ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଭାରତର ଝିଅ ହରନାଜ । ଜାଣନ୍ତୁ, ‘ମିସ୍ ୟନିଭର୍ସ’ ମୁକୁଟର ଦାମ କେତେ?
କନକ ବ୍ୟୁରୋ: ହରନାଜ କୌର ସନ୍ଧୁ, ଯେପରି ଆକର୍ଷଣୀୟ ତାଙ୍କ ଚେହେରା ସେହିପରି ତାଙ୍କ ବ୍ୟକ୍ତିତ୍ୱ । ଆଉ ନିଜର ଏହି ନିର୍ଭିକ ବ୍ୟକ୍ତିତ୍ୱ ପାଇଁ ମିସ୍ ୟୁନିଭର୍ସ-୨୦୨୧ ମୁକୁଟ ବିଜୟୀ ହୋଇଛନ୍ତି ହରନାଜ । ତେବେ କଣ ଆପଣ ଜାଣିଛନ୍ତି କି, ବ୍ରହ୍ମାଣ୍ଡ ସୁନ୍ଦରୀ ହେବା ପରେ ହରନାଜ ଯେଉଁ ମୁକୁଟ…