Daily Archives

December 6, 2021

ଇଡି ଜାଲରେ ଜ୍ୟାକଲିନ ଫର୍ଣ୍ଣାଡିଜ । ୫୨ ଲକ୍ଷର ଘୋଡା ଓ ୯ ଲକ୍ଷ ଟଙ୍କାର ବିଲେଇ ଉପହାର ଦେଇଥିଲା ସୁକେଶ

କନକ ବ୍ୟୁରୋ: କୋଟି କୋଟି ଟଙ୍କା ଠକେଇ କରି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ ସୁକେଶ ଚନ୍ଦ୍ରଶେଖର । ୨ଶହ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ କାଠଗଡାରେ ଚାଲିଆସିଛନ୍ତି । ଏହି ଠକେଇ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ନୋରା ଫତେହିଙ୍କ ନାଁ…

ଦେଶରେ ୫ଟି ରାଜ୍ୟକୁ ବ୍ୟାପିଲା କରୋନାର ନୂଆ ପ୍ରଜାତି । ଓମିକ୍ରନ୍ ଭୟ ଭିତରେ ଦିଲ୍ଲୀ ଅନ୍ତର୍ଜାତୀୟ ଏୟାରପୋର୍ଟରୁ…

କନକ ବ୍ୟୁରୋ :  ଓମିକ୍ରନ୍ ଭୂତାଣୁକୁ ନେଇ ଦେଶର ଅନେକ ରାଜ୍ୟରେ କରୋନାର ଗାଇଡ୍ ଲାଇନ୍କୁ କଡା କଡି ଭାବେ ପାଳନ କରାଯାଉଛି । ଦେଶରେ ଏବେ ୫ଟି ରାଜ୍ୟରେ ପହଁଚି ସାରିଲାଣି ‘ଓମିକ୍ରନ୍’ । ଆଉ ନୂଆ ପ୍ରଜାତି ‘ଓମିକ୍ରନ୍’ରେ ଆକ୍ରାନ୍ତ ସଂଖ୍ୟା ୨୩   । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

ବଢିବ ଭାରତ ସାମରିକ ଶକ୍ତି । ଶତ୍ରୁକୁ କଡ୍ଡା ଜବାବ ଦେବ ଅତ୍ୟାଧୁନିକ ‘ଏସ-୪୦୦’ ମିଜାଇଲ୍ ଡିଫେନ୍ସ ସିଷ୍ଟମ୍

କନକ ବ୍ୟୁରୋ : ବଢିବ ଭାରତ ସାମରିକ ଶକ୍ତି । ଶତ୍ରୁକୁ କଡ୍ଡା ଜବାବ ଦେବ ଅତ୍ୟାଧୁନିକ ଏସ୍-ଫୋର୍ ହଣ୍ଡ୍ରେଡ୍ ମିଜାଇଲ୍ ଡିଫେନ୍ସ ସିଷ୍ଟମ୍ । ଏନେଇ ଋଷ ସହ ହୋଇଛି ଚୁକ୍ତି । ଭାରତ ଗସ୍ତରେ ଥିବା ଋଷ ରାଷ୍ଟ୍ରପତି ଭାଦିମିର ପୁଟିନ୍ଙ୍କ ସହ ଆଲୋଚନା କରି ୩୫ହଜାର କୋଟିର ଚୁକ୍ତି ସ୍ୱାକ୍ଷର…

ଆନ୍ଧ୍ରରୁ ଆସୁଛି ଚୋରା କ୍ଷୀର । ବ୍ରିକି ପାଇଁ ମନା ଥିବା ସତ୍ତ୍ୱେ ଓଡ଼ିଶାରେ ଚାଲିଛି ବିକ୍ରି

କନକ ବ୍ୟୁରୋ: କୋଟିଆ ପରେ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଇଲାକାରେ ଏବେ ଆନ୍ଧ୍ର କ୍ଷୀର ବିକ୍ରିକୁ ନେଇ ଚର୍ଚ୍ଚା । ଆନ୍ଧ୍ରରୁ ଆସୁଥିବା ଏହି କ୍ଷୀର ପ୍ୟାକେଟ ଉପରେ ରହିଛି, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ । ଆହୁରି ମଧ୍ୟ ଲେଖାଯାଇଛି ଏହା ବିକ୍ରି ପାଇଁ ନୁହେଁ କିନ୍ତୁ ଅବାଧରେ ଚାଲିଛି ଏହି…