Daily Archives

December 7, 2021

ବିଜେପିର ଦୋମୁହାଁ ନୀତି ଉପରୁ ପରଦା ହଟାଇଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ କିଛି ଏମିତି କଲା ଖୁଲାସା… ।

କନକ ବ୍ୟୁରୋ : ମମିତା ପ୍ରସଙ୍ଗରେ ଦୀର୍ଘ ୬ ଦିନ ହେବ ବିଧାନସଭା ଅଚଳ । ଗୃହକୁ ଚଲାଇ ଦେଉନାହାନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ତେବେ ଏହି ପ୍ରସଙ୍ଗକୁ ନେଇ ବିଜେପି ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି । ମମିତା ହତ୍ୟାକୁ ନେଇ ବିଜେପି ପ୍ରଥମେ ବିଧାନସଭା ବାହାରେ ଗୋବର ପାଣି…

ବିଜେପିର ମୁଖା ଖୋଲିଲା ବିଜେଡି । ପ୍ରେସମିଟରେ ପ୍ରମାଣ ଦେଲେ, କହିଲେ ଗୋବିନ୍ଦଙ୍କୁ ବେଲ ଦେବାକୁ ଲଢୁଛନ୍ତି ବିଜେପି…

କନକ ବ୍ୟୁରୋ : ମମିତା ପ୍ରସଙ୍ଗକୁ ନେଇ ବିରୋଧୀ ବିଧାନସଭା ହୁଲୁସ୍ତୁଲୁ କରୁଛନ୍ତି । ଖାସକରି ଗୃହରେ ବିଜେପି ସଦସ୍ୟ ମାନେ ପ୍ରବଳ ହଟ୍ଟଗୋଳ କରୁଛନ୍ତି । ଯେଉଁଥିପାଇଁ ଦୀର୍ଘ ୬ ଦିନ ହେବ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରୁନି । ମମିତା ପ୍ରସଙ୍ଗରେ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରିବା ଦାବିରେ…

‘ସେଭେନ ଷ୍ଟାର ଷ୍ଟିଲ କାରଖାନା’ ବଢ଼ାଉଛି ପ୍ରଦୂଷଣ! କମ୍ପାନୀ ବିରୋଧରେ ଗ୍ରାମବାସୀଙ୍କ ଅଭିଯୋଗ

କନକ ବ୍ୟୁରୋ: ପରିବେଶ ପ୍ରଦୂଷଣ ବର୍ତମାନର ଏକ ବଡ଼ କାରଣ ପାଲଟିଛି । ବିଭିନ୍ନ ସ୍ଥାନରେ ଏବେ ଭିନ୍ନ ଭିନ୍ନ କାରଣରୁ ପରିବେଶ ପ୍ରଦୂଷଣ ହେଉଛି । ଲୋକମାନେ ଏହାଦ୍ୱାରା ବେଶ ପ୍ରଭାବିତ ହେଉଛନ୍ଚି । ଝାରସୁଗୁଡାରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ କଳକାଖାନା । ‘ସେଭେନ ଷ୍ଟାର ଷ୍ଟିଲ କାରଖାନା’…

ମାଓବାଦୀ ପାଳୁଛନ୍ତି ପିଏଲଜିଏ ସପ୍ତାହ: ୭ ଦିନ ହେଲା ଘରୋଇ ବସ୍ ଚଳାଚଳ କରୁଥିବା ବେଳେ ଗଡୁନି ସରକାର ବସ

କନକ ବ୍ୟୁରୋ: ମାଓବାଦୀଙ୍କ ନାଁ ଶୁଣିବା ମାତ୍ରେ ବନ୍ଦ ହୋଇ ଯାଏଁ ବସ ସେବା । ଡିସେମ୍ବର୨ ରୁ ୮ ଯାଏଁ ମାଓବାଦୀ ପ୍ରତିବର୍ଷ ପିଏଲଜିଏ ସପ୍ତାହ ପାଳନ କରନ୍ତି । ତେବେ ରାଜ୍ୟରେ ଏବେ ମାଓ ଗତିବଧି କମୁୁଥିଲେ ବି ବସ ଚଳାଚଳ ଠପ୍ ପରମ୍ପରା ବନ୍ଦ କରୁ ନାହିଁ ଓଏସଆରଟିସି । ଫଳରେ ଦକ୍ଷିଣ ଓଡିଶାରେ…

ଆଉ ରାଜ୍ୟ ବାହାରକୁ ଯିବେ ନାହିଁ ଶ୍ରମିକ: ନିଜେ ରୋଜଗାରକ୍ଷମ ହେବା ସହ ସ୍ଥାନୀୟ ଅଂଚଳର ଲୋକଙ୍କୁ ରୋଜଗାର ଦେଉଛନ୍ତି…

କନକ ବ୍ୟୁରୋ: କିଛି ନୂଆ କରିବାର ଆଶା ସଫଳତା ଆଣିଦିଏ । ଆଗକୁ ବଢିବାକୁ ରାସ୍ତା ଦେଖାଏ । ଠିକ୍ ଯାହା ଘଟିଛି ଉଚ୍ଚ ଶିକ୍ଷିତ ଯୁବକ ଶ୍ରୀକାନ୍ତଙ୍କ କ୍ଷେତ୍ରରେ । ପାଠ ପଢିବା ପରେ ସରକାରୀ ଚାକିରି ପଛରେ ଗୋଡାଇ ନାହାନ୍ତି, କି ବାହାର ରାଜ୍ୟରେ କରିଥିବା କମ୍ପାନୀ ଚାକିରି ତାଙ୍କୁ ବାନ୍ଧି ରଖି…

ବାରମ୍ବାର ଅଭିଯୋଗ ପରେ ବି ଶୁଣିଲା ନାହିଁ ପ୍ରଶାସନ: ଚାନ୍ଦା ଆଦାୟ କରି ରାସ୍ତା ମରାମତି କଲେ ଗ୍ରାମବାସୀ

କନକ ବ୍ୟୁରୋ: ପକ୍କା ରାସ୍ତା ଟିଏ ପାଇଁ ପ୍ରାଶାସନ ପାଖରେ ଗୁହାରୀ କରି ଥକିଗଲେ ଅଚଂଳବାସୀ । ହେଲେ କେହି ବି ଶୁଣିଲେନି । ଶେଷରେ ଭିକ୍ଷା କରି ନିଜ ଶ୍ରମଦାନରେ ରାସ୍ତା ମରାମତି କଲେ ଦୁଇଖଣ୍ଡ ଗାଁର ଲୋକେ । ଯେତେବେଳେ ବର୍ଷ ବର୍ଷ ଧରି ଖାଲଖମା ଭରା ରାସ୍ତାରେ ଯିବାଆସିବା କରିବାକୁ ପଡେ ।…