Daily Archives

October 30, 2021

ବିରୋଧୀଙ୍କ ମମିତା ବନାମ ବିଜେଡିର ମହଙ୍ଗା । ଦରବୃଦ୍ଧି ପ୍ରସଙ୍ଗରେ କାଲିଠୁ ରାସ୍ତାକୁ ଓହ୍ଲାଇବ ବିଜେଡି ।

କନକ ବ୍ୟୁରୋ : ବିଜେଡି ଓ ବିଜେପି ସମ୍ପର୍କରେ ଆସିଲା କି ପରିବର୍ତନ । ମମିତା ମେହେର ପ୍ରସଙ୍ଗରେ ବ୍ୟାକଫୁଟରେ ଥିବା ବିଜେଡି ଏବେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇ ବିଜେପି ଉପରେ ଶାଣିତ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି । ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଅନ୍ୟାନ୍ୟ ସାମଗ୍ରୀ ଅହେତୁକ ଦର…

ରାଜଧାନୀରେ ରକ୍ତ ଚରିତ୍ର ଖବର ପ୍ରସାରଣ ପରେ ପଦକ୍ଷେପ: ଡିସିପି କହିଲେ, ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ…

କନକ ବ୍ୟୁରୋ: ରାଜଧାନୀରେ ରକ୍ତ ଚରିତ୍ର ଖବର ପ୍ରସାରଣ ପରେ ପଦକ୍ଷେପ । କନକ ନ୍ୟୁଜକୁ ଡିସିପି ଉମାଶଙ୍କର ଦାସଙ୍କ ପ୍ରତିକ୍ରିୟା । କହିଲେ, ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଭିଡିଓରେ ଥିବା ଚେହେରାକୁ ଚିହ୍ନଟ କରାଯାଉଛି । ୪ଜଣ ଗିରଫ ହୋଇଛନ୍ତି ଖୁବଶୀଘ୍ର ସମସ୍ତ…

ମମିତା ମୃତ୍ୟୁ ମାମଲାରେ ଥମୁନି ବିବାଦ, ସରୁନି ଆନ୍ଦୋଳନ । ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧୀଙ୍କ ବିକ୍ଷୋଭ ।

କନକ ବ୍ୟୁରୋ : ବିବୃତି ପରେ ବିବାଦ କମିବା ବଦଳରେ ବଢ଼ିଚାଲିଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ଉଭୟ ବିଜେପି ଓ କଂଗ୍ରେସ ଜାରି ରଖିଛନ୍ତି ଆନ୍ଦୋଳନ । ବିଜେପିର କେନ୍ଦ୍ରୀୟ ଟିମ୍ ମା’ ମାଣିକେଶ୍ୱରୀଙ୍କ ଦ୍ୱାହି ଦେଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ସିବିଆଇ ତଦନ୍ତ ନହେଲେ ନିରପେକ୍ଷ…

ରାତି ବଢିଲେ ରାଜଧାନୀ ରାଜରାସ୍ତାରେ ବଢୁଛି ଅପରାଧୀଙ୍କ ରାଜୁତି । ବୁଲୁଛି ଖଣ୍ଡା, ବନ୍ଧୁକ ଧରି ଆତଙ୍କ ଖେଳାଉଛନ୍ତି…

କନକ ବ୍ୟୁରୋ : ଅସୁରକ୍ଷିତ ହୋଇପଡ଼ୁଛି ରାଜଧାନୀର ରାତି । ରାଜରାସ୍ତାରେ ଖୁଲମଖୁଲା ଚାଲୁଛି ଦାଦାଗିରି । ହାତରେ ଖଣ୍ଡା, ବନ୍ଧୁକ ଧରି ଅସାମାଜିକ ଯୁବକ ମାନେ ଆରମ୍ଭ କରିଦେଉଛନ୍ତି ରାଜୁତି । ମାରଣାସ୍ତ୍ର ସହ ନାଚୁଛନ୍ତି, ଆଉ ତାର ଭିଡିଓ ବି କରୁଛନ୍ତି । ପୁରା ଫିଲ୍ମ ଷ୍ଟାଇଲରେ ଚକ୍କର କାଟି…

ପୋପ ଫ୍ରାନ୍ସିସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ: ଭାରତ ଆସିବାକୁ ଦେଲେ ନିମନ୍ତ୍ରଣ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୋପ୍ ଫ୍ରାନ୍ସିସଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ଜଳବାୟୁ ପରିବର୍ତ୍ତନ ଓ ଦାରିଦ୍ର୍ୟ ଦୂରୀକରଣ ଉପରେ ଆଲୋଚନା କରିଛନ୍ତି । ଭାଟିକାନଠାରେ ପୋପ ଫ୍ରାନ୍ସିସଙ୍କୁ ଭେଟିବାରେ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ।…

ଅଜଣା ରୋଗ ଉଜାଡିଦେବ ସଂସାର ? ହସ୍ପିଟାଲରେ ଜୀବନ ସହ ସଙ୍ଘର୍ଷ କରୁଛନ୍ତି ସ୍ୱାମୀ । ସହାୟତା ପାଇଁ ନେହୁରା ହେଲା…

କନକ ବ୍ୟୁରୋ: ହସ୍ପିଟାଲରେ ଜୀବନ-ମରଣ ସହ ସଙ୍ଘର୍ଷ କରୁଛନ୍ତି ସ୍ୱାମୀ । ଘରେ ରହି ଦିଅଁଦେବତା ସହ ପରପାଖରେ ହାତପାତୁଛି ସ୍ତ୍ରୀ । ସହାୟତା ମିଳିଲେ ଘରକୁ ଫେରିବେ ସ୍ୱାମୀ, କିଏ ସହଯୋଗ କଲେ ତାଙ୍କ ସ୍ୱାମୀ ନୂଆ ଜୀବନ ପାଇବେ । ନହେଲେ ଅଜଣା ରୋଗ ସଂସାର ଉଜାଡି ଦେବ, ସ୍ୱାମୀଙ୍କ ଜୀବନ…