Daily Archives

November 24, 2021

ସ୍ୱାସ୍ଥ୍ୟସେବାରେ ଡାକ୍ତରୀ ପଦ ପୂରଣକୁ ଗୁରୁତ୍ୱ: ୮୧ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

କନକ ବ୍ୟୁରୋ: ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଖାଲି ଥିବା ଓଡିଶା ମେଡିକାଲ ଓ ସ୍ବାସ୍ଥ୍ୟସେବା (ଓଏମ୍‌ଏଚ୍‌ଏସ) ଗ୍ରୁପ-ଏ (ଜୁନିଅର ବ୍ରାଞ୍ଚ)ରେ ଡାକ୍ତର ପଦବୀ ପୂରଣ କରିବାକୁ ଯାଉଛନ୍ତି । ଓଡିଶା ରାଜ୍ୟ ପବ୍ଲିକ୍‌ ସର୍ଭିସ କମିଶନଙ୍କ ମାଧ୍ୟମରେ ୮୧ଟି ପଦବୀ ନିମନ୍ତେ ଅନୁସୂଚୀତ ଜାତି ଓ…

ପାଇପରୁ ବାହାରିଲା ବିଡା ବିଡା ନୋଟ୍ । ପିଡବ୍ଲୁଡିର ଜୁନିଅର ଇଞ୍ଜିନିୟରଙ୍କ ଘରୁ ସୁନାଗହଣା ସହ ୫୪ ଲକ୍ଷ ଟଙ୍କା ଜବତ ।

କନକ ବ୍ୟୁରୋ : ପାଣି ପାଇପରୁ ବାହାରୁଛି ବିଡା ବିଡା ନୋଟ୍ । ବାଲଟିରେ କାଢୁଛନ୍ତି ଦୁର୍ନୀତି ନିବାରଣ ବ୍ୟୁରୋ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ କଲାବୁର୍ଗୀରେ । ଜଣେ ପିଡବ୍ଲୁଡି ଜୁନିଅର ଇଂଜିନିୟରଙ୍କ ଘରେ ଚଢାଉବେଳେ ପାଣି ପାଇପ ଭିତରୁ ୧୩ ଲକ୍ଷ ନଗଦ ଟଙ୍କା ବାହାର…

ପଞ୍ଚାୟତ ଓ ପୌର ନିର୍ବାଚନରେ ମମିତା ମାମଲାକୁ ପ୍ରସଙ୍ଗ କରିବ ବିଜେପି । ରାଜ୍ୟ କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କୁ…

କନକ ବ୍ୟୁରୋ : ନିର୍ବାଚନରେ ପ୍ରସଙ୍ଗ ବନିବ ମମିତା ମେହେର ପ୍ରସଙ୍ଗ । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଏହାକୁ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ଆଭାସ ଦେଇଛି । କେଉଁ ସବୁ ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ, ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀରେ ମାନସ ମନ୍ଥନ କରିଛି ବିଜେପି…

ହ୍ବାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ବଡ ଖବର: ଏଣିକି ୭ଦିନ ଭିତରେ କରିପାରି‌ବେ ପଠାଇଥିବା ମସେଜ ଡିଲିଟ

କନକ ବ୍ୟୁରୋ: ହ୍ବାଟ୍ସଆପର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଗ୍ରାହକଙ୍କ ରୁଚିଙ୍କୁ ଦୃଷ୍ଟିରେ ରଖି ହ୍ବାଟସ ଆପ ଫିଚରରେ କିଛି ନା କିଛି ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଥାଏ । ଏଣିକି ହ୍ବାଟସ ଆପ ତାର ଆଉ ଗୋଟେ ଫିଚରରେ ଖୁବ ଶୀଘ୍ର ପରିବର୍ତ୍ତନ ଆଣୁଛି। ହ୍ବାଟସ…

କୃଷି ଆଇନ ରଦ୍ଦ ନେଇ କେନ୍ଦ୍ର କ୍ୟାବିନେଟରେ ବାଜିଲା ମୋହର । ସଂସଦର ଶୀତକାଳିନ ଅଧିବେଶନରେ ଅଣାଯିବ ପ୍ରସ୍ତାବ ।

କନକ ବ୍ୟୁରୋ : ତିନି କୃଷି ଆଇନ ପ୍ରତ୍ୟାହାର କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ସାମ୍ବିଧାନିକ ପ୍ରକ୍ରିୟା ଆଗକୁ ବଢ଼ିଛି । କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଆସନ୍ତା ୨୯ରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା…

ଆଧ୍ୟାତ୍ମିକ ପରିବେଶରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ । ପ୍ରକଳ୍ପର ମଡେଲକୁ ଅନାବରଣ କଲେ…

କନକ ବ୍ୟୁରୋ : ପୁରୀ ପାଇବ ନୂଆ ରୂପ । ପ୍ରାୟ ୮ ଶହ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ତିନି ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଡେଲର ଅନାବରଣ କରିଛନ୍ତି…