Daily Archives

December 25, 2021

ଓମିକ୍ରନ ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଭୟଭୀତ ନହୋଇ ସାବଧାନ ଏବଂ ସତର୍କ ରହିବାକୁ ଦେଲେ ପରାମର୍ଶ…

କନକ ବ୍ୟୁରୋ : ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଓମିକ୍ରନକୁ ନେଇ ଆତଙ୍କିତ ନହେବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ସଚେତନ ରହିବାର ସମୟ । ଭୟଭୀତ ହୁଅନ୍ତୁ ନାହିଁ । ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ ।…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା । ଜାନୁଆରୀ ୩ରୁ ପିଲା ନେବେ କୋଭିଡ୍ ଟିକା । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ…

କନକ ବ୍ୟୁରୋ: ଜାନୁଆରୀ ୩ ତାରିଖରୁ ଦେଶରେ ଆରମ୍ଭ ହେବ ପିଲାଙ୍କ ଟିକାକରଣ । ୧୫ ବର୍ଷରୁ ୧୮ ବର୍ଷ ବୟସ୍କ ପିଲାମାନେ ନୂଆବର୍ଷରୁ କୋଭିଡ୍ ଟିକା ନେବେ । ଏନେଇ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ଫଳରେ ସ୍କୁଲ, କଲେଜ ପିଲାଙ୍କୁ ଅଧିକ…

କିଛି ସମୟରେ ପରେ ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦୀ ।

କନକ ବ୍ୟୁରୋ: ଆଉ କିଛି ସମୟ ପରେ ଦେଶବାସୀଙ୍କୁ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଟୁଇଟ୍ କରି ସୂଚନା ଦେଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ତେବେ ପ୍ରଧାନମନ୍ତ୍ରୀ କେଉ ବିଷୟ ନେଇ ଦେଶବାସୀଙ୍କୁ ଉଦବୋଧନ ଦେବେ ସେନେଇ କୌଣସି ସୂଚନା ମିଳିପାରିନାହିଁ । In…

ପଞ୍ଜାବରେ ଚାଷୀ ଲଢିବେ ବିଧାନସଭା ନିର୍ବାଚନ । ଆପ୍ ସହ ମେଣ୍ଟ ସମ୍ଭାବନା ।

କନକ ବ୍ୟୁରୋ : ନିର୍ବାଚନ ଲଢିବେ ଚାଷୀ ସଂଗଠନ । ୨୨ ଚାଷୀ ସଂଗଠନ ଏକାଠି ହୋଇ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ବିରୋଧରେ ବର୍ଷେ ହେବ ଆନ୍ଦୋଳନରେ ବସିଥଲେ ଏହି ଚାଷୀ ସଂଗଠନ । ଏହି ଚାଷୀ ସଂଗଠନ କିନ୍ତୁ ସଂଯୁକ୍ତ କିଷାନ ମୋର୍ଚ୍ଚା ବଦଳରେ ସଂଯୁକ୍ତ ସମାଜ ମୋର୍ଚ୍ଚା…

ପିଲାଙ୍କ କରୋନା ଟିକାକୁ ଡିସିଜିଆଇର ଅନୁମତି । ୧୨ରୁ ୧୮ ବର୍ଷର ପିଲା ନେଇପାରିବେ ଭ୍ୟାକ୍ସିନ୍ ।

କନକ ବ୍ୟୁରୋ: ସାରା ବିଶ୍ୱରେ ଓମିକ୍ରନକୁ ନେଇ ଭୟ ବଢୁଥିବାବେଳେ, ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଡିସିଜିଆଇ ଛୋଟ ପିଲାଙ୍କ ଟିକାକରଣ ପାଇଁ ଭାରତ ବାୟୋଟେକର ଟିକା ଅନୁମତି ଦେଇଦେଇଛି । ଏହି ଟିକାକୁ ଏବେ ୧୨ରୁ ୧୮ ବର୍ଷର ପିଲା ନେଇପାରିବେ ବୋଲି ଡିସିଜିଆଇ ଅନୁମତି ପ୍ରଦାନ କରିଛି…

ଚିତ୍ତଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଥିଓରୀକୁ ନେଇ ପ୍ରଶ୍ନ ଉଠାଇଲେ ପରିବାର । କହିଲେ, ଯୁବତୀ ନୁହେଁ ଟଙ୍କା…

କନକ ବ୍ୟୁରୋ : ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତରଞ୍ଜନଙ୍କ ମୃତ୍ୟୁ ଏକ ହତ୍ୟାକାଣ୍ଡ ଥିଲା ବୋଲି ତଦନ୍ତକାରୀ ଟିମ୍ ସ୍ପଷ୍ଟ କରିଛି । କିନ୍ତୁ ମୃତ୍ୟୁ ପଛର ଯେଉଁ କାରଣ ଥିବା ନେଇ ଇଙ୍ଗିତ କରିଛି ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚିତରଞ୍ଜନଙ୍କ ପତ୍ନୀଙ୍କ ସମେତ ପରିବାରବର୍ଗ । ଏବଂ ଏହା…