Daily Archives

November 17, 2021

ଓଡ଼ିଶାରେ ଲମ୍ବିଛି ଅନଲାଇନରେ ଶିଶୁ ଯୌନ ନିର୍ଯାତନା ଭିଡିଓର ଚେର । ସିବିଆଇ ଚଢ଼ାଉ ପରେ ଖୋଲୁଛି ଗୁମର ।

କନକ ବ୍ୟୁରୋ : ଅନଲାଇନ ଶିଶୁ ଯୌନ ଶୋଷଣ ମାମଲାରେ ଗତକାଲି ୩ଟି ସ୍ଥାନରେ ସିବିଆଇ ରେଡ୍ କରିବା ପରେ ଢେଙ୍କାନାଳର ସୁରେନ୍ଦ୍ର ନାୟକଙ୍କୁ ଗିରଫ କରାଯାଇଛି । ସିବିଆଇର ସ୍ୱତନ୍ତ୍ର ସେଲରେ ହୋଇଥିବା ଅଭିଯୋଗ ଅନୁସାରେ ସିବିଆଇ ଅଧିକାରୀମାନେ ତଥ୍ୟ ଓ ପ୍ରମାଣ ପାଇଛନ୍ତି । ଓଡ଼ିଶାରେ ରହି ଏହି…

ମମିତା ହତ୍ୟା ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ ଓ ଗିରଫ ଦାବିରେ ବିଜେପିର ଦସ୍ତଖତ ଅଭିଯାନ । ଦିବ୍ୟଶଙ୍କର…

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ନୂଆପଡା ଗସ୍ତବେଳେ ବିରୋଧୀଙ୍କ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରି କହିଛନ୍ତି, ଘଟଣାକୁ ନେଇ ଯାହା କୁହାଯାଉଛି ସବୁ ମିଛ । ସନସାଇନ ସ୍କୁଲ ସହ କୌଣସି ସମ୍ପର୍କ ନାହିଁ ବୋଲି ସେ ସଫେଇ ଦେଇଛନ୍ତି ।…

ସ୍କୁଲର ଭୁଲ ପାଇଁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ଛାତ୍ରୀ । ୨୦୨୦ରୁ ମାଟ୍ରିକ ପାସ କରି ବି କଲେଜରେ ପାଇପାରୁନାହାନ୍ତି…

କନକ ବ୍ୟୁରୋ : ମାଟ୍ରିକ ସାର୍ଟିଫିକେଟରେ ଭୁଲ ଯୋଗୁଁ କଲେଜ ଯାଇ ପାରୁନାହାନ୍ତି ଛାତ୍ରୀ । ଭୁଲ ସଂଶୋଧନ ପାଇଁ ବାରମ୍ବାର ସ୍କୁଲକୁ ଯାଇଛନ୍ତି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଗୁହାରି କରିଛନ୍ତି । ହେଲେ ଆଜି ଯାଏଁ ସଂଶୋଧନ ନହେବାରୁ ଦୁଇ ବର୍ଷ ହେଲାଣି ମାଟ୍ରିକ ପାସ କରି ବି କଲେଜରେ ପାଠ…

ଦିନିକିଆ ବିଶ୍ୱକପରେ ବଢିବ ରୋମାଞ୍ଚ । ଟାଇଟଲ ପାଇଁ ୧୦ ବଦଳରେ ମୈଦାନକୁ ଓହ୍ଲାଇବେ ୧୪ ଦଳ ।

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ଶେଷ ହୋଇଛି । କିନ୍ତୁ ଏହା ଭିତରେ ଦିନିକିଆ ବିଶ୍ୱକପକୁ ନେଇ ଆଇସିସି ବଡ ଘୋଷଣା କରିଛି । ତେବେ ୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ୧୦ଟି ଟିମ୍ ବଦଳରେ ୧୪ଟିମ ଟାଇଟଲ ପାଇଁ ମୈଦାନକୁ ଓହ୍ଲାଇବେ । ତେବେ ୨୦୨୩ରେ ଭାରତରେ ହେବାକୁ ଥିବା ଦିନିକିଆ…

ବିଛଣାରେ ଅଟକିଛି ଆଦିବାସୀ ଯୁବତୀଙ୍କ ଜୀବନ । ହାତ-ଗୋଡ ଚାଲୁ ନଥିବାରୁ ରୋଗଶଯ୍ୟାରେ ସମାଧି ନେଇଛି ସବୁ ସ୍ୱପ୍ନ ।

କନକ ବ୍ୟୁରୋ : ବିଛଣାରେ ଅଟକି ଯାଇଛି ମୋ ଜୀବନ । ସରକାର ଚାହିଁଲେ ଭଲ ହୋଇ ଟିକେ ବୁଲା ବୁଲି କରିବି । ୧୨ ବର୍ଷ ଧରି ବିଛଣାରେ ପଡିବା ପରେ ସୁସ୍ଥ ହୋଇ ଘରୁ ବାହାରିବାକୁ ଆଶା ରଖିଛନ୍ତି ଜଣେ ଅସହାୟ ଆଦିବାସୀ ଯୁବତୀ । ସେପଟେ ସରକାରଙ୍କ ୧୨ ଶହ ଭତା ଟଙ୍କାରେ ଦିବ୍ୟାଙ୍ଗ ଭଉଣୀକୁ ନେଇ ପେଟ…

ଭାରତ ଆସିବ ‘ଆମେରିକା ଶିକାରୀ’ । ଜଳ ହେଉ କି ସ୍ଥଳ ସବୁଠି ଶତ୍ରୁକୁ ଖୋଜି କରିବ ନିପାତ।

କନକ ବ୍ୟୁରୋ: ଶତ୍ରୁର କାର୍ଯ୍ୟକଳାପ ଉପରେ ଗୁପ୍ତ ଭାବେ ନଜର ରଖିବାକୁ ଆସୁଛି ଧୁରନ୍ଦର ଶିକାରୀ । ସମୁଦ୍ର ହେଉ ବା ପାହାଡ ସବୁଠି ଶତ୍ରୁକୁ ଖୋଜି ବାହାର କରିବା ସହ ନିପାତ କରିବ  । ଦୁନିଆଁର ସବୁଠୁ ଶକ୍ତିଶାଳୀ ଶିକାରୀ ଯାହାର ନାଁ ହେଉଛି ‘ଆର୍ମଡ୍ ଏମ-କ୍ୟୁ-୯-ବି ପ୍ରିଡେଟର ଡ୍ରୋନ’ ।…