Daily Archives

November 20, 2021

୨୦୨୨ରେ ଉଛୁଳିବ ଭାରତୀୟ ସେୟାର ବଜାର । ସେନସେକ୍ସ ଛୁଇଁପାରେ ୮୦ ହଜାର ।

କନକ ବ୍ୟୁରୋ : ଗତ କିଛି ଦିନ ହେବ ଭାରତୀୟ ସେୟାର ବଜାର ଉପରମୁହାଁ ରହିଛି । ଏମିତି ସମୟରେ ମର୍ଗାନ ଷ୍ଟେନଲେ ପକ୍ଷରୁ କରାଯାଇଥିବା ଏକ ଆକଳନରୁ ଜଣାପଡିଛି ଆଗକୁ ମଧ୍ୟ ଭାରତୀୟ ସେୟାର ବଜାର ଉପରମୁହାଁ ରହିବ । ଏପରିକି ୨୦୨୨ରେ ସେନସେକ୍ସ ୮୦ ହଜାର ପଏଣ୍ଟ ଟପିଯିବାର ସମ୍ଭାବନା ଥିବା ଆକଳନ…

ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ରାଜସ୍ଥାନର ସବୁ ମନ୍ତ୍ରୀ ଦେଲେ ଇସ୍ତଫା: ସନ୍ଧ୍ୟାରେ ଶପଥ ନେଇପାରନ୍ତି ନୂଆ…

କନକ ବ୍ୟୁରୋ: ରାଜସ୍ଥାନ ରାଜନୀତିରେ ହଲଚଲ । ଗେହଲଟଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ସମସ୍ତ ମନ୍ତ୍ରୀ । ଆଜି ପ୍ରଥମେ ସକାଳେ ତିନି ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଏହାପରେ ସଂଧ୍ୟାରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଆସନ୍ତାକାଲି ଅପରାହ୍ନରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ…

ଆଇପିଏଲ ଖେଳିବା ନେଇ ଧୋନୀଙ୍କ ବୟାନ: କହିଲେ, ଏଇଠି ଖେଳିବି ଶେଷ ମ୍ୟାଚ…

କନକ ବ୍ୟୁରୋ: ଭାରତୀୟ ଦଳ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ଏକ ବଡ଼ ସଂକେତ ଦେଇଛନ୍ତି । ଧୋନି କହିଛନ୍ତି ଯେ ନିଜର ଶେଷ ଟି-୨୦ ମ୍ୟାଚ ଚେନ୍ନାଇର ଚିପକ ଷ୍ଟାଡିୟମରେ ଖେଳିବେ । ତେବେ କେବେ ଏହି ମ୍ୟାଚ ଖେଳିବେ ସେ ସଂପର୍କରେ ସେ କିଛି ସ୍ପଷ୍ଟ କରିନାହାନ୍ତି । କିନ୍ତୁ ଏଥିରୁ…

ମହଙ୍ଗା ହେବ ଘର । ସିମେଣ୍ଟ ଓ ଲୁହା ଛଡ଼ ଦରରେ ଅହେତୁକ ବୃଦ୍ଧି ପରେ ବଢ଼ିଲା ଚିନ୍ତା ।

କନକ ବ୍ୟୁରୋ : କଞ୍ଚାମାଲ ଦରଦାମ ବୃଦ୍ଧି ପାଉଥିବାରୁ ବୃଦ୍ଧି ପାଇବ ଘରର ନିର୍ମାଣ ଖର୍ଚ୍ଚ । ବିଶେଷ କରି ସିମେଣ୍ଟ ଓ ଲୁହାଛଡ ଦର ବଢ଼ିବା ଯୋଗୁଁ ଚିନ୍ତାରେ ପଡିଛନ୍ତି ବିଲ୍ଡର ଓ ରିଅଲ ଇଷ୍ଟେଟ ମାଲିକ । ଆଉ ଘର ଖଣ୍ଡେ କିଣିବାକୁ ଚାହୁଁଥିବା ଲୋକ ମହଙ୍ଗା ମାଡର ଶିକାର ହେବେ ବୋଲି ଚେତାଇ…