Daily Archives

November 17, 2021

ଦିଲ୍ଲୀରେ ବାୟୁ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ । ପ୍ରଦୂଷଣ ନିୟନ୍ତ୍ରଣ ନେଇ ପୁଣି କଲେ ତାଗିଦ୍ ।

କନକ ବ୍ୟୁରୋ: ଦିଲ୍ଲୀରେ ଦିନକୁ ଦିନ ବିଗୁଡୁଛି ସ୍ଥିତି । ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ନେଇ କଣ ପଦକ୍ଷେପ ନେଉଛନ୍ତି ସରକାର ତାହାକୁ ନେଇ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନାୟାଳୟ । ମଙ୍ଗଳବାର ହୋଇଥିବା ଜରୁରୀ ବୈଠକରେ ଯାହା ଆଲୋଚନା ହୋଇଛି, ତାହା ତୁରନ୍ତ କାର୍ଯ୍ୟକାରୀ କରିବାକୁ…

ମିଶନ୍ ଶକ୍ତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ମିଶନ୍ ଶକ୍ତିର ମା’ ମାନଙ୍କୁ ଅଧିକ ସରକାରୀ କାମ ଦେବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ : ମିଶନ ଶକ୍ତି ମହିଳାଙ୍କ ଆର୍ଥିକ ସଶକ୍ତିକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ମିଶନ ଶକ୍ତି ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ । ମିଶନ ଶକ୍ତି କାର୍ଯ୍ୟକ୍ରମ ସହ ସହଯୋଗ ନେଇ ସେ ୨୦ଟି ବିଭାଗର ସମୀକ୍ଷା କରିଛନ୍ତି । ମିଶନ…

IPS ସ୍ତରରେ ଅଦଳବଦଳ । ଜାଣନ୍ତୁ କେଉଁ ଅଫିସରଙ୍କୁ ମିଳିଲା କେଉଁ ଦାୟିତ୍ୱ ।

କନକ ବ୍ୟୁରୋ : ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଆଇପିଏସ ବିନୟାନନ୍ଦ ଝା ହେଲେ ଓଏସଡି ଗୃହ ବିଭାଗ । ଏବେ ସେ ଓଏଚଆରସିର ଅତିରିକ୍ତ ଡିଜି ରହିଛନ୍ତି । ବିନୟାନନ୍ଦଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ୧୯୮୯ ବ୍ୟାଚର ଆଇପିଏସ ପ୍ରାଣବିନ୍ଦୁ ଆଚାର୍ଯ୍ୟ । ସେହିପରି ପୂର୍ବତନ…

ସ୍କୁଲ ବନ୍ଦ ଯୋଗୁଁ ବଢ଼ିଲା ଘରୋଇ ଟ୍ୟୁସନ । କରୋନା କାଳରେ ଆସିଲା ‘ଅସର’ ରିପୋର୍ଟ, ବଢ଼ିଛି ସ୍ମାର୍ଟଫୋନର ବ୍ୟବହାର ।

କନକ ବ୍ୟୁରୋ : ମହାମାରୀ କରୋନା ଓଡ଼ିଶାର ସ୍କୁଲ ଶିକ୍ଷା ଉପରେ କ’ଣ ପ୍ରଭାବ ପକାଇଛି ସେନେଇ ତଥ୍ୟ ଦେଇଛି ଆନୁଆଲ୍ ଷ୍ଟାଟସ ଅଫ୍ ଏଜୁକେସନ୍ ରିପୋର୍ଟ । ଏହି ରିପୋର୍ଟରେ କୁହାଯାଇଛି କରୋନା ବେଳେ ସ୍କୁଲ ବନ୍ଦ ଥିବା କାରଣରୁ ଅନେକ ପିଲା ଟିଉସନ ଯାଇଛନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ…

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦: ଭାରତ ସାମ୍ନାରେ ୧୬୫ ରନର ବିଜୟ ଲକ୍ଷ୍ୟ ଦେଲା କିୱି ଦଳ । 

କନକ ବ୍ୟୁରୋ : ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚରେ ୧୬୫ ରନର ବିଜୟ ଲକ୍ଷ୍ୟ ଦେଇଛି କିୱି ଦଳ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭର ଖେଳି ୬ ୱିକେଟ୍ ହରାଇ ୧୬୪ ରନ୍ ଅକ୍ତିଆର କରିଛି । ମାର୍ଟିନ୍ ଗପତିଲ୍ ଏବଂ ମାର୍କ ଚାପମ୍ୟାନଙ୍କ ଧୂଆଁଦାର ବ୍ୟାଟିଂ ବଳରେ କିୱି ଦଳ ରୋହିତ୍…

‘ଜୟ ଭୀମ’ ସିନେମାକୁ ନେଇ ଥମୁନାହିଁ ବିବାଦ । ଅଭିନେତା ସୂର୍ଯ୍ୟା ଶିବକୁମାରଙ୍କୁ ଆକମ୍ରଣ ଧମକ, ବଢିଲା ସୁରକ୍ଷା

କନକ ବ୍ୟୁରୋ : ସାଉଥ ଅଭିନେତା ସୂର୍ଯ୍ୟା ଶିବକୁମାରଙ୍କ ‘ଜୟଭୀମ’ ସିନେମାକୁ ନେଇ ବିବାଦ ଥମିବାର ନାଁ ନେଉନି । ଏହି କ୍ରମରେ ଚେନ୍ନାଇ ଟି.ନଗରରେ ଥିବା ଅଭିନେତା ସୂର୍ଯ୍ୟା ଶିବକୁମାରଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି । ମୁଖ୍ୟତ ବାନିଅର ସମୁଦାୟ ଏହି ସିନେମାକୁ ନେଇ ବେସ୍…