ମହାରାଷ୍ଟ୍ରରେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ

217

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ ଚିହ୍ନଟ । ଦକ୍ଷିଣ ଆଫ୍ରିକା ଓ ବିପଦ ତାଲିକାଭୁକ୍ତ ରାଷ୍ଟ୍ରରୁ ଫେରନ୍ତା ୬ ଜଣ ପଜିଟିଭ । ଏମାନଙ୍କ ନମୁନା ଜେନମ ସିକ୍ସେନ୍ସିଂ ପାଇଁ ପଠାଯାଇଛି । ଏହି ୬ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁୁ ଠାବ ଉଦ୍ୟମ ଚାଲିଛି । ଆକ୍ରାନ୍ତ ୬ ଜଣଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି । ଏନେଇ ମହାରାଷ୍ଟ୍ର ଜନସ୍ୱାସ୍ଥ୍ୟ ପକ୍ଷରୁ ସୂଚନା ଦିଆଯାଇଛି ।