Daily Archives

December 23, 2021

ରାଜ୍ୟପାଳଙ୍କ ନଜରକୁ ଆସିଲା ସୁମିତ-ତପସ୍ୱିନୀ ବିବାଦ । ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ।

କନକ ବ୍ୟୁରୋ : ସୁମିତ ଓ ତପସ୍ୱିନୀ ବିବାଦ ଏବେ ରାଜଭବନରେ ପହଞ୍ଚିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଏହି ମାମଲାରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ତପସ୍ୱିନୀ ଏବେ କେଉଁଠି ରହିବେ ? ତାଙ୍କ ଦାୟିତ୍ୱ କିଏ ନେବ…

ଓମିକ୍ରନ ଆତଙ୍କ ଭିତରେ ରେଭେନ୍ସା କଲେଜରେ ଏକାଠି ହେଲେ ହଜାର ହଜାର ପିଲା: ନାଚଗୀତରେ ଦଳିଦେଲେ କୋଭିଡ ନିୟମ

କନକ ବ୍ୟୁରୋ: ସାରା ଦେଶରେ ଏବେ ଓମିକ୍ରନ ଭୟ ଦେଖିବାକୁ ମିଳିଛି । ସେପଟେ ରାଜ୍ୟରେ ମଧ୍ୟ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଏହାକୁ ଦୃଷ୍ଟିରେ ରଖି ସରକାର ପୁଣି କୋଭିଡ ନିୟମକୁ କଡାକଡି କରିଛନ୍ତି । ହେଲେ ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟର ଚିତ୍ର ଆପଣଙ୍କୁ ନିଶ୍ଚୟ…

ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ହଟିବା ପରେ ରାଜନୀତି ଜୋର । ପଛୁଆ ବର୍ଗଙ୍କୁ କିଏ କଲା ପ୍ରତାରଣା,…

କନକ ବ୍ୟୁରୋ : ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି ନେଇ ହାଇକୋର୍ଟଙ୍କ ରାୟ ପରେ ଆସନ ଗଣିତ ଓଲଟପାଲଟ ହୋଇଯାଇଛି । ଆଉ ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇଛି । ବିଜେଡି କହିଛି, କୋଟା ନଥିଲେ ବି ତାଙ୍କ ଦଳ ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବ । ବିରୋଧୀ ବିଜେପି ଓ କଂଗ୍ରେସ କିନ୍ତୁ ପାଲଟା…

ପାକିସ୍ତାନ ଛାଡି ଭାରତ ଆସିବାକୁ ଚାହୁଁଛନ୍ତି ପାକିସ୍ତାନୀ: ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିଛନ୍ତି ୭, ୩୦୬ ଜଣ

କନକ ବ୍ୟୁରୋ: ଭାରତୀୟ ନାଗରିକତ୍ୱ ଗ୍ରହଣ ପାଇଁ ଆଗରେ ପାକିସ୍ତାନ । ପାକିସ୍ତାନ ଛାଡି ଭାରତ ଆସିବା ପାଇଁ ଚାହୁଁଛନ୍ତି ହଜାର ହଜାର ପାକିସ୍ତାନୀ । ୧୪ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ପାକିସ୍ତାନର ୭ ହଜାର ୩୦୬ ଜଣ ଭାରତୀୟ ନାଗରୀକତ୍ୱ ପାଇଁ ଆବେଦନ କରିଛନ୍ତି । ସଂସଦରେ ଏନେଇ ବୁଧବାର ସୂଚନା…

ଚିନ୍ତା ବଢ଼ାଇଲେ ବିଦେଶ ଫେରନ୍ତା । ଓଡ଼ିଶାରୁ ଚିହ୍ନଟ ହେଲେ ଆଉ ୨ ଓମିକ୍ରନ ଆକ୍ରାନ୍ତ ।

କନକ ବ୍ୟୁରୋ : ଆଜି ଓଡ଼ିଶାରେ ଆଉ ୨ଜଣ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି । ବଡ କଥା ହେଉଛି, ସେମାନେ ୧୧ ଓ ୧୫ବର୍ଷର ଦୁଇ ଜଣ ନାବାଳିକା । ନାଇଜେରିଆରୁ ଫେରିବା ପରେ ସେମାନେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ କୌଣସି ଲକ୍ଷଣ ନଥିଲା । ପରୀକ୍ଷା ପରେ ସେମାନଙ୍କ ଠାରେ ଓମିକ୍ରନ…

ଜନ୍ମରୁ ପରସ୍ପର ସହ ଯୋଡି ହୋଇ ଜନ୍ମ ହୋଇଥିଲେ ଦୁଇଭାଇ, ଏବେ ସରକାର ଦେଲେ ଚାକିରି

କନକ ବ୍ୟୁରୋ : ପଞ୍ଜାବର ଅମୃତସରରେ ରହୁଥିବା ଜାଆଁଳା ଭାଇ ସୋହନ ଓ ମୋହନ ଏବେ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି । ଆତ୍ମନିର୍ଭର ହେବାକୁ ଚେଷ୍ଟା କରୁଥିବା ଏହି ଜାଆଁଳା ଭାଇଙ୍କୁ ପଞ୍ଜାବ ଷ୍ଟେଟ ପାୱାର କର୍ପୋରେଶନରେ ଚାକିରି ମିଳିଛି । ସବୁବେଳେ ଯୋଡି ହୋଇ ରହିଥିବା ଏହି ଦୁଇଭାଇ ସୋହନା ଓ…