Daily Archives

October 6, 2021

ଚେନ୍ନାଇ ପାଇଁ କେବେ ଶେଷ ମ୍ୟାଚ ଖେଳିବେ ଧୋନୀ: ଆଇପିଏଲରୁ ଅବସର ନେବାକୁ ନେଇ କହିଲେ ଏମିତି କଥା… 

କନକ ବ୍ୟୁରୋ: ଆଇପିଏଲ ୨୦୨୧ରେ ଚେନ୍ନାଇ ଦମଦାର ପ୍ରଦର୍ଶନ ଜାରି ରଖିଛି । ଏହାସହ ଚେନ୍ନାଇ ପ୍ଲେ ଅଫରେ ମଧ୍ୟ ପ୍ରବେଶ କରି ସାରିଛି । ହେଲେ ଏହାରି ଭିତରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଧୋନୀ କେବେ ଚେନ୍ନାଇ ପାଇଁ ଶେଷ ମ୍ୟାଚ ଖେଳିବେ ଏହାର ଖୁଲାସା…

ଏଣିକି ଘରେ ବସି ମାତ୍ର ୨୦ ସେକେଣ୍ଡରେ ଆପଣ ପାଇପାରିବେ କରୋନା ରିପୋର୍ଟ । ଖର୍ଚ୍ଚ ହେବ ମାତ୍ର ୧୦୦ ଟଙ୍କା ।

କନକ ବ୍ୟୁରୋ : ଆପଣଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଦେଲେ ଆପଣ ତୁରନ୍ତ କରୋନା ପରୀକ୍ଷା କରାଉଛନ୍ତି । କିନ୍ତୁ ଏହି ପରୀକ୍ଷାର ରିପୋର୍ଟ ମିଳିବାରେ ସାମାନ୍ୟ ବିଳମ୍ବ ହୋଇଥାଏ । ଏବଂ କରୋନା ପରୀକ୍ଷା କରାଇବା ନିମନ୍ତେ ଆପଣଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ହସ୍ପିଟାଲକୁ…

ବିରାଟକାୟ ସାପର ଏମିତି ଅବସ୍ଥା କଲା ୨ ବର୍ଷର ଶିଶୁ: ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

କନକ ବ୍ୟୁରୋ: ସାପକୁ ଦେଖି ଅନେକ ଲୋକ ଭୟଭୀତ ହୋଇପଡନ୍ତି । କିନ୍ତୁ ଅଷ୍ଟ୍ରେଲିଆରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଠି ଜଣେ ୨ ବର୍ଷରୁ ଶିଶୁଟି ସାପକୁ ଧରିବା ସହ ତା ଲାଙ୍ଗୁଡ ଧରି ଟାଣୁଛି, ଯେମିତି ଏହା ତା ପାଇଁ ଏକ ସାଧାରଣ ଖେଳ ।…

ମୋ ବାପା ଯୋଦ୍ଧା ଥିଲେ, କେବେ ଆଖିରୁ ଲୁହ ଝରିବନି । ଯଦି ସାହସ ଅଛି ସାମ୍ନାକୁ ଆସ, ପଛରୁ ପଥର, ଗୁଳି କାହିଁକି ମାରୁଛ?…

କନକ ବ୍ୟୁରୋ : ଆତଙ୍କବାଦୀଙ୍କୁ ଯୁବତୀଙ୍କ ଖୋଲା ଚ୍ୟାଲେଞ୍ଜ ।ଯଦି ସାହସ ଅଛି ସାମ୍ନାକୁ ଆସ, ମୋ ସାଙ୍ଗରେ ଡିବେଟ କର । ତମ ପାଟିରୁ ପଦୁଟିଏ ଶବ୍ଦ ବାହାରିବନି । କେବଳ ପଛରୁ ଲୁଚିକି ପଥର ପକାଇବ, ଗୁଳି ମାରିବ । ତା ଛଡା ତୁମେ ଜାଣିଛ ବା କଣ । ତମେ ମୋ ବାପାଙ୍କୁ ମାରିଛ । ବାପାଙ୍କ ଶରୀର…

କଟକର ରାସ୍ତା ମଝିରେ ହଠାତ୍ ଫାଟିଗଲା ପାଣି ପାଇପ୍ । ଭୁସ ଭୁସ୍ ହୋଇ ଉପରକୁ ଉଠିଗଲା ପାଣି ।

କନକ ବ୍ୟୁରୋ : ରାସ୍ତା ମଝିରେ ୱାଟରଫଲର ଭ୍ରମ । ହଠାତ୍ ପାଣି ପାଇପ୍ ଫାଟିଗଲା ଏବଂ ଭୁସ ଭୁସ ହୋଇ ପାଣି ଉପରକୁ ଉଠିଲା । ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି ସିଲଭର ସିଟିରେ । କଟକ ରାଜାବଗିଚାରେ ଅଞ୍ଚଳରେ ହଠାତ ଫାଟିଗଲା ପାଣି ପାଇପ । ଫଳରେ କେହି କିଛି ବୁଝିବା ପୂର୍ବରୁ ରାସ୍ତାରେ ଜମିଗଲା…

ଆମେରିକା ପାଖରେ ସରିଆସିଲାଣି ପରମାଣୁ ଅସ୍ତ୍ର: ପ୍ରଥମଥର ପାଇଁ ବିଶ୍ୱକୁ ଦେଲା ଏମିତି ସୂଚନା

କନକ ବ୍ୟୁରୋ: ଚାରି ବର୍ଷ ପରେ ପ୍ରଥମ ଥର ପାଇଁ ଆମେରିକା ନିଜ ପାଖରେ ଥିବା ପରମାଣୁ ଅସ୍ତ୍ରର ସୂଚନା ଦେଇଛି । ଆଉ ଆମେରିକା ପାଖରେ ଏବେ ପରମାଣୁ ଅସ୍ତ୍ର କମିଆସୁଥିବାର ସୂଚନା ଦିଆଯାଇଛି । ଟ୍ରମ୍ପଙ୍କ ପରେ ବାଇଡେନ ସରକାର ଆମେରିକା ପରମାଣୁ ଅସ୍ତ୍ରକୁ ସାର୍ବଜନୀନ କରିଛନ୍ତି । ଟ୍ରମ୍ପ ସରକାର…