Daily Archives

October 7, 2021

ବାରୁଗଦାର ହବ୍ ପାଲଟିଛି ଜେନାପୁର । ମାଟି ତଳୁ ବାହାରୁଛି ବସ୍ତାବସ୍ତା ଆମୋନିଆ ନାଇଟ୍ରୋଜେନ୍ ସାର ସହ ବିସ୍ଫୋରକ ।

କନକ ବ୍ୟୁରୋ : ବାରୁଗଦାର ହବ୍ ପାଲଟିଛି ଯାଜପୁର ଜିଲ୍ଲାର ଧର୍ମଶାଳା ଓ ଜେନାପୁର ଅଞ୍ଚଳ । ବିଭିନ୍ନ ସମୟରେ ଜବତ ହେଉଛି ବେଆଇନ ବିସ୍ଫୋରକ ସାମଗ୍ରୀ । ପାହାଡ ଫଟାଇବା ପାଇଁ କେମିତି କେଉଁଠୁ ଆସୁଛି ଏହି ବିସ୍ଫୋରକ ସାମଗ୍ରୀ । ଚାରିଆଡେ ପୁଲିସର କଡା ନଜର ରହିଥିବା ସତ୍ୱେ ଏହି ସବୁ ଅଞ୍ଚଳକୁ…

ଡୋନାଲ୍ଡ ଟ୍ରମ୍ପ କଲେ ବଡ ଖୁଲାସା: କହିଲେ, ଏବେ ଆମେରିକା ଦୁର୍ବଳ, ଚୀନ ସହ ଯୁଦ୍ଧ କଲେ ପରାସ୍ତ ହୋଇପାରେ

କନକ ବ୍ୟୁରୋ: ଚୀନ୍‌ ସହ ଯୁଦ୍ଧ କରି ଆମେରିକା ପରାସ୍ତ ହୋଇପାରେ ବୋଲି ବୁଧବାର ଦିନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ପ୍ରତି ଦୁର୍ବଳ ଓ ଦୁର୍ନୀତିଗ୍ରସ୍ତ ସରକାର ଥିବା ଯୁକ୍ତରାଷ୍ଟ୍ର ଆମେରିକା ପ୍ରତି ବେଜିଙ୍ଗ୍‌ ଆଉ ସମ୍ମାନ…

ଭାରତ ରଚିଲା ଆଉ ଏକ ଇତିହାସ । ସବୁ FIH ଶ୍ରେଷ୍ଠ ପୁରସ୍କାର ପୋଛି ଆଣିଲା ଭାରତୀୟ ମହିଳା ଓ ପୁରୁଷ ହକି ଦଳ

କନକ ବ୍ୟୁରୋ: ଭାରତ ପାଇଁ ଆଉ ଏକ ଗୌରବମୟ ଇତିହାସ ଲେଖିଛନ୍ତି ଭାରତୀୟ ହକି ମହିଳା ଓ ପୁରୁଷ ଦଳ । ଆନ୍ତର୍ଜାତିକ ହକି ମହାସଂଘ (ଏଫ୍‌ଆଇଏଚ୍‌)ର ବାର୍ଷିକ ପୁରସ୍କାରରେ ଭାରତ ବାଜିମାତ୍‌ କରିଛି। ବୁଧବାର ଏଫ୍‌ଆଇଏଚ୍‌ର ସବୁ ବର୍ଗର ଶ୍ରେଷ୍ଠ ପୁରସ୍କାର ଭାରତ ପୋଛି ନେଇଛି । ଜାତୀୟ ସଂଘଗୁଡ଼ିକ…

ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ, ଡେରିରେ ହେଉପଛେ ଦ୍ୱିତୀୟ ଡୋଜ୍ ନେବା ଆବଶ୍ୟକ ।

କନକ ବ୍ୟୁରୋ: କରୋନାକାଳରେ ଅନେକ ସତର୍କତାମୂଳକ କାର୍ଯ୍ୟ ପନ୍ଥା ଅବଲମ୍ବନ କରୁଛନ୍ତି ସରକାର । ଏହାରି ଭିତରେ ଟୀକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩ କୋଟି ୨୧ ଡୋଜ୍ ଟୀକାକରଣ ହୋଇଛି । ପ୍ରଥମ…

ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମୋଦନ, ଡବ୍ଲୁଏଚଓ ମୁଖ୍ୟଙ୍କ ସୂଚନା

କନକ ବ୍ୟୁରୋ : ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ ମିଳିଛି । ଡବ୍ଲୁଏଚଓ ପକ୍ଷରୁ ମ୍ୟାଲେରିଆ ଟିକା ଆରଟିଏସ-ଏସଏଏସ୦୧କୁ ଅନୁମୋଦନ ମିଳିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନମ ସୂଚନା ଦେଇଛନ୍ତି । ପିଲାମାନଙ୍କ ପାଇଁ ଉଦ୍ଧିଷ୍ଠ ଏହି…

ବରୁଣ ଓ ମାନେକାଙ୍କୁ ବଡ ଝଟକା । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ବାଦ ପଡିଲେ ମା’- ପୁଅ ।

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ଘୋଷଣା କରିଛି । ଆଉ ଏହି ଘୋଷଣାରେ ଆଶ୍ଚର୍ଯ୍ୟଚକିତ କଲା ଭଳି ନିଷ୍ପତ୍ତି ନେଇଛି ବିଜେପି । ପିଲିଭିତରୁ ସାଂସଦ ଥିବା ବରୁଣ ଗାନ୍ଧୀଙ୍କୁ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ବାଦ୍ ଦିଆଯାଇଛି । ସେହିଭଳି ବିଜେପିର ବରିଷ୍ଠ…