Daily Archives

December 3, 2021

ପୁରୀଠୁ ୪୮୦ କିଲୋମିଟର ଦୂରରେ ବାତ୍ୟା ଜୱାଦ । ଦେଖନ୍ତୁ, କଣ ରହିଛି ତାଜା ଅପଡେଟ୍…

କନକ ବ୍ୟୁରୋ: ସମୁଦ୍ର ଭିତରେ ବଳ ଗୋଟାଇ ଏବେ ବାତ୍ୟା ଜୱାଦ୍ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଗତି କରୁଛି । ପୁରୀଠାରୁ ଏବେ ଏହା ୪୮୦ କିଲୋମିଟର ଦୂରରେ ରହିଥିବାବେଳେ, ଗୋପାଳପୁରଠାରୁ ୪୨୦ କିଲୋମିଟର ଓ ପାରାଦୀପଠାରୁ ୫୬୦ କିଲୋମିଟର ଦୂରରେ ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ୫…

ଓମିକ୍ରନର ବିପଦ କମାଇବ କି ବୁଷ୍ଟର ଡୋଜ୍? ପଢନ୍ତୁ, କଣ ପରାମର୍ଶ ରଖିଲେ ବୈଜ୍ଞାନିକ

କନକ ବ୍ୟୁରୋ: ଭାରତରେ ଡିସେମ୍ୱର ୨ ତାରିଖରେ କର୍ଣ୍ଣାଟକରୁ ଚିହ୍ନଟ ହୋଇଥିଲା ଓମିକ୍ରନର ପ୍ରଥମ ୨ଟି ନମୂନା । ମାତ୍ର ୨୪ ଘଣ୍ଟା ପରେ ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ୱାଇ ପରି ସହରରେ ଓମିକ୍ରନ ମାମଲା ସାମ୍ନାକୁ ଆସିଲାଣି । ଏପରି ଅବସ୍ଥାରେ ପ୍ରଶ୍ନ ଉଠୁଛି, ଓମିକ୍ରନକୁ ରୋକାଯିବ କେମିତି?…

ଶନିବାର ୧୯ ଜିଲ୍ଲାରେ ସ୍କୁଲ ବନ୍ଦ । ଜାଣନ୍ତୁ, କେଉଁ କେଉଁ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ…

କନକ ବ୍ୟୁରୋ: ବାତ୍ୟା ଜୱାଦ୍ ପାଇଁ ଆସନ୍ତାକାଲି ବନ୍ଦ ରହିବ ସ୍କୁଲ । ରାଜ୍ୟର ୧୯ ଜିଲ୍ଲାରେ ଆସନ୍ତାକାଲି ବିଦ୍ୟାଳୟ ବନ୍ଦ ରହିବ । ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଅଛି । ତା ସହିତ  କିଛି ସ୍ଥାନରେ ପବନ ବହିପାରେ ବୋଲି ମଧ୍ୟ ଆଶଙ୍କା…

ଜର୍ମାନୀଠୁ ୪-୨ ଗୋଲରେ ହାରିଲା ଭାରତ: ଜୁନିୟର ହକି ବିଶ୍ୱକପରେ ଶେଷ କଲା ନିଜ ଅଭିଯାନ

କନକ ବ୍ୟୁରୋ: ବିଶ୍ଵକପ ଲଢେଇରେ ଭାରତର ଅଭିଯାନ ଶେଷ। ଭାରତର ଶୋଚନୀୟ ପରାଜୟ । ଜର୍ମାନୀ ଠୁ ୪-୨ ଗୋଲରେ ହାରିଲା ଭାରତ । ଜର୍ମାନୀ ତରଫରୁ ପ୍ରଥମ କ୍ଵାଟରରେ ହିଁ ଗୋଟିଏ ଗୋଲ ଦେଇ ଭାରତକୁ ବ୍ୟାକଫୁଟକୁ ନେଇ ଯାଇଥିଲା ଏବଂ ଏହାପରେ ଦ୍ଵିତୀୟ କ୍ୱାଟରରେ ଆଉ ତିନୋଟି ଗୋଲ ଦେଇ କମବ୍ୟାକ୍ କରିବାର…

ବାତ୍ୟା ‘ଜୱାଦ’ ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର: ୧୨ ଫୁଟ ଉଚ୍ଚର ଜୁଆର ଆସିବା ସମ୍ଭାବନା

କନକ ବ୍ୟୁରୋ: ବାତ୍ୟା ଜୱାଦ ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର । ଆସନ୍ତାକାଲି ସମୁଦ୍ରରେ ୧୨ ଫୁଟ ଉଚ୍ଚର ଜୁଆର ଆସିବାର ସମ୍ଭାବନା । ଅମାବାସ୍ୟା ହୋଇଥିବାରୁ ଜୁଆରିଆ ରହିବ ସମୁଦ୍ର । ରବିବାର ମଧ୍ୟାହ୍ନ ବେଳକୁ ୧.୫ ଫୁଟ ଉଚ୍ଚର ଜୁଆର ସମ୍ଭାବନା ରହିଛି । ଜୁଆର ଯୋଗୁଁ ଉପକୂଳବର୍ତ୍ତୀ ତଳିଆ…