Daily Archives

December 2, 2021

ମଣିଷ ଗଢୁଛନ୍ତି ଦୃଷ୍ଟି ବାଧିତ ଦମ୍ପତ୍ତି: ସ୍ୱାମୀ ଶିକ୍ଷକ, ସ୍ତ୍ରୀ ଅଧ୍ୟାପିକା

କନକ ବ୍ୟୁରୋ: ‘ଚ୍ୟାଲେଂଜ ଅଛି ତ ସଲ୍ୟୁସନ୍ ବି ଅଛି । ନିଜ ପାଇଁ ସମାଜ ପାଇଁ ଅନେକ କିଛି କରିବାର ଅଛି’ । ଏପରି କଥା କହି ସାରା ସମାଜକୁ ବାର୍ତ୍ତା ଦେଇଛନ୍ତି ରାଉରକେଲାର ଏହି ଦୃଷ୍ଟିବାଧିତ ଦମ୍ବତ୍ତି । ନିଜ ଆଖିରେ ଜ୍ୟୋତି ନଥିଲେ କ’ଣ ହେଲା, ହଜାରହଜାର ଛାତ୍ରଛାତ୍ରୀଙ୍କ ଜୀବନକୁ ଜ୍ଞାନର…

ସମ୍ଭାବ୍ୟ ବାତ୍ୟା ପାଇଁ କୋରାପୁଟରେ ସରକାରୀ ଅଫିସରଙ୍କ ଛୁଟି ୩ ଦିନ ପାଇଁ ବାତିଲ ।

କନକ ବ୍ୟୁରୋ: ବାତ୍ୟା ପାଇଁ ବାତିଲ ହେଲା ସରକାରୀ ଅଫିସରଙ୍କ ଛୁଟି । ସମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ କୋରାପୁଟରେ ସମସ୍ତ ସରକାରୀ ଅଫିସରଙ୍କୁ ଛୁଟିକୁ ବାତିଲ କରିଦିଆଯାଇଛି । ମୋଟ ୩ ଦିନ ପାଇଁ ଏହି ଛୁଟି ବାତିଲ କରାଯାଇଛି । ଆସନ୍ତା ୩ରୁ ୫ ତାରିଖ ଭିତରେ କୋରାପୁଟ ଜିଲ୍ଲାର କୌଣସି ସରକାରୀ…

ଚାଷୀଙ୍କ ମନରେ ଛନକା ଭରିଛି ବାତ୍ୟା । ବର୍ଷାରେ ଫସଲ ନଷ୍ଟ ହେବା ଭୟରେ ଜମିରୁ ଫସଲ ସୁରକ୍ଷିତ ସ୍ଥାନକୁ ନେବାକୁ…

କନକ ବ୍ୟୁରୋ : ବର୍ଷା ପୂର୍ବରୁ ଧାନ ଅମଳ ପାଇଁ ବିଭିନ୍ନ ଜିଲ୍ଲାରେ ଚାଷୀଙ୍କ ତତ୍ପରତା । ଧାନ ଫସଲ ନଷ୍ଟ ହୋଇଯିବା ଭୟରେ ଧାମ ଅମଳରେ ବ୍ୟସ୍ତ ଚାଷୀ । ବର୍ଷ ସାରା ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ଭଲ ଧାନ ଅମଳ ଅପେକ୍ଷାରେ ଥିଲା । କିନ୍ତୁ ଏବେ ସମ୍ଭାବିତ ବର୍ଷା ଭୟରେ ସୁନାର ଫସଲ ଉଜୁଡିବାକୁ…

ରୁଚି-ଫ୍ରୋଜିଟ୍ ଇଣ୍ଡିଆସ୍ ବେଷ୍ଟ ହୋମ ସେଫ୍-୨୦୨୧ । ପୁରସ୍କୃତ ହେଲେ ୪ ଜଣ ଶ୍ରେଷ୍ଠ ଗୃହିଣୀ

କନକ ବ୍ୟୁରୋ: ଗୁରୁବାର ଓଡ଼ିଶାର ଅଗ୍ରଣୀ ମସଲା ଉଦ୍ୟୋଗ ରୁଚି ଆନୁକୂଲ୍ୟରେ ପ୍ରଥମ “ରୁଚି-ଫ୍ରୋଜିଟ୍ ଇଣ୍ଡିଆସ୍ ବେଷ୍ଟ ହୋମ୍ ସେଫ୍-୨୦୨୧”ର ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମଧୁପାଟଣାସ୍ଥିତ ଫ୍ରୋଜିଟ୍ ପରିସରରେ ଥିବା ଫ୍ରୋଜିଟ୍ କନଫରେନ୍ସ ହଲରେ ଏହି ଉତ୍ସବ ଅନୁଷ୍ଠିତ…

୧୯ମାସର ଶିଶୁ ରାଜବୀରକୁ ବଞ୍ଚିବା ପାଇଁ ଆବଶ୍ୟକ ୧୬କୋଟିର ଇଞ୍ଜେକସନ । ଆର୍ଥିକ ସହାୟତା ପାଇଁ ନବୀନ ନିବାସ ସାମ୍ନାରେ…

କନକ ବ୍ୟୁରୋ : ଜୀବନ ମୃତ୍ୟୁ ଭିତରେ ୪ମାସର ଅନ୍ତର । ଏସଏମଏ ରୋଗରେ ପୀଡିତ ୧୯ମାସର ଶିଶୁ ରାଜବୀରକୁ ବଞ୍ଚିବା ପାଇଁ ଆବଶ୍ୟକ ୧୬କୋଟିର ଇଞ୍ଜେକସନ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଲୋଡିଛନ୍ତି ରାଜବୀରଙ୍କ ପରିବାର । ନବୀନ ନିବାସ ଆଗରେ ଧାରଣା ବି ଦେଇଥିଲେ, ଯାହାକୁ…

ବାୟୁ ପ୍ରଦୂଷଣ ନେଇ ଦିଲ୍ଲୀ ସରକାରଙ୍କୁ ଚରମବାଣୀ ଶୁଣାଇଲେ ସୁପ୍ରିମକୋର୍ଟ: ୨୪ ଘଂଟା ଭିତରେ ପଦକ୍ଷେପ ନେବାକୁ ଦେଲେ…

କନକ ବ୍ୟୁରୋ: ଦିଲ୍ଲୀ ବାୟୁ ପ୍ରଦୁଷଣ ମାମଲାରେ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ସନା । ବିଭିନ୍ନ ଅଧିକାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦେଶ ଦିଆଯାଇିଥିବାବେଳେ ଛୋଟ ପିଲାଙ୍କୁ କେଉଁ ପରିସ୍ଥିତିରେ ସ୍କୁଲ ଯିବାକୁ ନିର୍ଦେଶ ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି…