Daily Archives

December 7, 2021

କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର!

କନକ ବ୍ୟୁରୋ: ଆଜି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।  ତେବେ ବିଧାନସଭା ଅଧିବେଶନ ଚାଲିଥିବାରୁ ଏନେଇ କୌଣସି ସୂଚନା ଦେଇନାହାନ୍ତି ।  କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା ମିଳିଛି । ମୁଖ୍ୟତଃ ପଂଚାୟତ, ନଗର ଉନ୍ନୟନ ଓ ପୂର୍ତ ବିଭାଗର  କିଛି ପ୍ରସ୍ତାବ…

ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା: ଉଠିଲା ଆଫସ୍ପା ପ୍ରତ୍ୟାହାର ଦାବି, ଉଭୟ କେନ୍ଦ୍ର ଏବଂ ନାଗାଲାଣ୍ଡ ସରକାରକୁ ଜବାବ…

କନକ ବ୍ୟୁରୋ: ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା ପରେ ସାରା ଦେଶରେ ଏହାକୁ ତୀବ୍ର ନିନ୍ଦା କରାଯାଉଛି । ରାଜ୍ୟରୁ ଆଫ୍ସ୍ପା ହଟାଇବା ପାଇଁ ଦାବି ଜୋର ଧରିଛି । ସୋମବାର ସାଧାରଣ ଲୋକମାନେ ଏହି ଆଇନକୁ ହଟାଇବାକୁ ଦାବି କରିଛନ୍ତି । ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫିୟୁ ରିୟୋ ଏବଂ ମେଘାଳୟ…

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ତୁହାକୁ ତୁହା ଉତ୍ତରପ୍ରଦେଶ ଗସ୍ତ । ଗୋରଖପୁରରେ ପହଁଚି ଏକାଧିକ ପ୍ରକଳ୍ପର କଲେ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାରାଥନ ୟୁପି ଗସ୍ତ । ମଙ୍ଗଳବାର ଉତ୍ତରପ୍ରଦେଶରେ ପହଁଚି ବିଭିନ୍ନ ପକଳ୍ପର ମାରାଥନ ଉଦଘାଟନ କରିଛନ୍ତି ମୋଦୀ । ୩ ବଡ ପ୍ରକଳ୍ପକୁ ଉତ୍ତରପ୍ରଦେଶବାସୀଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବ ଉତ୍ତରପ୍ରଦେଶର ଗୋରଖପୁରରେ…

ଟିକା ଉତ୍ପାଦନକୁ ନେଇ ବଡ ତଥ୍ୟ ଦେଲେ ଆଦର ପୁନାବାଲା: କହିଲେ, ଆସନ୍ତା ସପ୍ତାହରୁ ୫୦ପ୍ରତିଶତ କମ୍ ହେବ କୋଭିସିଲ୍ଡ…

କନକ ବ୍ୟୁରୋ: ଟିକା ଉତ୍ପାଦନକୁ ନେଇ ବଡ ତଥ୍ୟ ଦେଲେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ସିଇଓ । ସରକାରଙ୍କ ପକ୍ଷରୁ କୋଭିସିଲ୍ଡ ଟିକାକୁ ନେଇ କୌଣସି ଅର୍ଡର ନଥିବା କହିଛନ୍ତି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ସିଇଓ ଆଧାର ପୁନାବାଲା । ଫଳରେ ଆସନ୍ତା ସପ୍ତାହରୁ କୋଭିସିଲ୍ଡ ଟିକା ଉତ୍ପାଦନ ୫୦ପ୍ରତିଶତ…

ଶେଷ ହେବ କି ଚାଷୀ ଆନ୍ଦୋଳନ? ଆସନ୍ତାକାଲି ହୋଇପାରେ ନିର୍ଣ୍ଣୟ । କୃଷକଙ୍କ ବିଭିନ୍ନ ଦାବି ନେଇ କେନ୍ଦ୍ର ସରକାରଙ୍କ ସହ…

କନକ ବ୍ୟୁରୋ: ବିବାଦୀୟ କୃଷି ଆଇନ୍ ନେଇ ଚାଷୀଙ୍କ ଦୀର୍ଘ ଦିନର ଆନ୍ଦୋଳନ ପରେ କୃଷି ଆଇନକୁ ପ୍ରତ୍ୟାହାର କରିନେଲେ କେନ୍ଦ୍ର ସରକାର । ହେଲେ ତଥାପି ଶେଷ ହୋଇନି ଚାଷୀ ଆନ୍ଦୋଳନ । ଏମଏସପି, ମୃତ ଚାଷୀଙ୍କୁ କ୍ଷତି ପୂରଣ, ଏବଂ କୃଷକଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ଭଳି ବିଭିନ୍ନ ଦାବି…

ମଡେଲିଂରେ ଡେବ୍ୟୁ କରିବେ କି ସଚିନଙ୍କ ଝିଅ ସାରା? ବିଜ୍ଞାପନ ଭିଡିଓକୁ ନେଇ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ: ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ନେଇ ଏବେ ଚର୍ଚ୍ଚା । କାରଣ ସାରା ଏବେ ମଡେଲିଂ ଦୁନିଆରେ ପାଦ ଦେବେ ବୋଲି କୁହାଯାଉଛି । ନିଜ ଇନଷ୍ଟାଗ୍ରାମରେ ସାରା ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକ କମ୍ପାନୀର ଆଡରେ ନଜର…