Daily Archives

November 27, 2021

ଆଉ ଦୁଇ ଜିଲ୍ଲାରେ ସ୍ମାର୍ଟ ହେଲଥ୍ କାର୍ଡ: ସାମିଲ ହେଲା କୋରାପୁଟ ନବରଙ୍ଗପୁର ଜିଲ୍ଲା

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। କୋରାପୁଟର ୧୨ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ନବରଙ୍ଗପୁରର ୧୧ ଲକ୍ଷ ୩୦…

କେମିତି ହେବ ଓଡ଼ିଶା ନିର୍ମାଣ । କନକ ନ୍ୟୁଜ୍ କନକ୍ଲେଭରେ ମତ ରଖିଲେ ଅତିଥି ।

କନକ ବ୍ୟୁରୋ : ସରକାରଙ୍କୁ ପ୍ରଶ୍ନ ପଚାରୁ ଗଣମାଧ୍ୟମ, ହେଲେ ଏଥିପାଇଁ ଗଣମାଧ୍ୟମକୁ ଆତ୍ମନିର୍ଭର ହେବା ଆବଶ୍ୟକ । ଖବର ନିରପେକ୍ଷ ନହେଲେ ଗଣତନ୍ତ୍ରକୁ ଏହାର ମୂଲ୍ୟ ଦେବାକୁ ପଡିବ । ଓଡ଼ିଶା ନିର୍ମାଣ କନକ୍ଳେଭରେ ମତ ରଖି ଏହା କହିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ । ସେପଟେ ଓଡ଼ିଶା…

କଡ଼ା ସୁରକ୍ଷା ମଧ୍ୟରେ ଅପରାଜିତାଙ୍କ ପଦଯାତ୍ରା । ଗ୍ୟାସ ଦରବୃଦ୍ଧିକୁ ନେଇ ଅଧାବାଟରେ ବିରୋଧ କଲେ ବିଜେଡି କର୍ମୀ ।

କନକ ବ୍ୟୁରୋ : ଆଜି ପ୍ରତିବାଦ ଭିତରେ ପୁଣି ଭୁବନେଶ୍ୱରରେ ପଦଯାତ୍ରା କରିଛନ୍ତି ସାଂସଦ ଅପରାଜିତା । ଦୁଇ ଦିନ ତଳେ ଘଟିଥିବା ଘଟଣାକୁ ଦୃଷ୍ଟିିରେ ରଖି ତାଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦେଇଥିଲା ପୋଲିସ୍ । ଆଜି ଅପରାଜିତାଙ୍କ ପଦଯାତ୍ରା ବେଳେ ବି ସେ ବିରୋଧର ସମ୍ମୁଖୀନ ହୋଇଥିଲେ । ଗ୍ୟାସ୍ ଦର…

ନାବାଳିକା ଦୁଷ୍କର୍ମ ମାମଲାରେ କୋର୍ଟଙ୍କ ଐତିହାସିକ ରାୟ, ଗୋଟିଏ ଦିନରେ ଦୋଷୀକୁ ଶୁଣାଇଲେ ଦଣ୍ଡ

କନକ ବ୍ୟୁରୋ : ଭାରତୀୟ ଆଇନ ବ୍ୟବସ୍ଥାରେ ନ୍ୟାୟ ପାଇବାକୁ ହେଲେ ଅଭିଯୋଗକାରୀଙ୍କୁ ଅପେକ୍ଷା କରିବାକୁ ପଡିଥାଏ । କିଛି କିଛି ମାମଲା ଏମିତି ଅଛି ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କ ମୃତ୍ୟୁ ପରେ ମାମଲାର ଶୁଣାଣି ହୋଇଛି ବା ରାୟ ପ୍ରକାଶ ପାଇଛି । ହେଲେ ବିହାରର ନାଳନ୍ଦା କୋର୍ଟ ଏକ ନାବାଳିକା…

କନକ ନ୍ୟୁଜ୍ ଓଡ଼ିଶା ନିର୍ମାଣ କନକ୍ଲେଭରେ ବାବା ରାମଦେବଙ୍କ ବଡ଼ ପ୍ରତିଶ୍ରୁତି: କହିଲେ ବିନା ସ୍ୱାର୍ଥରେ ଓଡ଼ିଶା ପାଇଁ…

କନକ ବ୍ୟୁରୋ: ଓଡିଶା ନିର୍ମାଣ କନକ୍ଲେଭରେ ୟୋଗଗୁରୁ ବାବା ରାମଦେବ । ଫିଟ ରହିବାକୁ ଦେଲେ ମନ୍ତ୍ର । ଓଡିଶାର ପ୍ରାକୃତିକ ସମ୍ପଦର ବ୍ରାଣ୍ଡ ଆମ୍ବାସଡର ହେବାକୁ ରାଜି ଥିବା କହିଲେ ବାବା ରାମଦେବ । ଆଧୁନିକ ଓଡିଶାର ମାନସ ମନ୍ଥନ ବେଳେ ଯୋଗର ମନ୍ତ୍ର ଦେଲେ ଯୋଗ ଗୁରୁ ବାବା ରାମଦେବ । ଅବସର…