Daily Archives

October 13, 2021

ଭାରତୀୟ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଲେ ସାର୍ଦ୍ଦୁଲ…

କନକ ବ୍ୟୁରୋ: ଭାରତୀୟ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଜାଗା ନେଲେ ଦ୍ରୁତ ବୋଲର ସାର୍ଦ୍ଦୁଲ ଠାକୁର । ବୁଧବାର ଏନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ସିନିୟର ସିଲେକ୍ସନ କମିଟି ସହିତ ଆଲୋଚନା…

ଭୁବନେଶ୍ୱରରେ ରେସ୍ତୋରାଁ ସିଲ୍ କଲା ବିଏମସି । ନବରାତ୍ରରେ ଦାଣ୍ଡିଆ କାର୍ଯ୍ୟକ୍ରମ କରୁଥିଲା ଆୟୋଜନ ।

କନକ ବ୍ୟୁରୋ: ରେସ୍ତୋରାଁ ସିଲ୍ କଲା ବିଏମସି । ରାଜଧାନୀ ଭୁବନେଶ୍ୱରର ନିକୋ ପାର୍କ ନିକଟରେ ଥିବା ନାଇନଥ୍ ଷ୍ଟ୍ରିଟ୍ ରେସ୍ତୋରାଁକୁ ବିଏମସି ସିଲ୍ କରିଛି । ଏହି ରେସ୍ତୋରାଁ ବିନା କୌଣସି ଅନୁମତିରେ ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ନେଇ ବିଏମସି ସୂଚନା ପାଇବା ପରେ ଏହାକୁ ତୁରନ୍ତ…

ନୟାଗଡରେ ହୋଲଡିଂ ଟ୍ୟାକ୍ସ ତାଲିକାକୁ ଦେଖି ଆଶ୍ଚର୍ଯ୍ୟ ସହରବାସୀ: ୭ ଗୁଣା ଦର ବୃଦ୍ଧିକୁ ନେଇ ବଢୁଛି ଅସନ୍ତୋଷ

କନକ ବ୍ୟୁରୋ: ନୟାଗଡ ମ୍ୟୁନିସପାଲଟିରେ ପରିବର୍ତିତ ହୋଲଡିଂ ଟ୍ୟାକ୍ସର ତାଲିକା ପ୍ରସ୍ତୁତ କରିଛି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ । ହେଲେ ୭ ଗୁଣା ବୃଦ୍ଧି ହୋଇଥିବା ତାଲିକା ଦେଖି ସହର ଅଧିବାସୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଏନେଇ ଗଦାଗଦା ଅଭିଯୋଗ ପତ୍ର ଅଫିସରେ ପାହଂଚିବାରେ ଲାଗିଛି…

କେଜ୍ରିୱାଲଙ୍କ ପଞ୍ଜାବ ମିଶନ । କହିଲେ, ରାଜ୍ୟରେ ସରକାରକୁ ଆସିଲେ ସମସ୍ତଙ୍କୁ ମିଳିବ ଚାକିରି ।

କନକ ବ୍ୟୁରୋ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବରେ ଖେଳିଛନ୍ତି ବଡ କାର୍ଡ । ଯଦି ଚଳିତ ନିର୍ବାଚନରେ ପଞ୍ଜାବରେ ଆପ୍ ସରକାର ଗଠନ କରେ ତେବେ ସେଠାକାର ସମସ୍ତ ଲୋକଙ୍କୁ ଚାକିରି ମିଳିବ ବୋଲି କେଜ୍ରିୱାଲ କହିଛନ୍ତି । ବୁଧବାର…

ବିପଦ ଡାକୁଛି ଦେବଗଡର ଗାଇଲୋ ଘାଟି: ଅଣଓସାରିଆ ଘାଟି ରାସ୍ତାରେ ନାହିଁ ସ୍ଥାୟୀ ସୁରକ୍ଷା ବାଡ

କନକ ବ୍ୟୁରୋ: ଅପହଂଚ ତଥା ଦୁର୍ଗମ ଅଂଚଳର ଗମନା-ଗମନ ସୁବିଧା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଆଜି ବି ଅନେକ ସ୍ଥାନରେ ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ କରୁଛନ୍ତି ଲୋକେ । ଏଇ ଯେମିତି ଦେବଗଡ ଜିଲ୍ଲାର ୬ଟି ପଂଚାୟତର…

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା: ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ: କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା । ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଲା ୟୁନିଭରସିଟି ଗ୍ରାଣ୍ଟ କମିଶନ । ମାନ୍ୟତା ଦେବା ସହ ବିଶ୍ୱ ବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରିଛି । ୟୁଜିସି ଅଧିନିୟମ ଅନୁସାରେ ଖୁବଶୀଘ୍ର ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ…