Daily Archives

December 16, 2021

କଳିଙ୍ଗାଘାଟିରେ ଓଲଟିଲା ପର୍ଯ୍ୟଟକଙ୍କ ବସ୍ । ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ।

କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା କଳିଙ୍ଗା ଘାଟିରେ ଆଜି ସନ୍ଧ୍ୟା ପ୍ରାୟ ୭.୩୦ରେ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲା ଗୋବିନ୍ଦପୁର ଗାଁରୁ ଆସିଥିବା ଏକ ପର୍ଯ୍ୟଟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥିରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୩…

୯ ବର୍ଷ ପରେ ସିନା ବୋରା ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ । ମା ଇନ୍ଦ୍ରାଣୀ କହିଲେ, ମୋ ଝିଅ ଜୀବିତ ଅଛି, କାଶ୍ମୀରରେ…

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲାରେ ନୂଆ ଟ୍ୱିଷ୍ଟ । ୨୫ ବର୍ଷୀୟ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ବିସ୍ଫୋରକ ବୟାନ ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ଇନ୍ଦ୍ରାଣୀ ମୁଖାର୍ଜୀ ସିବିଆଇ ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଦାବି…

ମଣିଷର ଲୋଭ ପାଇଁ ବଳି ପଡ଼ୁଛନ୍ତି ବନ୍ୟଜନ୍ତୁ । ଜଳବାୟୁ ପରିବର୍ତ୍ତନ ଦେଲାଣି ସାଂଘାତିକ ସୂଚନା ।

କନକ ବ୍ୟୁରୋ: ପରିବେଶବିତ ସାର ଡେଭିଡ ଅଟନୋବରଫଙ୍କ ପ୍ରସିଦ୍ଧ ଉକ୍ତି ରହିଛି । ତାହା ହେଲା “ମୁଁ ଚାହେଁ ଏ ପୃଥିବୀ ଆହୁରି ଦୁଇଗୁଣା ବଡ଼ ହୋଇ ଥାନ୍ତା ଓ ଆଉ ଏହାର ଅଧା ଭାଗକୁ ଏବେ ବି ଆବିଷ୍କାର କରିବାକୁ ବାକି ଥାନ୍ତା’ । ଏହି କଥାର ଏଠି ଅବତାରଣା କରିବାର ଉଦ୍ଦେଶ୍ୟ ହେଲା, ନିକଟରେ ଘଟିଥିବା…

ଶବ୍ଦ ପ୍ରଦୂଷଣ ହେବନି ବୋଲି ବିନା ବାଜା, ବିନା ବାଣରେ ଗଲା ବରଯାତ୍ରୀ । ପରିବେଶ ସୁରକ୍ଷା ସହ ପରମ୍ପରାକୁ ବଞ୍ଚାଇ…

କନକ ବ୍ୟୁରୋ: ନା ବାଜୁଥିଲା ବାଜା, ନା ଫୁଟୁଥିଲା ବାଣ । ବିନା ବାଜା, ବିନା ବାଣରେ ଆଗେଇ ଚାଲିଥିଲା ବରଯାତ୍ରୀ । ରାସ୍ତାରେ ଚାଲୁଥିଲେ ବର, ସାଙ୍ଗରେ ଥିଲେ ବରଯାତ୍ରୀ । ଶଙ୍ଖ, ହୁଳହୁଳି ଶବ୍ଦରେ ସମସ୍ତେ କନିଆଁ ଘର ଅଭିମୁଖେ ପାଦ ବଢାଉଥିଲେ । ତେବେ ଡିଜେ ଡ୍ୟାନସର ଜମାନାରେ, ବାଜାବାଣର…

କୋହଲି, ଗାଙ୍ଗୁଲି ବିବାଦ ନେଇ ଚିନ୍ତାପ୍ରକଟ କଲେ ଗାଭାସ୍କର ଓ କପିଲଦେବ । ଗାଙ୍ଗୁଲି ଜବାବ ରଖିବାକୁ ଗାଭାସ୍କରଙ୍କ…

କନକ ବ୍ୟୁରୋ: କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ବିଦା କରାଯିବା ପରେ ଉପୁଜିଥିବା ବିବାଦ ଏବେ ବଢ଼ିବାରେ ଲାଗିଛି । ଗାଙ୍ଗୁଲିଙ୍କ କଥାକୁ ବିରୋଧ କରି ମତ ରଖିଛନ୍ତି କୋହଲି । ତେବେ ଏହି ପୁରା ପ୍ରସଙ୍ଗ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗାଭାସ୍କର ଓ କପିଲ ଦେବ । ଟି-୨୦ ଓ ଦିନିକିଆ ଅଧିନାୟକ…

ମୁମ୍ବାଇରେ ବଢ଼ିଲା କଟକଣା । ନୂଆବର୍ଷ ଯାଏଁ ମାୟାନଗରୀରେ ୧୪୪ ଧାରା ଜାରି

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । ସ୍ଥିତିର ମୁକାବିଲା ପାଇଁ କଟକଣା ବି କଡ଼ାକଡ଼ି କରିଛନ୍ତି  । ବଢୁଥିବା ସଂକ୍ରମଣକୁ  ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣାକୁ କଠୋର କରିଛନ୍ତି । ଆସନ୍ତା ଡିସେମ୍ବର…