Daily Archives

November 14, 2021

ଦିଲ୍ଲୀ ପରେ ହରିଆଣାରେ ଗମ୍ଭୀର ହେଉଛି ପ୍ରଦୂଷଣ, ରାଜ୍ୟ ସରକାର ନେଲେ ଏଭଳି ନିଷ୍ପତ୍ତି

କନକ ବ୍ୟୁରୋ : ବଢୁଥିବା ପ୍ରଦୁଷଣକୁ ନଜରରେ ରଖି ଦିଲ୍ଲୀ ପରେ ହରିଆଣା ସରକାର ବି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହରିଆଣା ସରକାର ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଝାଜ୍ଜର ଜିଲ୍ଲାରେ ୧୭ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ସରକାର ଏନସିଆରର…

ପଞ୍ଚୁକ ପାଇଁ ପୁରୀରେ ବଢିଲା ସୁରକ୍ଷା ବ୍ୟବସ୍ଥା: ଭକ୍ତଙ୍କ ଭିଡକୁ ନଜର ରଖିବା ପାଇଁ ଶ୍ରୀକ୍ଷେତ୍ରରେ ମୁତୟନ ହେବେ ୨୦…

କନକ ବ୍ୟୁରୋ: କାଲିଠୁ ଆରମ୍ଭ ହେବ କାର୍ତିକ ମାସର ପଞ୍ଚୁକ । ପୁରୀରେ ପଂଚୁକ ପାଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଉଛି । ପଂଚୁକରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ମରିଚିକୋଟ୍ ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା…

ଟି-୨୦ ବିଶ୍ୱକପ ଫାଇନାଲ: ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

କନକ ବ୍ୟୁରୋ: ଆଜି ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ । ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି  ଅଷ୍ଟ୍ରେଲିଆ  ଦଳ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ । ଟାଇଟଲ ହାତେଇବାକୁ ଉଭୟ…

ୟୁପି, ବିହାର ପରେ କେରଳରେ ବି ଜିନ୍ନାଙ୍କୁ ନେଇ ରାଜନୀତି, କେରଳ ରାଜ୍ୟପାଳ କହିଲେ ଏମିତି କଥା

କନକ ବ୍ୟୁରୋ : ଦେଶରେ ଆକାଶ ଛୁଆଁ ଅତ୍ୟାବଶକୀୟ ସାମଗ୍ରୀର ଦର, କାମ ଧନ୍ଦା ନପାଇ ଶିକ୍ଷିତ ଯୁବକ ଆନ୍ଦୋଳନ କରୁଛି ତ କେଉଁଠି ରେଳ ଲାଇନ ଆଗକୁ ଡେଇଁ ଆତ୍ମହତ୍ୟା କରୁଛନ୍ତି । ଭୋକ ସୂଚକାଙ୍କ ତାଲିକାରେ ଭାରତ ସ୍ଥାନ ବଢି ବଢି ଚାଲିଛି । ବିଶ୍ୱର ସବୁଠାରୁ ଅଧିକ ଦୁଷିତ ସହର ତାଲିକାରେ ଦିଲ୍ଲୀ…

କାହିଁକି ମିଳିଲାନି ‘ପଦ୍ମଶ୍ରୀ’ ? ଜାଣନ୍ତୁ କ’ଣ କହିଲେ ସୋନୁ ସୁଦ୍ ।

କନକ ବ୍ୟୁରୋ : ସୋନୁଙ୍କୁ କାହିଁକି ମିଳିଲାନି ‘ପଦ୍ମଶ୍ରୀ’ ? ସାମ୍ବାଦିକଙ୍କ ଏଭଳି ପ୍ରଶ୍ନର ନିଆରା ଢଙ୍ଗରେ ଉତ୍ତର ଦେଇଛନ୍ତି ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । ଦେଶର ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ସୋନୁ…

ମାଓ ବିରୋଧୀ ଅପରେସନକୁ ବଡ ସଫଳତା । ଜଙ୍ଗଲରେ ରକ୍ତମୁଖା ନକ୍ସଲଙ୍କୁ ନିପାତ କଲେ ଯବାନ ।

କନକ ବ୍ୟୁରୋ : ମହାରାଷ୍ଟ୍ରର ଗଡଚିରୋଲିରେ ପୁଲିସର ନକ୍ସଲ ବିରୋଧୀ ଅପରେସନକୁ ବଡ ସଫଳତା ମିଳିଛି । ମହାରାଷ୍ଟର କମାଣ୍ଡୋ-୬୦ଙ୍କ ଗୁଳିରେ ୨୬ ମାଓବାଦୀ ନିପାତ ହୋଇଛନ୍ତି । ସାମ୍ନାକୁ ଆସଛି ମୃତ ମାଓବାଦୀଙ୍କ ଫଟୋ । ଗଡ଼ଚିରୋଲି ଏନକାଉଣ୍ଟର ପରେ ୨୬ ମାଓବାଦୀଙ୍କ ମୃତଦେହ ନେଇ ଫେରିଛନ୍ତି ଯବାନ…