Daily Archives

December 7, 2021

ବାତ୍ୟା ଆସିଲାନି କିନ୍ତୁ ବର୍ଷା ନଷ୍ଟ କରିଦେଲା ଫସଲ: ଏକର ଏକର ଜମିରେ ପାଣିରେ ବୁଡି ରହିଛି ଧାନ

କନକ ବ୍ୟୁରୋ: ବର୍ଷା ପରେ ଚାଷୀଙ୍କ ଦୁର୍ଦଶା । ଜୱାଦ ସମୁଦ୍ର ଭିତରେ ଦୁର୍ବଳ ହୋଇ ଚାଲିଗଲା । ହେଲେ ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷା ଚାଷୀଙ୍କ ପାଇଁ ବଡ ଦୁଃଖ ପାଲଟିଗଲା । ଧାନ, ପନିପରିବା ଓ ଛତୁଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଗଲା । ବର୍ଷା ପରେ ପୋଟଳ ବିଲକୁ ଦେଖି ଚିନ୍ତାରେ ପଡିଯାଇଛନ୍ତି…

ଗରିବ ହିତାଧିକାରୀଙ୍କୁ ଶୋଷଣ: ଘରେ ଜଳୁଛି ବିପିଏଲ ବିଜୁଳି, ମାସକୁ ଆସୁଛି ୩୦ ହଜାରରୁ ଅଧିକ ଟଙ୍କାର ବିଲ୍ 

କନକ ବ୍ୟୁରୋ: ଇଲେକ୍ଟିକ ବିଲ୍ ଆଳରେ ହିତାଧିକାରୀଙ୍କୁ ଶୋଷଣ କରୁଛି ବିଦ୍ୟୁତ୍ ବିଭାଗ । ସେବା ଯୋଗାଇଦେବା ନାଁରେ ମନଇଚ୍ଛା ଚାଲିଛି ରୀତିମତ ଲୁଟ୍ । ହିତାଧିକାରୀଙ୍କ ଉପରେ ଚାଲିଛି ଜୁଲମ୍ । ଏପରି ମନମାନି ଓ ଶୋଷଣରେ ଅସହ୍ୟ ହୋଇପଡ଼ିଲେଣି ଉଦଳା ବ୍ଲକ ଚୈତନ୍ୟଗଡ଼ି ଗାଁର ହିତାଧିକାରୀ । ଗାଁରେ…

ଲକ୍ଷ୍ନୌରେ ୧ ମାସ ପାଇଁ ଲାଗିଲା ଧାରା ୧୪୪, ଜାଣନ୍ତୁ କଣ ରହିଛି ନିୟମ

କନକ ବ୍ୟୁରୋ :  ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ମଙ୍ଗଳବାର ଠାରୁ ଧାରା ୧୪୪ ଲଗାଯାଇଛି । ସୂଚନା ମୁତାବକ କ୍ରିସମାସ, ନୂଆ ବର୍ଷ ଓ ପ୍ରବେଶିକା ପରୀକ୍ଷ ସହ ଅନ୍ୟ ପର୍ବ ପର୍ବାଣୀକୁ ନଜରରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ପ୍ରଶାସନ ପକ୍ଷରୁ ଲକ୍ଷ୍ନୌରେ ପୂରା ଗୋଟିଏ ମାସ ପାଇଁ…

ବିରୋଧୀଙ୍କ ହଟ୍ଟଗୋଳ, ଗୃହ ଅଚଳ । ଷଷ୍ଠ ଦିନରେ ବି ସମାନ ଅବସ୍ଥା, ଚାଲିପାରିଲାନି ଗୃହ, ଆସନ୍ତାକାଲି ୧୦.୩୦ ଯାଏଁ ଗୃହ…

କନକ ବ୍ୟୁରୋ : ୬ଷ୍ଠ ଦିନରେ ବି ଗୃହ ଅଚଳ । ମମିତା ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ଗୃହକୁ ଆସନ୍ତାକାଲି ସାଢେ ୧୦ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ତେବେ ଗୃହ ମୁଲତବୀ ପୂର୍ବରୁ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା…

ୟୁପିରୁ ଆସିଲା ଛାତି ଥରାଇଦେବା ଭଳି ଖବର, ପରୀକ୍ଷା ବାହାନାରେ ନିଶା ଦେଇ ୧୭ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

କନକ ବ୍ୟୁରୋ : ଆଗକୁ ୟୁପିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସବୁ ରାଜନୈତିକ ଦଳମାନେ ନିଜ ନିଜର ଭୋଟ ବ୍ୟାଙ୍କ ବୃଦ୍ଧି କରିବାକୁ ଲୋକମାନଙ୍କୁ ରଙ୍ଗୀନ ସ୍ୱପ୍ନ ଦେଖାଇବାରେ ବ୍ୟସ୍ଥ । ଗୃହମନ୍ତ୍ରୀ କହୁଛନ୍ତି ଯୋଗୀ ସରକାର ସମୟରେ ଉତ୍ତରପ୍ରଦେଶ ଏତେ ବଦଳି ଯାଇଛି ଯେ ରାତି ୨…

ପାଇକ ବିଦ୍ରୋଦ ନେଇ ବିଧାନସଭାରେ ସଂକଳ୍ପ ପାରିତ: ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ହେଲା ସଂକଳ୍ପ

କନକ ବ୍ୟୁରୋ: ପାଇକ ବିଦ୍ରୋହ ପ୍ରସଙ୍ଗକୁ ନେଇ ବିଧାନସଭାରେ ସଂକଳ୍ପ ପାରିତ । ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ସଂକଳ୍ପ ପାରିତ । ସଂକଳ୍ପ ଆଣିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । କେନ୍ଦ୍ର ସରକାରଙ୍କ ନିକଟକୁ ଏହି ସଂକଳ୍ପ ପଠାଯିବ । କେନ୍ଦ୍ର…