Daily Archives

October 30, 2021

ବିବାଦ ଭିତରେ ସାମ୍ନାକୁ ଆସିଲା ଦିବ୍ୟଶଙ୍କରଙ୍କ ଭିଡିଓ: ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ସଭାସ୍ଥଳର କଲେ…

କନକ ବ୍ୟୁରୋ: ମମିତା ମୃତ୍ୟୁ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଜୋର ଧରିଛି । ହେଲେ ଆଜି ଜୁନାଗଡରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଲୋକଙ୍କ ଗହଣରେ ଦେଖିବାକୁ ମିଳିଛି । ମନ୍ତ୍ରୀ…

ଆମେରିକାରେ କୁନି ପିଲାଙ୍କୁ ଦିଆଯିବ ଫାଇଜର ଟିକା: ୫ରୁ ୧୧ ବର୍ଷ ପିଲାଙ୍କୁ କରୋନା ଟିକା ଦେବା ନେଇ ଅନୁମତି ପ୍ରଦାନ…

କନକ ବ୍ୟୁରୋ: ଆମେରିକାରେ ଏବେ ୫ରୁ ୧୧ବର୍ଷର ପିଲାମାନଙ୍କୁ ଦିଆଯିବ କରୋନା ଟିକା । ଶନିବାର ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ଏଫଡିଏ ପିଲାଙ୍କୁ ଟିକା ଦେବା ନେଇ ମଂଜୁରୀ ପ୍ରଦାନ କରିଛନ୍ତି । ଫାଇଜର ବାୟୋ-ଏନ-ଟେକ ଦ୍ୱାରା ପ୍ରସ୍ତୁତ ଟିକାକୁ ଏହି ମଂଜୁରୀ ମିଳିଛି । ଫାଇଜର ପକ୍ଷରୁ…

ପୁନୀତ ରାଜକୁମାରଙ୍କ ଶେଷ ଦର୍ଶନ ପାଇଁ ପ୍ରଶଂସକଙ୍କ ଭିଡ: ରବିବାର ସମ୍ପନ ହେବ ଶେଷକୃତ୍ୟ 

କନକ ବ୍ୟୁରୋ: ବେଙ୍ଗାଲୁର କାନ୍ତୀରବା ଷ୍ଟାଡିୟମରେ ଚାଲିଛି କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ଶେଷ ଦର୍ଶନ  । ରବିବାର ରାଜକୀୟ ସମ୍ମାନ ସହ ପୁନୀତଙ୍କ ଅନ୍ତିମସଂସ୍କାର କରାଯିବ । ଶହ ଶହ ସଂଖ୍ୟକ ପ୍ରଂଶସକ ଏଠାରେ ପହଁଚି ନିଜ ପ୍ରିୟ ଅଭିନେତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ରାଜନେତାଠୁ…

ତିନି ସପ୍ତାହ ପରେ ମନ୍ନତକୁ ଫେରିଲେ ଆରୟନ: ବାଣଫୁଟାଇ ଘର ସାମନାରେ ପ୍ରଶଂସକ କଲେ ସ୍ୱାଗତ

କନକ ବ୍ୟୁରୋ: ଜେଲରୁ ମୁକୁଳିଲେ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆରୟନ ଖାନ । ଶନିବାର ସକାଳୁ ଆରଥର ରୋଡ ଜେଲ୍ରୁ ବାହାରି ମନ୍ନତରେ ପହଁଚିଛନ୍ତି ଆରୟନ । ଆଉ ମନ୍ନତ ଆଗରେ ବାଣ, ବାଜା ସହ ଆରୟନଙ୍କୁ ସ୍ୱାଗତ କରିଛନ୍ତି ଶାହରୁଖ ଖାନ୍ଙ୍କ ପ୍ରଶଂସକ । ଗତ ଗୁରୁବାର ବମ୍ବେ ହାଇକୋର୍ଟ ଶୁଣାଣୀ…

ଛାତରୁ ଖସିପଡି ଦୁଇ କାନ୍ଥ ସନ୍ଧିରେ ମାତ୍ର ୮ ଇଞ୍ଚ ଫାଙ୍କରେ ଝୁଲି ରହିଲା କୁନିଝିଅ । କଟରରେ କାନ୍ଥ କାଟି ଉଦ୍ଧାର କଲା…

କନକ ବ୍ୟୁରୋ : ଦୁଇ କାନ୍ଥ ମଝିରେ ଫସିଗଲା ୨ ବର୍ଷର ଶିଶୁ । ଚୌଦ୍ୱାର ତଳବଜାରରେ ଘଟିଛି ଏହି ଅଘଟଣ । ଦୁଇ କାନ୍ଥ ମଝିରେ ବିପଦ ସଙ୍କୁଳ ଅବସ୍ଥାରେ ଫସିଥିବା ୨ ବର୍ଷର ଶିଶୁ କନ୍ୟାକୁ ଅଗ୍ନିଶମବାହିନୀ ସହାୟତାରେ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଶିଶୁକୁ ତୁରନ୍ତ ଏକ ନର୍ସିଂହୋମରେ ଭର୍ତ୍ତି…

ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ: ଦ୍ୱିତୀୟ ଦିନରେ ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ପ୍ରାନସିସଙ୍କୁ କଲେ…

କନକ ବ୍ୟୁରୋ: ଇଟାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶନିବାର ଭାଟିକାନ ସିଟିରେ ପହଁଚି ପୋପ ଫ୍ରାନ୍ସିସ୍ଙ୍କୁ ଭେଟିଛନ୍ତି ପ୍ରଧନମନ୍ତ୍ରୀ । ଏହି ଅବସରରେ ପୋପ୍ଙ୍କୁ ଭେଟି ଭାରତ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି ମୋଦୀ । ଇଟାଲୀରେ ଅନୁଷ୍ଠିତ ହୋଇଥିବା ଜି-ଟ୍ୱେଂଟି ସମ୍ମିଳନୀରେ…