Daily Archives

December 24, 2021

ୟୁରୋପ, ଆମେରିକା ଓ ଆଫ୍ରିକାରେ ବଢିଚାଲିଛି କରୋନା ସଂକ୍ରମଣ: କେନ୍ଦ୍ର କରାଇଲା ସତର୍କ, ଟିକା ନେଉଥିବା ବ୍ୟକ୍ତି ବି…

କନକ ବ୍ୟୁରୋ: ନୂଆ ଭ୍ୟାରିଆଂଟ ଓମିକ୍ରନକୁ ନେଇ ଆଇଆଇଟି କାନପୁର ଏକ ବଡ ତଥ୍ୟ ଦେଇଛି । ଆଇଆଇଟି କାନପୁର ରିପୋର୍ଟ କହୁଛି ଆସନ୍ତା ଫେବୃଆରୀ ସୁଦ୍ଧା ଦେଶରେ ତୃତୀୟ ଲହର ଆସିପାରେ । ବର୍ତମାନ ଦେଶରେ ବଢୁଥିବା ଓମିକ୍ରନ ସଂକ୍ରମଣ ଭିତରେ ଆଇଆଇଟି କାନପୁରର ଏହି ରିପୋର୍ଟ ନିଶ୍ଚିତ ଚିନ୍ତାଜନକ ।…

୧୦ଟି ପ୍ରଶ୍ନର ଉତର ରଖିଲେ ଓମିକ୍ରନକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର: କହିଲେ, ମାଂସପେଶୀ ଓ ପିଠି ଯନ୍ତ୍ରଣା ହେବା…

କନକ ବ୍ୟୁରୋ: ୧୦ଟି ପ୍ରଶ୍ନର ଉତର ରଖିଲେ ଓମିକ୍ରନକୁ ପ୍ରଥମେ ଚିହ୍ନଟ କରିଥିବା ଦକ୍ଷିଣ ଆଫ୍ରିକାର ଡାକ୍ତର । ଆଂଜେଲିକ୍ କୋଏଂଜି କହିଲେ, ମାଂସପେଶୀ ଓ ପିଠି ଯନ୍ତ୍ରଣା ହେବା ପ୍ରାଥମିକ ଲକ୍ଷଣ । ମୋଟା ଲୋକଙ୍କ ପାଇଁ ସୃଷ୍ଟି କରିବ ସମସ୍ୟା । ହସପିଟାଲରେ ଚାପ ବଢ଼ିଲେ କରିବାକୁ ହେବ ଲକଡାଉନ୍…

ଓମିକ୍ରନ ଭୟ ଭିତରେ ଘୁଂଚିବ କି ୟୁପି ନିର୍ବାଚନ? ଆହ୍ଲାବାଦ ହାଇକୋର୍ଟଙ୍କ ପରାମର୍ଶ ପରେ ଆକ୍ସନ ମୋଡରେ ନିର୍ବାଚନ…

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣର ଭୟାବହତା ବଢୁଛି । ଏହାରି ଭିତରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ୟୁପି ଏବଂ ଅନ୍ୟାନ୍ୟ ରାଜ୍ୟରେ ରାଜନତିକ ଦଳମାନେ ବଡ ବଡ ରାଲି ଆରମ୍ଭ କରିଦେଇଛନ୍ତି । ଏହାକୁ ନଜରରେ ରଖି ଆହ୍ଲାବାଦ ହାଇକୋର୍ଟ…

ଶୀତ ସହିତ ବଢିଲା ପ୍ରଦୂଷଣ: କଳା ଚାଦର ତଳେ ଦିଲ୍ଲୀ, ଅଣ ନିଃଶ୍ୱାସୀ ହେଉଛନ୍ତି ରାଜଧାନୀବାସୀ

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଶୀତର ଲହର ବଢିବା ସହିତ ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଛି । ଦିଲ୍ଲୀରେ ଘନ କୁହିଡି ସହ ପ୍ରଦୂଷଣର କଳା ଚାଦର ସହରକୁ ଘୋଡେଇକି ରହିଛି । ଫଳରେ ଅଣ ନିଶ୍ୱାସୀ ହୋଇ ପଡିଛନ୍ତି ଦିଲ୍ଲୀବାସି । ଯାହାକି ରାଜଧାନୀବାସିଙ୍କ ଚିନ୍ତା ବଢାଇଛି । ଦିଲ୍ଲୀର ବିଭିନ୍ନ…

ବଡ଼ଦିନ ପାଇଁ ବିଏମସିର କଟକଣା ଜାରି: ଚର୍ଚ୍ଚରେ ୫୦ ଜଣଙ୍କୁ ପ୍ରବେଶ ଅନୁମତି

କନକ ବ୍ୟୁରୋ: କୋଭିଡ-୧୯ ନେଇ ବଡ଼ଦିନ ଓ ନୂଆବର୍ଷ ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଗାଇଡଲାଇନ୍‌ ଜାରି ‌କରାଯାଇଛି। ବଡ଼ଦିନ ଓ ନୂଆବର୍ଷରେ ନିୟମ କଡ଼ାକଡ଼ି କରିବାକୁ ବିଏମ୍‌ସି ଅଣ୍ଟା ଭିଡିଛି। ବଡ଼ଦିନ ସମୟରେ କୋଭିଡ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛି।…

ପଞ୍ଜାବ ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାରେ ନୂଆ ତଥ୍ୟ: ବ୍ୟବହାର ହୋଇଥିଲା ଉନ୍ନତ ମାନର ବିସ୍ଫୋରକ ସାମଗ୍ରୀ 

କନକ ବ୍ୟୁରୋ: ପଞ୍ଜାବର ଲୁଧିଆନା ଜିଲ୍ଲା କୋର୍ଟରେ ଗୁରୁବାର ବୋମା ବିସ୍ଫୋରଣ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିସ୍ଫୋରଣ ପାଇଁ ଉନ୍ନତ ମାନର ବିସ୍ଫୋଟକ ସାମଗ୍ରୀ ବ୍ୟବହାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେହିପରି ବିସ୍ଫୋରଣରେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବ୍ୟକ୍ତି ହିଁ…