Daily Archives

November 24, 2021

ବୁର୍ଲା ଭିମସାରରେ ଆଉ ୧୭ ପଜିଟିଭ: ସମସ୍ତ ସଂକ୍ରମିତ କରୋନା ହସ୍ପିଟାଲରେ ଚିକିତ୍ସିତ

କନକ ବ୍ୟୁରୋ: ସମ୍ବଲପୁର ବୁର୍ଲା ଭିମସାରରେ ଆଉ ୧୭ ପଜିଟିଭ ଚିହ୍ନଟ । ପୂର୍ବରୁ ୩୧ ଛାତ୍ରଛାତ୍ରୀ ଚିହ୍ନଟ ହୋଇଥିଲେ । ସମସ୍ତ ସଂକ୍ରମିତ କରୋନା ହସ୍ପିଟାଲରେ ଚିକିତ୍ସିତ । ଏନେଇ ସୂଚନା ଦେଲେ ଭିମସାର କଲେଜ କର୍ତ୍ତୃପକ୍ଷ । କିଛି ଦିନ ପୂର୍ବେ ସମସ୍ତେ କୌଣସି ଏକ କାର୍ୟ୍ୟକ୍ରମରେ ଏକାଠି…

ନିଜ ଦୁର୍ବଳତାକୁ କଲେ ସଫଳତାର ଅସ୍ତ୍ର: ବନିଗଲେ ବିଶ୍ୱର ସବୁଠାରୁ କୁନି ବଡି ବିଲ୍ଡର 

କନକ ବ୍ୟୁରୋ: ଉଚ୍ଚତା ଖୁବ କମ, ହେଲେ ତାଙ୍କ ଟ୍ୟାଲେଣ୍ଟ ଦେଖିଲେ ଆପଣ ବି ଚମକି ପଡିବେ । ଆଉ ତାଙ୍କୁ ବାଃ ବାଃ ନକରି ରହିପାରିବେନି । ନିଜ ଦକ୍ଷତା ବଳରେ ସେ କରିଛନ୍ତି ବିଶ୍ୱ ରେକର୍ଡ । ଆଉ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ । ଆଉ ବନିଯାଇଛନ୍ତି ବିଶ୍ୱର ସବୁଠାରୁ ଛୋଟ ବଡି…

ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ । ଚାଉଳ ବୋଝେଇ ଟ୍ରକ ମାଡିଯିବାରୁ ୨ ଜଣଙ୍କ ମୃତ୍ୟୁ । 

କନକ ବ୍ୟୁରୋ : ମାଲକାନଗିରିରେ ଅଘଟଣ । ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ । ଚାଉଳ ବୋଝେଇ ଟ୍ରକ ମାଡିଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ପାଣ୍ଡିପାଣି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ପଳାତକ ଘୋଷିତ ହେବା ପରେ ପାଟି ଖୋଲିଲେ ମୁମ୍ବାଇ ପୂର୍ବ ପୋଲିସ କମିଶନ । କହିଲେ ରହିଛି ଚଣ୍ଡିଗଡରେ ଓ ଯାଂଚରେ କରିବି…

କନକ ବ୍ୟୁରୋ : ମୁମ୍ବାଇର ଏକ ସ୍ଥାନୀୟ କୋର୍ଟ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ପଳାତକ ଘୋଷଣା କରିବା ଓ ସୁପ୍ରିମ କୋର୍ଟ ଭତ୍ସନା କରିବା ପରେ ଶେଷରେ ସାମ୍ନାକୁ ଆସିଛନ୍ତି ପରମବୀର । ପରମବୀର ସିଂ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ସେ ଏବେ ଚଣ୍ଡିଗଡରେ ଅଛନ୍ତି ଓ…

ସୋନିଆଙ୍କ ଗଡରେ କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ ରାଏବରେଲି ସଦର ବିଧାୟିକା

କନକ ବ୍ୟୁରୋ : କଂଗ୍ରେସକୁ ବୁଡାଇବାରେ ବିରୋଧୀଙ୍କ ଭୂମିକା ଠାରୁ କଂଗ୍ରେସ ନେତାଙ୍କ ଭୂମିକା ଏବେ ବଢିବାରେ ଲାଗିଛି । ପ୍ରଥମେ ୨୦୧୪ ରେ କଂଗ୍ରେସ ମୁକ୍ତ ଡାକରା ଦେଇଥିବା ବିଜେପି ଏବେ କଂଗ୍ରେସ ନେତାଙ୍କୁ ନିଜ ସପକ୍ଷରେ ନେବା ସଫଳ ହେଉଛି । ବିଜେପିରେ ଏବେ ଅନେକ କଂଗ୍ରେସ ନେତା ମନ୍ତ୍ରୀ,…

କରୋନା ଯୋଗୁଁ ସଙ୍କଟରେ ବେଉସା: ଚିନ୍ତାରେ ଗଞ୍ଜାମର ଡେରା କଳାକାର 

କନକ ବ୍ୟୁରୋ: ପଶୁମୁଖା କଳା ଓ ମୂର୍ତି କାରୁକାର୍ଯ୍ୟ ପାଇଁ ନିଆରା ପରିଚୟ ସୃଷ୍ଟି କରିଥିବା ଗାଁ ଗଂଜାମ ଜିଲ୍ଲାର ବଡ଼କୋଦଣ୍ଡା ଗାଁ । ଗାଁର ପ୍ରଥା, ପରମ୍ପରା ଅନ୍ୟଠାରୁ ନିଆରା । ଗାଁର ସବୁ କଳାକାର ନିଜ କଳାକୁ ପ୍ରଦର୍ଶିତ କରିବା ପାଇଁ କାଠ, ଗୋବର ଓ ବାଉଁଶ ପାତିଆର ତିଆରି କରନ୍ତି ସୁନ୍ଦର…