Daily Archives

December 20, 2021

କଟକ ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥ । ଛାତିରେ ଯନ୍ତ୍ରଣା ପରେ ହସ୍ପିଟାଲରେ ହେଲେ ଭର୍ତ୍ତି, ସ୍ୱାସ୍ଥ୍ୟବସ୍ଥା…

କନକ ବ୍ୟୁରୋ : କଟକ ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥ ।  ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଭର୍ତ୍ତୃହରି  । ହେଲେ ଏବେ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି  । କଟକ ସାଂସଦ ଶ୍ରୀ ଭତୃହରି ମହତାବ…

ପାକିସ୍ତାନର ଷ୍ଟାର କ୍ରିକେଟରଙ୍କ ନାଁରେ ଦୁଷ୍କର୍ମ ମାମଲା । ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଉଠିଲା ୟାସିରଙ୍କ ନାଁ…

କନକ ବ୍ୟୁରୋ : ପାକିସ୍ତାନ କ୍ରିକେଟର ୟାସିର ସାହଙ୍କ ନାଁରେ ସାଂଘାତିକ ଅଭିଯୋଗ । ୟାସିର ଓ ତାଙ୍କ ବନ୍ଧୁଙ୍କ ନାଁରେ ୧୪ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଓ ଧମକ ଦେବା ନେଇ ମାମଲା ରୁଜୁ ହୋଇଛି । ପୋଲିସ ଉକ୍ତ ନାବାଳିକାଙ୍କ ଡାକ୍ତରୀ ମାଇନା କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇ ନିଷ୍ପତ୍ତି…

ମୁହଁ ଖୋଲିଲେ ଶିଳ୍ପାଙ୍କ ସ୍ୱାମୀ । କହିଲେ, ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ବିତରଣ କରିବାରେ ମୋର ହାତ ନାହିଁ । 

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଅଶ୍ଲୀଳ ଫିଲ୍ମ ନିର୍ମାଣ ଓ ବିତରଣ ପାଇଁ ଜେଲରେ ରହି ଫେରିଥିବା ରାଜ କୁନ୍ଦ୍ରା ପ୍ରଥମ ଥର ପାଇଁ ନିଜ ଉପରେ ଲାଗିଥିବା ଆରୋପ ଉପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ,…

କ୍ୟାପଟେନ କୁଲ ଧୋନୀଙ୍କ ରୋମାଣ୍ଟିକ ଅନ୍ଦାଜ, ଫଟୋ ସେୟାର କଲେ ପତ୍ନୀ ସାକ୍ଷୀ ।

କନକ ବ୍ୟୁରୋ : ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ପଡିଆରେ ଯେତିକି ଚର୍ଚ୍ଚିତ, କ୍ରିକେଟ ପଡିଆ ବାହାରେ ମଧ୍ୟ ସେତିକି ଚର୍ଚ୍ଚିତ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ କେବଳ ଆଇପିଏଲ ଖେଳୁଛନ୍ତି ଧୋନୀ । କ୍ୟାପଟେନ କୁଲ ଭାବେ ଜଣାଶୁଣା ଧୋନୀ ଭାରତକୁ ୩ଟି ଆଇସିସି ଟ୍ରଫି ବିଜୟୀ…

ସପ୍ତାହକୁ ୪ ଦିନ କାମ, ୩ ଦିନ ଛୁଟି । ଓଭରଟାଇମ୍ କଲେ ମିଳିବ ଅତିରିକ୍ତ ପଇସା । କେନ୍ଦ୍ର ସରକାର ଆଣିପାରନ୍ତି ନୂଆ…

କନକ ବ୍ୟୁରୋ : ଏବେ ସାପ୍ତାହିକ ଛୁଟି ସପ୍ତାହକ ଅନୁସାରେ ନୁହେଁ ବରଂ ଘଣ୍ଟା ହିସାବରେ ହେବ । କେନ୍ଦ୍ର ସରକାର ଦେଶରେ ନୂୂଆ ଲେବର କୋଡ ବିଲ୍ ଆଣିବାକୁ ଯାଉଛନ୍ତି । ଏହି ବିଲ୍ ସଂସଦରେ ପାରିତ ହେବା ପରେ ସପ୍ତାହକରେ ଚାରି ଦିନ କାମ ଏବଂ ତିନି ଦିନ ଆରମ ମିଳିବ । ଆଉ ସିଫ୍ଟରେ ଅଧିକ ୧୫ ମିନିଟ୍…

ଓଡ଼ିଶା ମ୍ୟୁନିସିପାଲ କ୍ୟାଡରରେ ଯୋଗ ଦେଲେ ୧୨୫ ଜୁନିଅର ଆସିଷ୍ଟାଣ୍ଟ । ୧୧୪ ପୌରସଂସ୍ଥାରେ ମିଳିବ ନିଯୁକ୍ତି । 

କନକ ବ୍ୟୁରୋ : ରାଜ୍ୟ ଗୃହ ନିର୍ମାଣ ବିଭାଗ ଅଧିନସ୍ଥ ଓଡ଼ିଶା ମ୍ୟୁନିସିପାଲ କ୍ୟାଡରରେ ୧୨୫ ଜଣ ଜୁନିଅର ଆସିଷ୍ଟାଣ୍ଟ ଯୋଗ ଦେଇଛନ୍ତି । ଏହି ଉପଲକ୍ଷେ ଲୋକସଭା ଭବନଠାରେ ଅନୁଷ୍ଠିତ ଏକ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ଅବସରରେ…