Daily Archives

September 27, 2021

କିଏ ଦେଶର ପ୍ରଥମ ଆଇଏଏସ ଅଫିସର? ୨୧ ବର୍ଷ ବୟସରେ ପାଇଥିଲେ ସଫଳତା

କନକ ବ୍ୟୁରୋ: ୨୦୨୦ ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି । ଏଥିରେ ୭୬୧ ଜଣ ଆଶାୟୀ ଉତ୍ତିର୍ଣ୍ଣ ହୋଇଛନ୍ତି । ଆଉ ସେମାନଙ୍କ ମଧ୍ୟରେ ଶୁଭମ କୁମାର ଟପ୍ପର ହୋଇଛନ୍ତି । ତେବେ ପ୍ରତି ବର୍ଷ ଦେଶରେ ଏହି ପରୀକ୍ଷା ହୋଇଥାଏ । ଆଉ ଏଥିରେ ପାସ କରିଥିବା ଛାତ୍ରଛାତ୍ରୀ ଦେଶରେ ବଡ ବଡ ଅଫିସର…

ଏମାନେ ଥିଲେ ଡରାଇ ପାରେନି ବନ୍ୟା, ବାତ୍ୟା… ପ୍ରଣାମ ବିପର୍ଯ୍ୟୟ ବେଳର ବାହୁବଳୀ

କନକ ବ୍ୟୁରୋ: ଯେବେଯେବେ ବିପତ୍ତି, ବିପର୍ଯ୍ୟୟ ମାଡି ମାଡି ଆସିଛି ସେବେସେବେ ବିପଦ ବେଳର ବନ୍ଧୁ ସାଜିଛନ୍ତି ଏମାନେ । ଦୁର୍ଦ୍ଦିନ, ଦୁଃସମୟର ଦେବଦୂତ ସାଜିଛନ୍ତି ଏମାନେ... ସେ ବର୍ଷା ହେଉ କି ବନ୍ୟା ଅବା ହେଉ ବାତ୍ୟା.. କାଳର ରୂପ ଯେତେ କରାଳ ହେଉ ନା କାହିଁକି, ସଙ୍କଟ ଯେଉଁ ପରିସ୍ଥିତିରେ…

ଆଇପିଏଲ ଟକ୍କର: ଟସ ଜିତି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି, ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ

କନକ ବ୍ୟୁରୋ: ଆଜିର ଆଇପିଏଲ ହାଇଭୋଲ୍ଟେଜ ମ୍ୟାଚରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ । ଫଳରେ ବୋଲିଂ କରିବାକୁ ମୈଦାନକୁ ଓହ୍ଲାଇବ ହାଇଦ୍ରାବାଦ ଦଳ । ରାଜସ୍ଥାନ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ।…

ସୁନା ପରିବାରକୁ ଚୁନା କରିଦେଲା କରୋନା: ବାପା ଚାଲିଗଲା ପରେ ଅନଥା ହୋଇଗଲେ କୁନି କୁନି ଝିଅ

କନକ ବ୍ୟୁରୋ: ପ୍ରଥମ ଲହରଠୁ ଭୟଙ୍କର ଥିଲା ଦ୍ୱିତୀୟ ଲହର କରୋନା । ଏହି ଦ୍ୱିତୀୟ ଲହର କରୋନା ଆସିବା ପରେ କାହା ମା କୋଳଠୁ ପୁଅକୁ ଛଡେଇ ନେଇଛି ତ କାହାକୁ ଅନାଥ କରିଛି । ଏବଂ କାହାର ମଥାରୁ ସିନ୍ଦୁର ଛଡାଇ ନେଇଛି ତ କଉ ପିଲାଙ୍କ ଠୁ ତା ବାପା ମାଙ୍କୁ ଛଡାଇ ନେଇ ଅନାଥ କରି ଦେଇଛି । ସୁନା…

ଭୁବନେଶ୍ୱର କ୍ଲବ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ଅସିତ୍ ତ୍ରିପାଠୀ

କନକ ବ୍ୟୁରୋ: ଶେଷ ହୋଇଛି ଭୁବନେଶ୍ୱର କ୍ଲବର ନିର୍ବାଚନ । ଯାହାର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ଅସିତ୍ ତ୍ରିପାଠୀ । ସେ ତାଙ୍କ ପ୍ରତିଯୋଗୀଙ୍କଠାରୁ ୨୭୮ ଭୋଟ୍ ଅଧିକ ପାଇଁ ଭୁବନେଶ୍ୱର କ୍ଲବର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଅସିତ…

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷିବ 

କନକ ବ୍ୟୁରୋ: ଆଜି ଦକ୍ଷିଣ ଓ ଉତର ଓଡ଼ିଶାରେ ହାଲୁକା ଧରଣର ବର୍ଷାର ସମ୍ଭାବନା ରହିଛି । ଏହାସହ ନବରଂଗପୁର, ରାୟଗଡା, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ନୂଆପଡା, ବଲାଙ୍ଗିର, ଗଜପତି, ଗଂଜାମ ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହେବାର ସମ୍ଭାବନା…