ତୁଟୁନି ସ୍ୱାମୀ-ସ୍ତ୍ରୀ ପାରିବାରିକ ବିବାଦ । ନ୍ୟାୟ ଦାବିରେ ଶ୍ୱଶୁରର ଘର ଆଗରେ ପୁଣି ଧାରଣା ଦେଲେ ତପସ୍ୱିନୀ ।
କନକ ବ୍ୟୁରୋ: ପୁଣି ଶଶ୍ୱୁର ଘର ଆଗରେ ଧାରଣାରେ ତପସ୍ୱିନୀ । ନ୍ୟାୟ ନ ମିଳିବା ଯାଏଁ ଧାରଣା ଜାରି ରହିବ ବୋଲି କହିଛନ୍ତି ତପସ୍ୱିନୀ । ଗତମାସରେ ଶୁଶୁର ଘର ଆଗରେ ଧାରଣାରେ ବସିଥିଲେ ତପସ୍ୱିନୀ । ସେ କହିଥିଲେ, ସୁମିତ ତାଙ୍କୁ କୋର୍ଟରେ ବିବାହ କରିଥିଲେ । ଏପରିକି ସେ ଶାଶୁଘରେ ୬ ମାସ…