙ୍କ…

କନକ ବ୍ୟୁରୋ : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଲା ସାନି ବିଜ୍ଞପ୍ତି । ପଞ୍ଚାୟତିରାଜ ବିଭାଗ ଦ୍ୱାରା ଏହି ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆସନ୍ତା ୧୦ ଦିନ ମଧ୍ୟରେ ଅଥାର୍ତ ୩ ତାରିଖ ସୁଦ୍ଧା ଏବାବଦରେ ଜନସାଧାରଣଙ୍କ ଠାରୁ ଅଭିଯୋଗ ଓ ପରାମର୍ଶ ଗ୍ରହଣ କରାଯିବ ।…

୩ ହଜାର ଲୋକଙ୍କ ଉପରେ ହେବ ବୁଷ୍ଟର ଡୋଜ ପରୀକ୍ଷଣ , ୬ ମାସ ପୂର୍ବରୁ ଟିକା ନେଇଥିବା ଲୋକେ ହେବେ ସାମିଲ

କନକ ବ୍ୟୁରୋ : ଦେଶରେ ୩ ହଜାର ଲୋକଙ୍କ ଉପରେ ବୁଷ୍ଟର ଡୋଜ ପରୀକ୍ଷଣ କରାଯିବ । ଏହି ପରୀକ୍ଷଣର ରିପୋର୍ଟ ଆସିବା ନିଷ୍ପତ୍ତି ନିଆଯିବ କି, ସମସ୍ତ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ କି ନାର୍ହି । କେନ୍ଦ୍ର ସରକାର ବୁଷ୍ଟର ଡୋଜର ଆବଶ୍ୟକତା ଜାଣିବା ପାଇଁ ଏକ ଅଧ୍ୟୟନ ଆରମ୍ଭ କରିଛନ୍ତି । ଯେଉଁଥିରେ…

୩୫ ବର୍ଷ ପରେ ନ୍ୟାୟ ପାଇଲେ ଧରମପାଲ । ୪୦୦ ଥର କୋର୍ଟକୁ ଯିବା ପରେ ନିର୍ଦ୍ଦୋଷରେ ହେଲେ ଖଲାସ୍ ।

କନକ ବ୍ୟୁରୋ: କୋର୍ଟରେ ଥରେ କେସ ଚାଲିଲେ କେବେ ରାୟ ଆସିବା ତାହାର କୌଣସି ଗ୍ୟାରେଣ୍ଟି ନଥାଏ । ତେବେ ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତି ୩୫ ବର୍ଷ ପରେ ଶେଷକୁ ନ୍ୟାୟ ପାଇଛନ୍ତି । ୩୫ ବର୍ଷର ଦୀର୍ଘ ଆଇନଗତ ଯୁଦ୍ଧ ଏବଂ ପ୍ରାୟ ୪୦୦ ଥର କୋର୍ଟକୁ ଯିବା ପରେ ୮୫ ବର୍ଷୀୟ ଧରମପାଲ ସିଂଙ୍କୁ ଶେଷରେ…

ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷା ସହାୟକ ହେବେ ରେଗୁଲାର । ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଲା ରାଜ୍ୟ…

କନକ ବ୍ୟୁରୋ: ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶୁକ୍ରବାର ବସିଥିବା କ୍ୟାବିନେଟ୍ ବୈଠକରେ ୧୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ତେବେ ଏହି ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି । ମୁଖ୍ୟ…

ଭାରତର ପ୍ରସିଦ୍ଧ ୫ ମହିଳା ବଡି ବିଲଡର, ଫିଟନେସ ଓ ସୌନ୍ଦର୍ଯ୍ୟରେ ଅଭିନେତ୍ରୀଙ୍କ ଠାରୁ ବି ଆଗରେ

କନକ ବ୍ୟୁରୋ : ଭାରତରେ ଶହେ ବର୍ଷ ପୂର୍ବରୁ କୁସ୍ତଯୁଦ୍ଧ ଆରମ୍ଭ ହୋଇଥିଲା । ଗାମା ପେହଲବାନ ଓ ଦାରା ସିଂ ଭଳି କୁସ୍ତିଯୁଦ୍ଧାମାନେ ସାରା ବିଶ୍ୱରେ ଭାରତର ନାମ ପ୍ରସିଦ୍ଧ କରିଥିଲେ । ସମୟ ବଦଳିବା ସହ କୁସ୍ତିଯୁଦ୍ଧର ରୂପ ବି ବଦଳି ଯାଇଛି । ପ୍ରଥମେ ଏହା ମଲ୍ଲଯୁଦ୍ଧ ଥିବା ବେଳେ ଏବେ ଏହାକୁ…

କୁବେର ବେପାରୀଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା: ନେବା ପାଇଁ ବ୍ୟାଗ ନୁହେଁ ଆସିଲା କଣ୍ଟେନର

କନକ ବ୍ୟୁରୋ: କାନପୁରର କୁବେର ବ୍ୟବସାୟୀଙ୍କ ଘରୁ ଜବତ ହେଲା ପୁଳା ପୁଳା ଟଙ୍କା । ଜବତ ବେଳେ ଜୁଆଡେ ଦେଖିବେ ଖାଲି ବିଡା ବିଡା ନୋଟ ନଜର ଆସିବ । ବ୍ୟବସାୟୀ ପିୟୁଷ ଜୈନଙ୍କ ଘରୁ ୧୫୦ ଶହ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି ଡିଜିଜିଆଇ । ତେବେ ଏତେ ଟଙ୍କାକୁ ସୁରକ୍ଷିତ ନେବା ପାଇଁ ଏକ ବଡ…