Daily Archives

October 13, 2021

NEETକୁ ବିରୋଧ କରି ଓଡିଶାର ସହଯୋଗ ଲୋଡିଲା ତାମିଲନାଡୁ । ନବୀନଙ୍କୁ ଭେଟିଲେ ଷ୍ଟାଲିନଙ୍କ ପ୍ରତିନିଧି କାନିମୋଝୀ ।

କନକ ବ୍ୟୁରୋ : ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍’କୁ ବିରୋଧ କରିଆସୁଛି ତାମିଲନାଡୁ । ତାଙ୍କର ଯୁକ୍ତି ହେଉଛି, ଏହା ଧନୀ ଓ ସମ୍ପ୍ରାନ୍ତ ଶ୍ରେଣୀର ପିଲାଙ୍କୁ ସୁହାଉଛି । ରାଜ୍ୟ ବୋର୍ଡରେ ପଢୁଥିବା ପିଲାଙ୍କ ଅପେକ୍ଷା ସିବିଏସଇ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ସୁହାଉଛି ।…

କିଏ ହାତେଇବ ଫାଇନାଲ ଟିକେଟ୍ ? ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚରେ ଟସ୍ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି । ପ୍ରଥମେ…

କନକ ବ୍ୟୁରୋ : ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ ଆଉ କିଛି ସମୟ ପରେ ହେବ ଚଳିତ ଆଇପିଏଲର ସବୁଠୁ ଦମଦାର ଲଢେଇ । ଫାଇନାଲ ଟିକେଟ୍ ହାତେଇବା ପାଇଁ ମୈଦାନକୁ ଓହ୍ଲାଇବେ ଦୁଇ ଶକ୍ତିଶାଳୀ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ…

ବ୍ରିଟେନ୍ ପରେ ନରମିଲା ଭାରତ । ହଟିଲା ୧୦ ଦିନିଆ ସଙ୍ଗରୋଧ ନିୟମ ।

କନକ ବ୍ୟୁରୋ : ବ୍ରିଟେନର ନିଷ୍ପତ୍ତି ପରେ ନରମିଲା ଭାରତ । ଟିକା ନେଇଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ବ୍ରିଟେନରେ ୧୦ ଦିନିଆ ସଙ୍ଗରୋଧ ନିୟମକୁ ରଦ୍ଦ କରିବା ପରେ ବର୍ତ୍ତମାନ ଭାରତ ମଧ୍ୟ ନିଷ୍ପତ୍ତି ପରିବର୍ତ୍ତନ କରିଛି । ବ୍ରିଟେନରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଅକ୍ଟୋବର ୧ରେ ଜାରି…

ଆରୟନଙ୍କୁ ମିଳିଲାନି ଜାମିନ, ଆସନ୍ତା କାଲିକୁ ଘୁଞ୍ଚିଲା ଶୁଣାଣି

କନକ ବ୍ୟୁରୋ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍‌ୟନ୍‌ଙ୍କୁ ଆଜି ଜାମିନ ମିଳିନାହିଁ । ଆରୟନଙ୍କ ଜାମିନ ଶୁଣାଣିକୁ ଆସନ୍ତାକାଲି ଯାଏଁ କୋର୍ଟ ଘୁଞ୍ଚାଇଦେଇଛନ୍ତି । ତେବେ ଆଜି ଆରୟନ୍‌ ଖାନଙ୍କ ଓକିଲ କୋର୍ଟଙ୍କୁ ଜାମିନ ଦେବାକୁ ନିବେଦନ କରିଥିଲେ ବି…

ମେସେଜ, ହ୍ୱାଟ୍ସଆପର ଯୁଗରେ ହଜିଯାଉଛି ଡାକବାଲାର ଡାକ, ଅବହେଳିତ ଡାକବାକ୍ସ…

କନକ ବ୍ୟୁରୋ: ମୁଁ ଡାକବାକ୍ସ ! ମୋ ଦେହ ଟିଣ, ରଙ୍ଗ ନାଲି । ମୁଁ ଝୁଲୁଥାଏ ଡାକଘର କାନ୍ଥରେ, ଟଙ୍ଗା ହୋଇଥାଏ କେଉଁ ଛକର ବିଜୁଳି ଖୁଣ୍ଟରେ । କଲେଜ ହେଉ କି କଚେରୀ, ହସ୍ପିଟାଲ ହେଉ କି ହଷ୍ଟେଲ । ସବୁଠି ମୁଁ ବସିଥାଏ, ଝୁଲୁଥାଏ । ତମ ଚିଠିକୁ ଅପେକ୍ଷା କରିଥାଏ, ଖବରକୁ ଖୋଜୁଥାଏ... ଆଉ ତମେ…

ଦିନେ ହଂକଂ ଦଳର ଥିଲେ ଅଧିନାୟକ, ଏବେ ଓଡିଶା ପାଇଁ ଖେଳିବେ କ୍ରିକେଟ

କନକ ବ୍ୟୁରୋ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଘୋଷଣା ହୋଇଛି ଓଡିଶା ଦଳ । ଆଉ ଏହି ଟିମରେ ସ୍ଥାନ ପାଇଛନ୍ତି ହଂକଂ ଦଳରେ ଅଧିନାୟକ ରହିସାରିଥିବା ଅଶୁଂମାନ ରଥ । ଜଣେ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ଏବେ ଓଡିଶା ଦଳରେ ସାମିଲ ହେବା ନିହାତି ଭାବେ ଓଡିଶା ପାଇଁ ଫଳପ୍ରଦ ହେବ । ତେବେ ଆଗାମୀ…