Daily Archives

October 6, 2021

ଜଗତସିଂହପୁରରେ ଅଘଟଣ: ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ମୃତ

କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବଣିତୋ ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ ଆଘାତରେ ବାପା-ମାଆ ଓ ଝିଅର ମୃତ୍ୟୁ ହୋଇଛି । ଏହି ଘଟଣାରେ ଜଣେ ପଡୋଶୀ ଗୁରୁତର ଆହତ ହୋଇଛନ୍ତି । ଘର ଚାର୍ଜ ହୋଇ ଏପରି ଅଘଟଣ ଘଟିଥିବା ସୂଚନା ମିଳିଛି । ରକ୍ଷା କରିବାକୁ ଆସିଥିବା ପଡୋଶୀ ଗୁରୁତର…

ମାତ୍ର ଜଣେ ଶିକ୍ଷକରେ ଚାଲିଛି ବିଦ୍ୟାଳୟ । ଶିକ୍ଷକ ନଆସିଲେ ପାଠ ପଢା ବନ୍ଦ ।

କନକ ବ୍ୟୁରୋ : ମାତ୍ର ଜଣେ ଶିକ୍ଷକରେ ଚାଲିଛି ବିଦ୍ୟାଳୟ । ଶିକ୍ଷକ ନଆସିଲେ ପାଠ ପଢା ବନ୍ଦ । କେବଳ ଏତିକି ନୁହଁ ଅଯୋଗ୍ୟ ଶିକ୍ଷକଙ୍କ କାନ୍ଧରେ ହଜାର ହଜାର ଛାତ୍ର୍ରଛାତ୍ରୀଙ୍କ ଭବିଷ୍ୟତକୁ ଟେକିଦିଆଯାଇଛି । ଭାରତର ଶିକ୍ଷା ବ୍ୟବସ୍ଥା ଉପରେ ସର୍ଭେ କରିଥିବା ୟୁନେସ୍କୋର ରିପୋର୍ଟରେ ଆସିଛି…

ଦୁର୍ଗାପୂଜା ବେଳକୁ ଓଡ଼ିଶା ମୁହାଁ ହୋଇପାରେ ବାତ୍ୟା । ୧୦ରେ ସୃଷ୍ଟି ହେବ ଲଘୁଚାପ, ସମୁଦ୍ରରେ ୫ ଦିନ ରହି ବଳ ଗୋଟାଇବା…

କନକ ବ୍ୟୁରୋ : ସରକାରଙ୍କ କଟକଣା ପାଇଁ ପୂଜାରେ ଉତ୍ସବର ପରିବେଶ ନାହିଁ । ଏପଟେ ସେହି ସମୟରେ ପ୍ରାୟ ୧୫ତାରିଖ ଆଡକୁ ବାତ୍ୟାର ଆଶଙ୍କା ଦେଖାଦେଇଛି । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି ଆସନ୍ତା ୧୦ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପକ୍ଷେତ୍ର ସୃଷ୍ଟି ହେବ, ଏବଂ ୪ରୁ ୫ଦିନ…

ସରକାରଙ୍କ କଟକଣା ପାଇଁ ବିପଦ ଭିତରକୁ ଠେଲି ହୋଇଯାଉଛି ଜୀବିକା । ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ପାଇଁ ବ୍ୟାପକ ଆୟୋଜନ,…

କନକ ବ୍ୟୁରୋ : ଆଜି ମହାଳୟା, ସପ୍ତାହକ ପରେ ଦୁର୍ଗା ପୂଜା । କିନ୍ତୁ ପୂଜା ପାଇଁ ସେମିତି ଉତ୍ସବର ପରିବେଶ ନାହିଁ । କାରଣ ଯେତେ ସମ୍ଭବ କଟକଣା, ସବୁ ଲାଗୁ କରିଦିଆଯାଇଛି । ଛୋଟ ବ୍ୟବସାୟଠୁ ଆରମ୍ଭ କରି ସବୁ ପ୍ରକାର ବ୍ୟବସାୟିକ କାର୍ଯ୍ୟକଳାପ ମାନ୍ଦା ପଡିବ । କିନ୍ତୁ ପଡୋଶୀ ପଶ୍ଚିମବଙ୍ଗରେ…

ଆଜି ହାଇଦ୍ରାବାଦ-ବାଙ୍ଗାଲୋର ଜବରଦସ୍ତ ଲଢେଇ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ବାଙ୍ଗାଲୋର ।

କନକ ବ୍ୟୁରୋ : ଆଜି ହେବ ବୁଧବାରର ବଡ ଲଢେଇ । ମୈଦାନରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ୍ । ତେବେ ଟସ୍ ଜିତି ବାଙ୍ଗାଲୋର ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ହାଇଦ୍ରାବାଦ ଦଳ ୧୨ଟି ମ୍ୟାଚରୁ ମାତ୍ର ୨ଟିରେ…

ଭଉଣୀ ପ୍ରିୟଙ୍କାଙ୍କୁ ଧରି ଲକ୍ଷ୍ମୀପୁର ଅଭିମୁଖେ ବାହାରିଲେ ଭାଇ ରାହୁଲ । ପ୍ରଦର୍ଶନ ବେଳେ ପ୍ରାଣ ହରାଇଥିବା କୃଷକ ଓ…

କନକ ବ୍ୟୁରୋ : ଲକ୍ଷ୍ମୀପୁର ଯିବାକୁ ଅନୁମତି ମିଳିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୀତାପୁରରେ ଭଉଣୀ ପ୍ରିୟଙ୍କାଙ୍କୁ ଭେଟିଛନ୍ତି । ଭଉଣୀ ପ୍ରିୟଙ୍କାଙ୍କୁ ଧରି ସୀତାପୁରରୁ ଲକ୍ଷ୍ମୀପୁର ଅଭିମୁଖେ ଯାତ୍ରା କରିଛନ୍ତି ରାହୁଲ । ଲକ୍ଷ୍ମୀପୁରକୁ ଯାଉଥିବା ବେଳେ ପ୍ରିୟଙ୍କାଙ୍କୁ ଗିରଫ କରି…