Daily Archives

November 8, 2021

ସହିପାରିଲେନି ବନ୍ଧୁଙ୍କ ସଫଳତା । ଇର୍ଷା ପରାୟଣ ହୋଇ କଲେ ହତ୍ୟା । ୭ ମାସ ପରେ ପର୍ଦ୍ଧାଫାସ କଲା ପୋଲିସ ।

କନକ ବ୍ୟୁରୋ: କୋରାପୁଟ ଜିଲ୍ଳା ପାଡ଼ୁଆ ଥାନା ଅଞ୍ଚଳରେ ୭ ମାସ ତଳେ ନିଖୋଜ ହୋଇଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ ତଦନ୍ତ କରୁ କରୁ ପୋଲିସ୍ ହାତରେ ଲାଗିଥିଲା ସାଂଘାତିକ ତଥ୍ୟ । ଜଣେ ସାଙ୍ଗର ସଫଳତାରେ ଇର୍ଷା ପରାୟଣ ହୋଇ ଶେଷରେ ତାଙ୍କୁ ହତ୍ୟା କଲେ ଆଉ ୭ ଜଣ ସାଙ୍ଗ । ଆଉ ଏହି ହତ୍ୟାକାଣ୍ଡର ୭…

ଜମି ଜବରଦଖଲକୁ ନେଇ ବଡ଼ ହଙ୍ଗାମା: ବୋମା ମାଡ଼ ପରେ ପୁରୁଷ ଶୂନ୍ୟ ହୋଇଗଲା ଗାଁ  । 

କନକ ବ୍ୟୁରୋ: ବ୍ରହ୍ମଗିରିରେ ବୋମାମାଡ଼ ପରେ ପୁରୁଷ ଶୂନ୍ୟ ହୋଇଯାଇଛି ପୁରୀ ଜିଲ୍ଲା ବ୍ରହ୍ମଗିରିର ନାଥପୁର ଗାଁ । ପୁଲିସ ତଦନ୍ତ ଭୟରେ ଗାଁ ଛାଡି ଚାଲିଯାଇଛନ୍ତି ପୁରୁଷ । ଗାଁ ଦାଣ୍ଡରେ ଏବେବି ପଡିରହିଛି ଅଫୁଟା ବୋମା । ଜମି ବିବାଦକୁ କେନ୍ଦ୍ର କରି ୨ ଗୋଷ୍ଠୀ ଭିତରେ ଗଣ୍ଡଗୋଳରୁ ଗତକାଲି…

ପତ୍ନୀଙ୍କ ସହ ମ୍ୟାଚ ଦେଖିବାକୁ ପହଞ୍ଚିଲେ ଅଣ୍ଡରଟେକର, ପୁଣି ଓହ୍ଲାଇ ପାରନ୍ତି ରିଙ୍ଗକୁ 

କନକ ବ୍ୟୁରୋ: ଡବ୍ଲୁଡବ୍ଲୁଇ ସୁପରଷ୍ଟାର ରେସଲର ଅଣ୍ଡରଟେକର ଏବେ ପୁଣି ଚର୍ଚ୍ଚାରେ । କୁହାଯାଉଛି ଡବ୍ଲୁଡବ୍ଲୁଇର ରେସଲର ମାନିଆ ୩୮ରେ ପୁଣି ରିଙ୍ଗକୁ ଓହ୍ଲାଇ ପାରନ୍ତି ଅଣ୍ଡରଟେକର । ଏହି ଚର୍ଚ୍ଚା ଭିତରେ ନିଜ ସ୍ତ୍ରୀଙ୍କ ସହ ଟେକ୍ସାସରେ ହେଉଥିବା ଏନଏଫଏଲ ମ୍ୟାଚ ଦେଖିବାକୁ ପହଞ୍ଚିଥିଲେ ।…

ଆସନ୍ତାକାଲି ନବୀନ-ଜଗନ ଭେଟ । ଜଳ ବିବାଦ ନେଇ କଥା ହେବା ଭିତରେ ଉଠିବ କି କୋଟିଆ ପ୍ରସଙ୍ଗ?

କନକ ବ୍ୟୁରୋ: ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ତେବେ ଏହାର ଠିକ ପୂର୍ବରୁ ଓଡିଶା ସୀମା ଭିତରେ ପଶି ଆନ୍ଧ୍ର ଅଧିକାରୀ ପୁଣି ହୋଡିଂ ଲଗାଇଛନ୍ତି । ବାରମ୍ବାର ଆନ୍ଧ୍ର ପ୍ରଶାସନ ଏମିତି ଦାଦାଗିରି କରୁଥିବାରୁ ଦୁଇ ରାଜ୍ୟ ମଧ୍ୟରେ ବିବାଦୀୟ…

କମିସନରେଟ୍ ପୁଲିସ ପାଇଁ ଚ୍ୟାଲେଞ୍ଜ ହେଲାଣି କେବିଏନ ଗ୍ରୁପ୍ । ଅପରାଧୀଙ୍କୁ ଧରିବାକୁ ପୁଲିସର ଉଦ୍ୟମ, ଏଯାଏଁ ଗିରଫ…

କନକ ବ୍ୟୁରୋ: ମାରଣାସ୍ତ୍ର ଧରି ରାଜଧାନୀର ରାଜରାସ୍ତାରେ ଉତ୍ପାତ କରୁଥିବା ରକ୍ତଚରିତ୍ର ଗ୍ୟାଙ୍ଗ ଏବେ ପୋଲିସ ଟାର୍ଗେଟରେ । ରକ୍ତଚରିତ୍ର ଗ୍ୟାଙ୍ଗର ସଦସ୍ୟ ରାଜେଶ ବେହେରା ଓରଫ ଚେଙ୍ଗ ପୋଖରୀପୁଟରେ ଥିବା ତା ଘରେ ଲୁଚିଥିବା ଖବର ପାଇଁ ଗିରଫ କରିବା ପାଇଁ ପହଞ୍ଚିିଥିଲା ପୋଲିସ । କିନ୍ତୁ…

ବିକ୍ଷୋଭ ଭିତରେ ସରିଲା ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି କାର୍ଯ୍ୟକ୍ରମ । କଳାପତାକା ପ୍ରଦର୍ଶନ ସହ ଜାରି ରହିଲା ବିଜେପି ଓ…

କନକ ବ୍ୟୁରୋ: ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ବସାଇ ବଡ ବାର୍ତ୍ତା ଦେବାକୁ ଶାସକ ଦଳ ପ୍ରୟାସ କରିଥିଲେ ବି, ବିରୋଧୀ ପଛ ଘୁଞ୍ଚା ଦେଇନାହାଁନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଆହୁରି ତୀବ୍ର କରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଖାଲି…