Daily Archives

October 31, 2021

ପୁଣି ବ୍ୟାଟିଂରେ ଭାରତର ଖରାପ ପ୍ରଦର୍ଶନ: ୧୧୦ କଲା ଭାରତ, ନ୍ୟୁଜିଲାଣ୍ଡ ଆଗରେ ୧୧୧ ରନ ଟାର୍ଗେଟ 

କନକ ବ୍ୟୁରୋ: ଆଜି ପୁଣି ଲଗାତାର ଦ୍ୱିତୀୟ ମ୍ୟାଚରେ ଖରାପ ପ୍ରଦର୍ଶନ କରିଛି ଭାରତ । ଭାରତ ପକ୍ଷରୁ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ଫଳରେ ଭାରତ ୨୦ ଓଭରରେ ୭ ୱିକେଟ ହରାଇ ମାତ୍ର ୧୧୦ ରନ କରିବାରେ ସଫଳ ହୋଇଛି । ଏବେ ନୁା୍ୟଜିଲାଣ୍ଡ ଆଗରେ ୧୧୧ ରନର ବିଜୟ ଲକ୍ଷ୍ୟ…

ରାତିରେ ରାଜଧାନୀ ରାସ୍ତାରେ ଆତଙ୍କରାଜ । ଖଣ୍ଡା ବୁଲାଇ, ବନ୍ଧୁକ ଧରି ରାସ୍ତା ଉପରେ ଅପରାଧୀ କରୁଛନ୍ତି ନାଚ ।

କନକ ବ୍ୟୁରୋ : ରାଜଧାନୀରେ ରାଜରାସ୍ତାରେ ଖଣ୍ଡା ବୁଲାଇ ଅସମାଜିକ ଯୁବକ ଉତ୍ପାତ କରୁଥିବାର ଆଉ ଏକ ଭିଡିଓ ସାମ୍ନାକୁ ଆସୁଛି । ଏହି ଅସାମାଜିକ ଯୁବକମାନେ, ନିଜ ପତିଆରା ଓ ଦବଦବା ଜାହିର କରିବା ପାଇଁ ଲୋକଙ୍କୁ ଭୟଭୀତ କଲା ଭଳି ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ଛାଡୁଛନ୍ତି । ସେପଟେ ଡିସିପି…

ଶେଷ ମ୍ୟାଚ ଖେଳିସାରିବା ପରେ କାନ୍ଦି ପକାଇଲେ ଆଫଗାନ କ୍ରିକେଟର, ପାକିସ୍ତାନଠୁ ହାରିବା ପରେ ନେଲେ ଏହି…

କନକ ବ୍ୟୁରୋ: ଆଫଗାନିସ୍ତାନର ପୂର୍ବ ଅଧିନାୟକ ଅସଗର ଅଫଗାନ ଆଜି ନାମ୍ବିଆ ବିପକ୍ଷରେ ନିଜର ଶେଷ ମ୍ୟାଚ ଖେଳିଛନ୍ତି । ଏହି ମ୍ୟାଚରେ ନାମ୍ବିଆ ଓ ଆଫଗାନିସ୍ତାନ ଖେଳାଳି ତାଙ୍କୁ ଗାର୍ଡ ଅଫ ଅନର ଦେଇଥିଲେ । ଏହି ମ୍ୟାଚରେ ଅସଗର ୨୩ ବଲରେ ୩୧ ରନ କରିଥିଲେ । ନାମ୍ବିଆର ରୁବିନ ଟ୍ରମ୍ପଲେମନ…

ବିଜୁଳି ସଂଯୋଗ କାଟିଦେବା ଘଟଣାରେ ଟାଟା ପାୱାର ବିରୋଧରେ ଅଭିନବ ପ୍ରତିବାଦ । ରୋଗୀଣା ମା’ଙ୍କୁ ଠେଲା ଗାଡିରେ ନେଇ…

କନକ ବ୍ୟୁରୋ : ଅସହ୍ୟ ହେଲା ଟାଟା ପାୱାରର ଦୌରାତ୍ମ୍ୟ । ପ୍ରତିବାଦରେ ନିଜ ରୋଗିଣା ମା’ଙ୍କୁ ଠେଲାରେ ଧରି ରାସ୍ତାକୁ ଓହ୍ଲାଇଲେ ଜଣେ ଚାଷୀ । ବିଦ୍ୟୁତ ବିଲ୍ ପୈଠ ହୋଇଥିବା ସତ୍ୱେ ମାଲକାନଗିରି ଜିଲ୍ଲା ଏମଭି ୪୧ ଗାଁର ଜଣେ ଚାଷୀଙ୍କ ବିଦ୍ୟୁତ ସଂଯୋଗ କାଟିବାକୁ ଯାଇ ମକା ବାଡକୁ ଖିନ ଭିନ କରି…

ଟିକାକରଣ ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ କରିବେ ସମୀକ୍ଷା, କମ୍ ଟିକା ନେଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନଭେମ୍ବର ୩…

କନକ ବ୍ୟୁରୋ :  ଦେଶରେ ୧୦୬ କୋଟିରୁ ଅଧିକ ଲୋକ କୋଭିଡ-୧୯ ଟିକା ନେଇସାରିଛନ୍ତି । ହେଲେ କିଛି ଜିଲ୍ଲା ଏମିତି ଅଛି ଯେଉଁ ଜିଲ୍ଲାଗୁଡିକରେ ଟିକାକରଣ ସନ୍ତୋଷଜନକ ନୁହେଁ । ପ୍ରଧାନମନ୍ତ୍ରୀ ସେହିଭଳି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନଭେମ୍ବର ୩ ତାରିଖରେ ବୈଠକ କରିବେ ବୋଲି ସୂଚନା ମିିଳିଛି ।…