Daily Archives

December 23, 2021

ଗ୍ରାମାଞ୍ଚଳରେ ଯୋଗାଯୋଗକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ, ନିର୍ମାଣ ହେବ ୫୫ଟି ବସଷ୍ଟାଣ୍ଡ

କନକ ବ୍ୟୁରୋ: ଗ୍ରାମାଞ୍ଚଳରେ ଯୋଗାଯୋଗର ଉନ୍ନତିକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି। ଗାଁ ଗାଁର ଲୋକେ ସହରକୁ ସହଜ, ସୁବିଧା ଓ ସୁରକ୍ଷିତ ଭାବରେ ଯାତାୟତ କରିବା ପାଇଁ ସରକାର ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ…

ଓମିକ୍ରନ ନେଇ ସବୁ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର । ଅଯଥା ଗହଳିରୁ ଦୂରେଇ ରହିବାକୁ ପରାମର୍ଶ, କାମ କରିବନି କପଡା…

କନକ ବ୍ୟୁରୋ : କନକ ବ୍ୟୁରୋ : ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭ ପହଞ୍ଚିବା ପରେ କେନ୍ଦ୍ର ସରକାର, ସବୁ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି । ସଂକ୍ରମଣ ହାର, ଆକ୍ରାନ୍ତଙ୍କ ସଂଖ୍ୟା କେତେ ଦିନରେ ଦ୍ୱିଗୁଣିତ ହେଉଛି, ଏସବୁ ଉପରେ ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି ।…

ଓମିକ୍ରନକୁ ନେଇ କେଜ୍ରିୱାଲଙ୍କ ଭବିଷ୍ୟବାଣୀ, ବର୍ତ୍ତମାନର ସ୍ଥିତିକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଦେଶରେ ବଢି ଚାଲିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ନେଇ ସାରା ଦେଶ ଚିନ୍ତାରେ ଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି କି ଏବେ ଦୈନିକ ୧ ଲକ୍ଷ ମାମଲା ସମ୍ଭାଳିବାକୁ ଭିତ୍ତିଭୂମି ପ୍ରସ୍ତୁତ…

୨୦୨୦ରେ ଓଡ଼ିଶାରେ ସଡ଼କ ଦୁର୍ଘଟଣା ନେଇଛି ୪୭୩୮ ଜୀବନ । ମୃତକଙ୍କ ମଧ୍ୟରେ ରହିଛନ୍ତି ୮୦% ହେଲମେଟ ପିନ୍ଧୁନଥିବା ଚାଳକ ।…

କନକ ବ୍ୟୁରୋ : ରାଜ୍ୟରେ ସଡକ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ରାଜ୍ୟରେ ଚଳିତବର୍ଷ ୪୭୩୮ ଜଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏନେଇ ସଡ଼କ ସୁରକ୍ଷା ପରିଷଦରେ ସ୍ପଷ୍ଟ…

ଭୁବନେଶ୍ୱରର ଦୁର୍ଘଟଣା ରିପୋର୍ଟ: ବର୍ଷକରେ ଦୁର୍ଘଟଣାରେ ଯାଇଛି ୧୪୯ ଜଣଙ୍କ ଜୀବନ 

କନକ ବ୍ୟୁରୋ: ଭୁବନେଶ୍ୱରରେ ଚଳିତ ବର୍ଷ ଦୁର୍ଘଟଣାରେ ଯାଇଛି ୧୪୯ ଜୀବନ । ଜାନୁଆରୀ ୧ରୁ ନଭେମ୍ବର ୩୦ ଭିତରେ ୫୩୨ ଦୁର୍ଘଟଣାଜନିତ ମାମଲା । ମୋଟ ୧୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୪ ଜଣ ଗୁରୁତର ହୋଇଛନ୍ତି । କ୍ୟାପିଟାଲ ଥାନା ଅଧିନରେ ସର୍ବାଧିକ ୬୨ଟି ସଡକ ଦୁର୍ଘଟଣା ମାମଲା ।…

ଏପ୍ରିଲ ସୁଦ୍ଧା ୧୧, ୪୦୩ ଶିକ୍ଷକ ନିଯୁକ୍ତି: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

କନକ ବ୍ୟୁରୋ: ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ୟ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧, ୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।…