Daily Archives

October 7, 2021

ପିସିସି ସଭାପତିରୁ ଇସ୍ତଫା ନେଇ ମୁହଁ ଖୋଲିଲେ ନିରଞ୍ଜନ : କହିଲେ, ପଦରେ ରହିବି ନା ନାହିଁ ଦଳର ଆଭ୍ୟନ୍ତରୀଣ ବ୍ୟାପାର

କନକ ବ୍ୟୁରୋ : ପିସିସି ସଭାପତି ପଦରୁ ଇସ୍ତଫା ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି. ପିସିସି ସଭାପତି ପଦ ଚିରସ୍ଥାୟୀ ନୁହେଁ । ପଦରେ ରହିବି ନା ନାହିଁ ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ପିପିଲି ଉପନିର୍ବାଚନ ପୂର୍ବରୁ ସେ ଚିଠି ଲେଖିଛନ୍ତି ।…

ଓଡ଼ିଶାରେ କେମିତି ଚାଲିଛି ଅନଲାଇନ ପାଠ : କେତେ ପିଲାଙ୍କ ପାଖରେ ମୋବାଇଲ ନାହିଁ ? କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଲା…

କନକ ବ୍ୟୁରୋ : ଗତ ଦେଢ ବର୍ଷରୁ ଅଧିକ ସମୟ ଧରି କୋଭିଡ ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ହୋଇଥିବା ବେଳେ ଅନଲାଇନ ପାଠପଢାକୁ ବିକଳ୍ପ ଭାବେ ନିଆଯାଇଛି । କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ସବୁଆଡେ କଟକଣା ଲଗାଯାଇଥିବା ବେଳେ ଗତବର୍ଷ ମାର୍ଚ୍ଚ ମାସରୁ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ କରାଯାଇ…

ଆସନ୍ତା ଏପ୍ରିଲରୁ ଲାଗୁ ହେବ ନୂଆ ସ୍କ୍ରାପ୍ ନୀତି : ରାସ୍ତାରୁ ହଟିବକି ପୁରୁଣା ଗାଡି, ଜାଣନ୍ତୁ କ’ଣ କହିଲେ…

କନକ ବ୍ୟୁରୋ : ସ୍କ୍ରାପ୍ ପଲିସି ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ସ୍କ୍ରାପ୍ ପଲିସି ଏପ୍ରିଲରୁ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି । ତେବେ ଏନେଇ ରାଜ୍ୟରେ କାର୍ଯ୍ୟକାରୀ ନେଇ କିଛି ନିଷ୍ପତ୍ତି ହୋଇନି । ଗାଡ଼ି ଯଦି ଖରାପ…

ଅପରାହ୍ନ ସୁଦ୍ଧା ସତର୍କ ରୁହ ୧୧ ଜିଲ୍ଲା ! ବର୍ଷା ଓ ବଜ୍ରପାତ ବିପଦ ନେଇ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…

କନକ ବ୍ୟୁରୋ: ଅପରାହ୍ନ ୪ଟା ସୁଦ୍ଧା ୧୧ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ । ଏହି ସତର୍କ ସୂଚନା ମଧ୍ୟରେ  ରାଜ୍ୟର ୧୧ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି-…

ରେଷ୍ଟୁରାଣ୍ଟରେ ଗୁଲାବ ଜାମୁନ ପ୍ଲେଟରେ ମରିପଡିଥିଲା ଅସରପା, ଗ୍ରାହକଙ୍କୁ ୫୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଲେ…

କନକ ବ୍ୟୁରୋ :  ସାଧାରଣତଃ ସଫା ସୁତୁରା ସ୍ଥାନରେ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ଯେଉଁଥିପାଇଁ ବଡ ବଡ ରେଷ୍ଟୁରାଣ୍ଟକୁ ଲୋକେ ଯାଇଥାନ୍ତି । କାରଣ ବଡ ବଡ ରେଷ୍ଟୁରାଣ୍ଟରେ ଖାଦ୍ୟର ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ଗ୍ରାହକଙ୍କୁ କିଭଳି ପରିଷ୍କାର ପରିଚ୍ଛନ୍ନ ପରିବେଶରେ…

ଚଡ଼େଇଧରାରେ କଳାପଥର ଖାଦନରୁ ପୁଲିସର ଚଢ଼ାଉ : ମାଟି ତଳୁ ବାହାରିଲା ଆମୋନିଆ ନାଇଟ୍ରେଟ ସାର ବସ୍ତା

କନକ ବ୍ୟୁରୋ : ମାଟି ତଳେ ବିସ୍ଫୋରକ । ଦ୍ୱିତୀୟ ଦିନରେ ପୋଲିସର ଖୋଳତାଡ଼ ଜାରି  । ଯାଜପୁର ଜିଲ୍ଲା ଜେନାପୁର ଥାନା ଚଡ଼େଇଧରା ପାହାଡ଼ରେ କଳା ପଥର ଖାଦାନରେ ପୋଲିସର ଚଢ଼ାଉ ଜାରି ରହିଛି  । ଜେସିବି ମେସିନ ସାହାର୍ଯ୍ୟରେ ଲୁଣିବର ମୋଜାର ଗଙ୍ଗେଇ ଡୁବୁରୀରେ ମାଟି ତଳୁ ଆମୋନିଆ ନାଇଟ୍ରେଟ ବାହାର…