Daily Archives

December 9, 2021

ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ହସ୍ପିଟାଲରେ ଭର୍ତ୍ତି ।

କନକ ବ୍ୟୁରୋ : ଅଭିନେତା ମିହିର ଦାସ ଅସୁସ୍ଥ । ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ ଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ମିହିର ଦାସଙ୍କର କିଡନୀ ଜନିତ ସମସ୍ୟା ରହିଥିଲା । ବର୍ତ୍ତମାନ ସମୟରେ ଅଶ୍ୱିନୀ ହସ୍ପିଟାଲ…

ବୀର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଲମ୍ ଏୟାରପୋର୍ଟରେ ଶୋକାକୁଳ ପରିବେଶ ।

କନକ ବ୍ୟୁରୋ : ବୀର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଲମ୍ ଏୟାରପୋର୍ଟରେ ପହଞ୍ଚି ସିଡିଏସ ବିପିନ୍ ରାୱତ, ତାଙ୍କ ପତ୍ନୀଙ୍କ ସମେତ ସହିଦ ୧୩ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୋଦି । ରାଜଧାନୀ ଦିଲ୍ଲୀରେ ଆଜି ପହଞ୍ଚିଥିଲା ସିଡିଏସ ବିପିନ ରାୱତ,…

ଦିଲ୍ଲୀରେ ପହଞ୍ଚିଲା ସିଡିଏସ ଜେନରାଲ ବିପିନ ରାୱତଙ୍କ ମର ଶରୀର, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳି…

କନକ ବ୍ୟୁରୋ : ଗତ କାଲି ସେନାର ଏକ ହେଲିକପ୍ଟର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ଓ ଅନ୍ୟ କର୍ମଚାରୀଙ୍କ ମର ଶରୀର ଆଜି ଦିଲ୍ଲୀର ପାଲମ୍ ବିମାନ ବନ୍ଦରରେ ପହଞ୍ଚିଛି । ରାତି ୯ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ତିନି ସେନାର ପ୍ରମୁଖ ତାଙ୍କୁ…

ଶେଷରେ ସରିଲା ଚାଷୀ ଆନ୍ଦୋଳନ । MSP ପାଇଁ ଆଇନ ଆଣିବାକୁ ସରକାରଙ୍କ ପ୍ରତିଶ୍ରୁତି ପରେ ନରମିଲା ଚାଷୀଙ୍କ ସ୍ୱର ।

କନକ ବ୍ୟୁରୋ : ଶେଷରେ ପ୍ରାୟ ଏକ ବର୍ଷ ଧରି ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି । ସରକାର ପ୍ରାୟ ସମସ୍ତ ଦାବି ମାନିଯିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିନେଇଛନ୍ତି ଚାଷୀ । ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଉପରେ ବିଚାର କରିବାକୁ ଏକ କମିଟି ଗଠନ ନେଇ…

ଅଯୋଧ୍ୟା ମାମଲାର ଶୁଣାଣି ପରେ ସହଯୋଗୀ ବିଚାରପତିଙ୍କୁ ମଧ୍ୟାହ୍ନ ଭୋଜନରେ ନେଇଯାଇଥିଲେ ପୂର୍ବ ବିଚାରପତି ରଞ୍ଜନ ଗୋଗୋଇ,…

କନକ ବ୍ୟୁରୋ : ଦେଶରେ ସବୁଠାରୁ ଅଧିକ ସମୟ ଧରି ଚାଲିଥିବା ଅଯୋଧ୍ୟା ବିବାଦର ରାୟ ୨୦୧୯ ମସିହାରେ ଆସିଥିଲା । ରାୟ ଶୁଣାଥିବା ସାମ୍ବିଧାନିକ ପୀଠର ନେତୃତ୍ୱ ନେଉଥିଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇ। ଏବେ ରଞ୍ଜନ ଗୋଗୋଇ ଅବସର ନେବା ପରେ ରାଜ୍ୟସଭାରେ ସାଂସଦ ଅଛନ୍ତି ।…