Daily Archives

December 29, 2021

କାନପୁର କୁବେରକୁ ନେଇ ୟୁପିରେ ତେଜିଲା ରାଜନୀତି: ପ୍ରଧାନମନ୍ତ୍ରୀଙ୍କ କାଉଂଟର ପରେ ଜବାବ ରଖିଲା ସମାଜବାଦୀ ପାର୍ଟି

କନକ ବ୍ୟୁରୋ: କାନପୁର ବ୍ୟବସାୟୀ ପିୟୁଷ ଜୈନଙ୍କୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି । ପିୟୁଷ ଜୈନ୍ଙ୍କ ଘରୁ ୨ଶହ କୋଟିରୁ ଅଧିକ ଟଙ୍କା ଜବତ ହେବା ପରେ ଏହାକୁ ନେଇ ଉତରପ୍ରଦେଶରେ ରାଜନୀତି ଜୋର ଧରିଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି…

ଦିଲ୍ଲୀରେ ଅଜବ ଚିତ୍ର: ସଂକ୍ରମଣ ଏଡାଇବାକୁ ବସ ଓ ମେଟ୍ରୋରେ ୫୦ ପ୍ରତିଶତ ଯାତ୍ରୀ ବସିବାକୁ ଅନୁମତି 

କନକ ବ୍ୟୁରୋ: ଓମିକ୍ରନ ଭୂତାଣୁ ଭୟ ପାଇଁ ଦିଲ୍ଲୀ ସରକାର କଟକଣା ଲଗାଇଛନ୍ତି । ଆଉ ଇଏ ହେଉଛି ନିୟମ ଲାଗୁ ହେବା ପରର ଚିତ୍ର । ଯୁଆଡେ ଅନାଇବେ ଲୋକଙ୍କ ଗହଳି । ଚାରିଆଡେ ଜନ ସମୁଦ୍ର । ମେଟ୍ରୋ ଓ ବସ ଷ୍ଟାଣ୍ଡର ଏହି ଚିତ୍ର ଆଗାମୀ ଦିନରେ ଭୂତାଣୁର ଭିଡକୁ ବଢାଇବ ବୋଲି ଇସାରା ଦେଲାଣି । ନୂଆ…

ପେଟ୍ରୋଲ ଉପରୁ ୨୫ ଟଙ୍କା କମାଇଲେ ଝାଡଖଣ୍ଡ ସରକାର: ତେଲ ଦର ବୃଦ୍ଧି ବେଳେ ସୋରେନ୍ ସରକାରଙ୍କ ମାଷ୍ଟରଷ୍ଟ୍ରୋକ 

କନକ ବ୍ୟୁରୋ: ଗୋଟିଏ ଜନମଙ୍ଗଳ ରାଷ୍ଟ୍ରର ସରକାର ବିପିଏଲ ପରିବାରକୁ ଚାଉଳ, ଚିନି, କିରୋସିନ ଦିଅନ୍ତି  । କିନ୍ତୁ ଏବେ ବିପିଏଲ ପରିବାରକୁ ମାସକୁ ରିହାତିରେ ପେଟ୍ରୋଲ ଦେବାରେ ହେମନ୍ତ ସୋରେନ ସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି । ମାସକୁ ୧୦ ଲିଟର ପେଟ୍ରୋଲରେ ୨୫୦ ଟଙ୍କାର ରିହାତି ଦେଇ…

ବର୍ଷ ଶେଷ ହେଇଗଲା: ଚାଲିଲାନି ବିରାଟଙ୍କ ବ୍ୟାଟ, ୨ ବର୍ଷ ହେବ ଶତକ ଅପେକ୍ଷାରେ ଫ୍ୟାନ 

କନକ ବ୍ୟୁରୋ: ବର୍ଷ ଶେଷ ହେଇଗଲା । ହେଲେ ଚଳିତ ବର୍ଷ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ ପୂର୍ବବର୍ଷ ଗୁଡିକ ପରି ଚାଲିଲାନାହିଁ । ୨୦୨୧ ରେ ବିରାଟଙ୍କ ବ୍ୟାଟରୁ ଗୋଟିଏ ହେଲେ ମଧ୍ୟ ଶତକ ଦେଖିବାକୁ ପାଇଲେନି କ୍ରିକେଟ ପ୍ରେମୀ । ତେବେ ସେଂଚୁରିଆନ ଟେଷ୍ଟର ଉଭୟ…

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ଚତୁର୍ଥଦିନ ଖେଳ ଶେଷ, ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ଦରକାର ୨୧୧ ରନ 

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥଦିନର ଖେଳ ଶେଷ ହୋଇଛି । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୪ ୱିକେଟ ହରାଇ ୯୪ ରନ କରିଛି । ତେବେ ଜିତିବାକୁ ଦକ୍ଷିଣ ଆଫ୍ରିକାକୁ ଆଉ ୨୧୧ ରନର ଆବଶ୍ୟକତା ରହିଛି । ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ…

୨ ଦିନରେ ବ୍ୟାଙ୍କ ଖାତାରୁ ଗାଏବ୍ ହୋଇଗଲା ସାଢେ ୧୨ ଲକ୍ଷ ଟଙ୍କା: ଏଫଡି ଭାଙ୍ଗି ଖାତା କରିଦେଲେ ଖାଲି

କନକ ବ୍ୟୁରୋ: ରାଜ୍ୟରେ ଗୋଟିଏ ପଟେ ସାଇବର ଥାନା ସଂଖ୍ୟା ବଢ଼ୁଛି, ଅନ୍ୟପଟେ ସାଇବର ଠକେଇ । ଗୋଟିଏ ପରେ ଗୋଟିଏ ସାଇବର ଠକେଇର ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏପରିକି ବ୍ୟାଙ୍କରେ ରଖିଥିବା ଫିକସ ଡିପୋଜିଟ ଓ ଜମା ଖାତାରୁ ୧୨ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରିର…