Daily Archives

September 29, 2021

ମହନ୍ତ ନରେନ୍ଦ୍ର ଗିରିଙ୍କୁ ନେଇ ଆସିଲା ଚମକାଇଲା ଭଳି ଖବର । ବାଲେଶ୍ୱରରେ ମହନ୍ତଙ୍କ ଘର, ବିବାହ ପ୍ରସ୍ତାବରେ ଘର ଲୋକ…

କନକ ବ୍ୟୁରୋ : ଅଖିଳ ଭାରତୀୟ ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ହଟଚମଟ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଚମକାଇ ଦେଲା ଭଳି ଖବର । ନରେନ୍ଦ୍ର ଗିରି ଜଣେ ଓଡ଼ିଆ, ଆଉ ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ପାଣିଷଣ୍ଡା ଗାଁରେ । ପ୍ରାୟ ୧୦ ଦିନ ଧରି…

ନିଜ ଜିଦରେ ଅଟଳ ସିଦ୍ଧୁ । ହାଇକମାଣ୍ଡଙ୍କ ଆଗରେ ରଖିଲେ ତିନି ସର୍ତ୍ତ । କେଉଁ ମୋଡ ନେବ ପଞ୍ଜାବ ରାଜନୀତି ?

କନକ ବ୍ୟୁରୋ : ଦିଲ୍ଲୀରୁ ପଞ୍ଜାବ ରାଜନୀତି ସରଗରମ । ଦିନେ ମଙ୍ଗ ଧରିଥିବା ନେତା ଆଜି ବିଜେପି କ୍ୟାମ୍ପକୁ ଢଳୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମଙ୍ଗ ସମ୍ଭାଳିବାକୁ ଦାୟିତ୍ୱ ମିଳିଥିବା ନେତା ନୈତିକତାର ଦ୍ୱାହି ଦେଇ ପଛକୁ ହଟିଛନ୍ତି । କ୍ୟାପଟେନ ଓ ସିଦ୍ଧୁଙ୍କ ମଧ୍ୟରେ ଆରମ୍ଭ ହୋଇଥିବା…

ରାତି ପାହିଲେ ପିପିଲି ଉପନିର୍ବାଚନ । ବିଧାୟକ ବାଛିବେ ପିପିଲିବାସୀ, ସକାଳ ୭ରୁ ମତଦାନ ।

କନକ ବ୍ୟୁରୋ : କାଲି ପଡିବ ପିପିଲି ଭୋଟ୍ । କରୋନାକୁ ଆଖି ଆଗରେ ରଖି ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସମ୍ବେଦନଶୀଳ ବୁଥରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ପୂରା ବ୍ୟବସ୍ଥାକୁ ସିସିଟିଭିର ନଜରରେ ରଖାଯାଇଛି । ହେଲେ ଏସବୁ ଭିତରେ କିନ୍ତୁ ରାଜନୀତି ଥମି ନାହିଁ । କେନ୍ଦ୍ରୀୟ ଫୋର୍ସ…

ଶାହାଙ୍କୁ ଭେଟିଲେ ଅମରିନ୍ଦର । ବିଜେପିରେ ହେବେ କି ସାମିଲ ?

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ଗୃହମନ୍ତ୍ରୀଙ୍କ ଦିଲ୍ଲୀ ସ୍ଥ୍ିତ ବାସଭବନରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିବା ବେଳେ ଅମରିନ୍ଦର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି…

ଟସ୍ ଜିତି ବାଙ୍ଗାଲୋରର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ।

କନକ ବ୍ୟୁରୋ : ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆଜି ହେବ ବୁଧବାରର ବଡ଼ ଟକ୍କର । ଆଇପିଏଲର ୪୩ତମ ମ୍ୟାଚରେ ମୁହାଁମୁହିଁ ହେବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ । ତେବେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବୋଲିଂ କରିବାର…