Daily Archives

November 15, 2021

ରାଂଚିରେ ବିର୍ସା ମୁଣ୍ଡା ସଂଗ୍ରାହଳୟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ: ସେପଟେ ଭୋପାଳରେ ଜନସାଧାରଣଙ୍କୁ ଭେଟିଦେଲେ…

କନକ ବ୍ୟୁରୋ: ଦେଶ ସ୍ୱାଧୀନ ହେବାପରେ ଦେଶରେ ପ୍ରଥମଥର ପାଇଁ ଜନଜାତୀୟ ଦିବସ ପାଳନ ହେଉଛି । ଏଇ ଏବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ସଂଗ୍ରାମୀ ବିର୍ଷା ମୁଣ୍ଡାଙ୍କ ପ୍ରତିମୂର୍ତିରେ ସ୍ରଦ୍ଧାଂଜଳୀ ଅର୍ପଣ କରିଛନ୍ତି । ଏହାସହ ବିର୍ଷା ମୁଣ୍ଡା ସଂଗ୍ରହାଳୟ ର ଉଦଘାଟନ କରି ଦେଶ…

ଚଣ୍ଡିଖୋଲର ଭୂତଳ ତୈଳ ସଂରକ୍ଷଣ କେନ୍ଦ୍ର କୁଆଡେ ଗଲା ? କାହିଁକି ଅଟକି ଗଲା ପ୍ରକଳ୍ପ କାମ ?

କନକ ବ୍ୟୁରୋ : ଘୋଷଣାରେ ସୀମିତ ଯାଜପୁର ଚଣ୍ଡିଖୋଲରେ ହେବାକୁ ଥିବା କେନ୍ଦ୍ର ସରକାରଙ୍କ ପ୍ରସ୍ଥାବିତ ତୈଳ ସଂରକ୍ଷଣ କେନ୍ଦ୍ର । ୫ ବର୍ଷ ତଳେ କର୍ଣ୍ଣାଟକର ପାଦୁର ଓ ଓଡ଼ିଶାର ଚଣ୍ଡିଖୋଲ ଠାରେ ଭୂତଳ ତୈଳ ସଂରକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଥିଲେ କେନ୍ଦ୍ରମନ୍ତ୍ରୀ…

ହିନ୍ଦୁତ୍ୱକୁ ନେଇ ବୟାନ ପରେ ବଢିଲା ବିବାଦ: ସଲମାନ ଖୁରସିଦଙ୍କ ଘରକୁ ଟେକା ପଥର ମାଡ ସହ ଘର ଆଗରେ ନିଆଁ ଜାଳିଲେ…

କନକ ବ୍ୟୁରୋ: ହିନ୍ଦୁତ୍ୱକୁ ନେଇ ମନ୍ତବ୍ୟ ପଡିଲା ଭାରି । କଂଗ୍ରେସ ନେତା ସଲମାନ ଖୁରିସଦଙ୍କ ଘର ଉପରେ ଆନ୍ଦୋଳନକାରୀଙ୍କ ଆକ୍ରମଣ । ଘର ଉପରକୁ ଟେକା, ପଥର ଫୋପାଡିବା ସହ, ଦ୍ୱାର ବାହାରେ ନିଆଁ ଲଗାଇଲେ ପ୍ରଦର୍ଶନକାରୀ । ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁରସିଦଙ୍କ…

କାଲି ପୂର୍ବାଂଚଳ ଏକ୍ସପ୍ରେସ ୱେକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ: ବାୟୁସେନା ବିମାନ ସହ ରାଜରାସ୍ତାରେ କରିବେ ଅବତରଣ

କନକ ବ୍ୟୁରୋ: ଆଉ ଦେଖାଯିବନି ଟ୍ରାଫିକ ସମସ୍ୟା । ନା ହେବ ରୋଡ ଜାମ । ମଙ୍ଗଳବାର ୩୪୦ କିଲୋମିଟର ଲମ୍ବା ଏକ୍ସପ୍ରେସ ୱେ କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଉତରପ୍ରଦେଶ ରାଜଧାନୀ ଲଖ୍ନୌ ଠାରୁ ଗାଜିପୁର କୁ ସଂଯୋଗ କରିବ ପୁର୍ବାଂଚଳ ଏକସପ୍ରେସ ୱେ । ମଙ୍ଗଳବାର ଦେଶବାସୀଙ୍କ ଉଦେଶ୍ୟରେ ଏହି…

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବିଧାନସଭାରେ ବିରୋଧୀ କରିବେ ବାସନ୍ଦ । କଂଗ୍ରେସ ଓ ବିଜେପି ସଦସ୍ୟ କହିଲେ, ମନ୍ତ୍ରୀଙ୍କୁ…

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ପ୍ରତିବାଦକୁ ଆହୁରି ଜୋର କରିବାକୁ ଯାଇ ବିରୋଧୀ କହିଛନ୍ତି, ଆସନ୍ତା ବିଧାନସଭା ଅଧିବେଶନରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପୁରାଇ ଦିଆଯିବ ନାହିଁ । ଉଭୟ କଂଗ୍ରେସ ଓ ବିଜେପି ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରସଙ୍ଗରେ…

ସାଲିଆ ସାହିରେ ବ୍ୟକ୍ତିତ୍ୱ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟନ

କନକ ବ୍ୟୁରୋ: ଭୁବନେଶ୍ୱର ସ୍ଥିତ ହ୍ୟୁମାନ ଡେଭଲୋପମେଣ୍ଟ ଟ୍ରଷ୍ଟ ତରଫରୁ ସ୍ଥାନୀୟ ସାଲିଆ ସାହିର ବିବେକାନନ୍ଦ ଶିକ୍ଷାଶ୍ରମଠାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଶ୍ୁଳ୍କ ବ୍ୟକ୍ତିତ୍ୱ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଏହି କର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଦୁଇଘଣ୍ଟା ଅବଧିର…